ଏପ୍ରିଲ ୪ରେ ବିଜେଡିରେ ମିଶିବେ ଚନ୍ଦ୍ରଶେଖର ସାହୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏପ୍ରିଲ ୪ରେ ବିଜେଡିରେ ମିଶିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ। ଏନେଇ ଶ୍ରୀ ସାହୁ ଆଜି ସ୍ପଷ୍ଟ କରିଛନ୍ତି। ତାଙ୍କ ସହ କଂଗ୍ରେସ ଛାଡ଼ିଥିବା ଭଗବାନ ଗନ୍ତାୟତ ଏବଂ ବିକ୍ରମ ପଣ୍ଡା...

ବ୍ରହ୍ମପୁରରୁ ସଫା ହୋଇଗଲା କଂଗ୍ରେସ, ଇସ୍ତଫା ଦେଲେ ଆଉ ଜଣେ କର୍ପୋରେଟର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁରରୁ ମୂଳପୋଛ ହୋଇଗଲା କଂଗ୍ରେସ। ବ୍ରହ୍ମପୁର ମହାନଗର ନିଗମରୁ ୧୧ ଜଣ କଂଗ୍ରେସ କର୍ପୋରେଟର ଇସ୍ତଫା ଦେବା ପରେ ଏହି ଜାତୀୟ ଦଳ ଏଠାରେ ସ୍ଥିତି...

ଭୁଲ୍ ସ୍ୱୀକାର କଲେ, ଟୁଇଟର୍‌ରୁ ଫଟୋ ହଟାଇଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯେଉଁ ଟୁଇଟର୍‌ରେ ଲିଙ୍ଗରାଜ ମନ୍ଦିର ଗର୍ଭଗୃହ ଫଟୋ ପୋଷ୍ଟ କରି ବିବାଦୀୟ ହୋଇଥିଲେ ସେହି ପୋଷ୍ଟରେ ନିଜ ଭୁଲ୍ ସ୍ୱୀକାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ। ଲିଙ୍ଗରାଜ ମନ୍ଦିରର ଗର୍ଭଗୃହ ଫଟୋ ସୋସିଆଲ...

ଆଜିର ବଡ଼ ଖବର (୨-ଏପ୍ରିଲ-୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ -ଦ୍ୱିତୀୟ ପର୍ଯ୍ୟାୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ସନ୍ଧ୍ୟାରେ ୪୧ ଜଣଙ୍କୁ 'ପଦ୍ମ' ପୁରସ୍କାର ପ୍ରଦାନ କରିଛନ୍ତି। ସେମାନଙ୍କରେ ମଧ୍ୟରେ ୩ ଓଡ଼ିଆ ଏହି ସମ୍ମାନ ପାଇଛନ୍ତି। ସେମାନେ ହେଲେ ବିଶିଷ୍ଟ...

ଜଗା-କାଳିଆ ବିପଦମୁକ୍ତ: ଜାତୀୟ ମାନବାଧିକାର କମିଶନଙ୍କୁ ଜଣାଇଲେ ଏମ୍ସ କର୍ତ୍ତୃପକ୍ଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ଏମ୍ସରେ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି ସେମାନଙ୍କୁ ଓଡ଼ିଶା ସ୍ଥାନାନ୍ତର କରାଯାଇପାରେ ବୋଲି ଏମ୍ସ କର୍ତ୍ତୃପକ୍ଷ ଆଜି ଜାତୀୟ ମାନବାଧିକାର କମିଶନଙ୍କୁ ଜଣାଇଛନ୍ତି। "କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆ ବିପଦମୁକ୍ତ...

ଉତ୍କଳ ଦିବସରେ ଟୁଇଟ୍ କରି ଫସିଲେ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲିଙ୍ଗରାଜ ମନ୍ଦିର ଗର୍ଭଗୃହ ଫଟୋ ଉତ୍କଳ ଦିବସରେ ଟୁଇଟରରେ ପୋଷ୍ଟ କରି ବିବାଦ ଘେରରେ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ୍‌। ଗତକାଲି ସାରା ରାଜ୍ୟରେ ଉତ୍କଳ ଦିବସ ଖୁବ୍‌ ଧୁମଧାମରେ ପାଳନ କରାଯାଇଥିଲା। ନେତାଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀଙ୍କ ପର୍ଯ୍ୟନ୍ତ...

ଜାତି-ଜନଜାତି ଆଇନକୁ ନେଇ କାହିଁକି ଅସନ୍ତୁଷ୍ଟ ଦଳିତ ସଂଗଠନ? ଭାରତ ବନ୍ଦ ଡାକରା ପଛର କାରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଅନୁସୂଚିତ ଜାତି-ଜନଜାତି ନିର୍ଯାତନା ନିବାରଣ ଆଇନରେ ସଂଶୋଧନ ଆଣି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ବିଭିନ୍ନ ଦଳିତ ସଂଗଠନ ଓ ‘ସମ୍ବିଧାନ ବଚାଓ ସଂଘର୍ଷ କମିଟି’ ସୋମବାର ଭାରତ...

ଓଡ଼ିଶା ଦିବସ ସମାରୋହ: ବରପୁତ୍ରଙ୍କ ସ୍ମୃତିଚାରଣ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ଆଜି ପାଳନ କରିଛି ସ୍ୱତନ୍ତ୍ର ପ୍ରଦେଶ ଗଠନର ୮୨ ବର୍ଷ ପୂର୍ତ୍ତି ଉତ୍ସବ। ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଆୟୋଜିତ ରାଜ୍ୟ...

ଫେସବୁକରେ ଅଶ୍ଲୀଳ କମେଣ୍ଟ ଦେଇ ଯୁବକ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱର: ଫେସବୁକ୍‌ରେ ମହିଳାଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେଇ ଗଣେଶ ପଣ୍ଡା(୪୦) ନାମକ ଜନୈକ ଯୁବକକୁ ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗଣେଶ ଫେସବୁକ୍‌ରେ ନିଜର...

ମେଟଲ୍ ମିଟ୍ ଗ୍ରାଣ୍ଡଫିନାଲେ ସିନିୟର: ପ୍ରଥମ ସ୍ଥାନରେ ସିଇଟି-ଭୁବନେଶ୍ୱର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦ୍ୱିତୀୟ ସ୍ଥାନରେ ରହିଛି କିଟ୍ ବିଶ୍ୱବିଦ୍ୟାଳୟ-ଭୁବନେଶ୍ୱର ସିଲିକନ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି-ଭୁବନେଶ୍ୱର ତୃତୀୟ ସ୍ଥାନରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଟିମ୍‌କୁ ୧ ଲକ୍ଷ ଟଙ୍କା ପୁରସ୍କାର ୮ଟି ଟିମ୍‌...