ରାଜ୍ୟସଭା ଟିକେଟ ପାଇଁ ଲବି ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା ପ୍ରାର୍ଥୀତ୍ଵକୁ ନେଇ ପ୍ରକାଶ ପାଇଛି ଅନେକ କଳ୍ପନାଜଳ୍ପନା। ପ୍ରକୃତରେ କାହା ମୁଣ୍ଡରେ ହାତୀ କଳସ ଢାଳିବ ସେ କଥା ନିର୍ଭର କରେ ଦଳର ସଭାପତି ନବୀନଙ୍କ ଉପରେ।
ଆସନ୍ତା ମାସରେ ଖାଲିପଡ଼ୁଥିବା...
ଆଉ ଏକ ଅଭିଯୋଗ: ପୂର୍ବରୁ ବିବାହ କରିଥିଲେ ମଦୁଆ ବର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହା ବେଦିରେ ତାଣ୍ଡବ କରି ଥାନାରେ ବିବାହ କରିବାର ୨୪ ଘଣ୍ଟା ନପୂରୁଣୁ ମଦ୍ୟପ ଯୁବକଙ୍କ ନାଁରେ ଆସିଛି ଆଉ ଏକ ଅଭିଯୋଗ।
ବାହା ବେଦିରୁ ଉଠି ଥାନାରେ ବିବାହ କରିଥିବା...
କାଶ୍ମିର ଛାତ୍ର ନିଖୋଜ ମାମଲା: ତୁରନ୍ତ ପଦକ୍ଷେପ ନେବାକୁ ନବୀନଙ୍କୁ ମୁଫତିଙ୍କ ଅନୁରୋଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଏମ୍ସରୁ କାଶ୍ମିର ଛାତ୍ର ସୋହେଲ ଅଜାଜ୍ ନିଖୋଜ ଘଟଣାର ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ଜାମ୍ମୁ ଓ କାଶ୍ମିର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଅନୁରୋଧ।
ଭୁବନେଶ୍ୱର ଏମ୍ସର ଡାକ୍ତରୀ ଛାତ୍ର...
ବିଧାୟିକା ଭାବେ ଶପଥ ନେଲେ ରିତା ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ବିଧାୟିକା ଭାବେ ଶପଥ ନେଇଛନ୍ତି ରିତା ସାହୁ। ଫଳରେ ବିଧାନସଭାରେ ବିଜେଡି ବିଧାୟକଙ୍କ ସଂଖ୍ୟା ବୃଦ୍ଧି ପାଇ ୧୧୮ରେ ପହଞ୍ଚିଛି।
ବିଜେପୁରର ବିଧାୟିକା ଭାବେ ଶପଥ ନେଇଛନ୍ତି ନବନିର୍ବାଚିତ ରିତା ସାହୁ। ବିଧାନସଭାରେ...
ପାର୍ସଲ ବୋମା ବିସ୍ଫୋରଣରେ ଟୁଇଷ୍ଟ: ନିର୍ବନ୍ଧ ପୂର୍ବରୁ ଫୋନରେ ଆସିଥିଲା ଧମକ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାର୍ସଲ ବୋମା ବିସ୍ଫୋରଣରେ ପାଟଣାଗଡ଼ର ନବବିବାହିତ ଦମ୍ପତ୍ତିଙ୍କ ସୁନାର ସଂସାର ଉଜୁଡ଼ି ଯାଇଛି। ବୋମା କେଉଁଠୁ ଏବଂ କିଏ ପଠାଇଲା ତାକୁ ନେଇ ପୋଲିସ ଖୋଳତାଡ଼ କରୁଥିବା ବେଳେ ସୋମବାର ଏକ...
ଥାନାରେ ବାହା ହେଲେ ମଙ୍ଗୁଳା କନ୍ୟା, ସାମାଜିକ ଚାପ ଆଗରେ ମୁଣ୍ଡ ନୁଆଁଇଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଦୁଆ ବରକୁ ଛି କରି ଦେଇଥିବା ଟାଙ୍ଗରପାଲି ଅଞ୍ଚଳର ମଙ୍ଗୁଳା କନ୍ୟା ଶେଷରେ ସାମାଜିକ ଚାପ ଆଗରେ ମୁଣ୍ଡ ନୁଆଁଇଛନ୍ତି। ଟାଙ୍ଗରପାଲି ଥାନାରେ ସୋମବାର ରାତିରେ କେତେକ ସାମାଜିକ କର୍ମୀ ଏବଂ...
ପାଉଁଶ ତଳର ନିଆଁ ପୁସ୍ତକ ଲୋକାର୍ପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: କବିତୀର୍ଥ ଶାନ୍ତିକାନନଠାରେ ଫକିରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଦୀପକ ବୋଷଙ୍କର ‘ପାଉଁଶ ତଳର ନିଆଁ’ ଶୀର୍ଷକ ଏକ ସ୍ମୃତିକଥା ସମ୍ବଳିତ ଗ୍ରନ୍ଥ ଲୋକାର୍ପିତ ହୋଇଛି। ପରିଷଦର ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ...
ଓଡ଼ିଶାରେ ତ୍ରିପୁରାର ପୁନରାବୃତ୍ତି ହେବ?
ଓଡ଼ିଶାଲାଇଭ୍ ବ୍ୟୁରୋ
୨୫ ବର୍ଷ ପରେ ତ୍ରିପୁରା ଦଖଲ କରିଥିବା ବିଜେପି ଏବେ ୧୮ ବର୍ଷର ନବୀନ ସରକାର ଉପରେ ଆଖି ପକାଇଛି। ତ୍ରିପୁରା ଭଳି ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି...
ଜନ୍ମଦିନରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି: ବିଜୁ ସ୍ମାରକୀ ଡାକ ଟିକଟ ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=EV1LGShjbTQ]
ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ବିକାଶର ମୂଳଦୁଆ ପକାଇଥିଲେ ବିଜୁବାବୁ: ମୁଖ୍ୟମନ୍ତ୍ରୀ
ଜୟଦେବ ଭବନ ପରିସରରେ ନୂଆ କୋଠା ଉଦଘାଟନ କଲେ ନବୀନ
ନୂଆ କୋଠାର...
କୃଷ୍ଣ କୁମାର ମହାନ୍ତି ପାଇଲେ ନୀହାରକନ୍ୟା କବିତା ସମ୍ମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ଶିଙ୍ଗାଖୁଣ୍ଟାସ୍ଥିତ ନୂଆଗାଁଠାରେ ନୀହାରକନ୍ୟା ସାହିତ୍ୟ ସଂସଦର ବିଂଶତିତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କବି କୃଷ୍ଣ କୁମାର ମହାନ୍ତିଙ୍କୁ ‘ନୀହାରକନ୍ୟା ରମାମଣି ପାତ୍ର କବିତା ସମ୍ମାନ’ରେ ସମ୍ମାନିତ...





















