ବାଲେଶ୍ୱରରେ ଖୋଲିଲା ‘ନିଟକୋ ଲୁକ୍’ ଟାଇଲ୍ ସୋରୁମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱର: ଓଟି ରୋଡର ତେଲେଙ୍ଗା ସାହିରେ ବିଜି ଆସୋସିଏଟ୍ସର ‘ନିଟ୍‌କୋ ଲୁକ୍’ ଟାଇଲ୍ ସୋରୁମ୍ ଉଦଘାଟିତ ହୋଇଯାଇଛି। ଏହି ସୋରୁମକୁ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଉଦଘାଟନ କରିଛନ୍ତି। ଅଭିନେତା ସାତ୍ୟକି ମିଶ୍ର...

ଫକିର ମୋହନ କଲେଜରେ ନୂତନ ଶ୍ରେଣୀ ଗୃହର ଶିଳାନ୍ୟାସ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର: ବାଲେଶ୍ୱର ଫକିରମୋହନ କଲେଜର ଖେଳ ପଡ଼ିଆର ଉନ୍ନତିକରଣ, ନୂତନ ଶ୍ରେଣୀ ଗୃହ ଓ ବାଳିକା ସାଧାରଣ ପ୍ରକୋଷ୍ଠର ଶିଳାନ୍ୟାସ କରିଛନ୍ତି ଓଡ଼ିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ। ଖେଳପଡ଼ିଆର ଉନ୍ନତିକରଣ...

ଲିଙ୍ଗରାଜ ମନ୍ଦିରରେ ରବିନା ଟଣ୍ଡନ ଦେଉଥିଲେ ବ୍ୟୁଟି ଟିପ୍ସ: ଥାନାରେ ଏତଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଡ଼ୁଆରେ ପଡ଼ିଛନ୍ତି ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ। ଲିଙ୍ଗରାଜ ମନ୍ଦିରର 'ନୋ କ୍ୟାମେରା ଜୋନ୍‌'ରେ ମୋବାଇଲ ସୁଟିଂ କରିବା ମହଙ୍ଗା ପଡ଼ିଛି। ଏନେଇ ମନ୍ଦିର ପ୍ରଶାସନ ରବିନାଙ୍କ ନାଁରେ ଲିଙ୍ଗରାଜ ଥାନାରେ...

ଷ୍ଟାଣ୍ଡିଂ କମିଟିରୁ ବୈଜୟନ୍ତଙ୍କୁ ହଟାଇବା ପାଇଁ ଚିଠି ଲେଖିଲେ ଭର୍ତ୍ତୃହରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଲେଖିଲେ ଚିଠି ଲୋକସଭାରେ ବୈଜୟନ୍ତଙ୍କ ସିଟ୍ ଅଲଗା କରାଯାଉ ବିଜେଡି ସାଂସଦଙ୍କ ସହ ସେ ବସିପାରିବେନି...

ମଦୁଆ ବରକୁ ପୁଣି ବାନ୍ଧିଲା ପୋଲିସ: ପ୍ରଥମ ସ୍ତ୍ରୀକୁ ଲୁଚାଇ ଦ୍ୱିତୀୟ ବିବାହ କରୁଥିଲେ ଶଙ୍କର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦ୍ୱିତୀୟ ବାହାଘର ଆଶା ମଉଳିଲା ପ୍ରଥମ ସ୍ତ୍ରୀ ଅଭିଯୋଗରେ ପୋଲିସ ନେଲା କାର୍ଯ୍ୟାନୁଷ୍ଠାନ ଜେଲ୍‌ ଗଲେ ଦୁଇ ଭାଇ ଶଙ୍କର ପଣ୍ଡା ଓ ସୁଦାମ ପଣ୍ଡା ବାହାଘରକୁ ନେଇ ହାଇଭୋଲଟେଜ ଡ୍ରାମା।...

ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଅଟକ ଯୁବକର ପଲିଗ୍ରାଫ୍ ଟେଷ୍ଟ କରିପାରେ ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୌଦ୍ଧ ଅଞ୍ଚଳର ଜଣେ ଯୁବକ ଅଟକ ଅଟକ ଯୁବକର ସ୍ୱାସ୍ଥ୍ୟ ପରୀକ୍ଷା ପଲିଗ୍ରାଫ ଟେଷ୍ଟ ସମ୍ଭାବନା କ୍ରାଇମବ୍ରାଞ୍ଚ ପକ୍ଷରୁ ଆଡଭାଇଜରି ଜାରି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଦିନକୁ ଦିନ...

ଏପ୍ରିଲ ୩ରେ ତିନି ଏନଏସିରେ ଭୋଟ୍: ଲାଗୁ ହେଲା ଆଚରଣ ବିଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ହିନ୍ଦୋଳ-ଅତାବିରା-ନୂଆପଡ଼ା ଏନଏସି ପାଇଁ ବାଜିଲା ବିଗୁଲ୍ ମାର୍ଚ୍ଚ ୧୭ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ଦାଖଲ ୧୯ରେ ପ୍ରାର୍ଥିପତ୍ର ଯାଞ୍ଚ ଏପ୍ରିଲ ୫ରେ ଭୋଟ ଗଣତି ୨୦୧୩ରେ ତିନି ଏନଏସିକୁ କବ୍‌ଜା...

ଦିଲ୍ଲୀରେ କୁନ୍ଦୁଲି ତାତି: ସଂସଦ ମାର୍ଗରେ କଂଗ୍ରେସ ନେତାଙ୍କ ଧାରଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଦିଲ୍ଲୀରେ କଂଗ୍ରେସ ନେତା ଓ ପୀଡ଼ିତାଙ୍କ ପରିବାରବର୍ଗ ଧାରଣାରେ ବସିଛନ୍ତି। ସିବିଆଇ ତଦନ୍ତ ଦାବି କରିଛନ୍ତି। ଦିଲ୍ଲୀରେ ଦେଖିବାକୁ ମିଳିଛି କୁନ୍ଦୁଲି ତାତି। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ...

ରାଜ୍ୟସଭା ଟିକେଟ ପାଇଁ ଲବି ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭା ପ୍ରାର୍ଥୀତ୍ଵକୁ ନେଇ ପ୍ରକାଶ ପାଇଛି ଅନେକ କଳ୍ପନାଜଳ୍ପନା। ପ୍ରକୃତରେ କାହା ମୁଣ୍ଡରେ ହାତୀ କଳସ ଢାଳିବ ସେ କଥା ନିର୍ଭର କରେ ଦଳର ସଭାପତି ନବୀନଙ୍କ ଉପରେ। ଆସନ୍ତା ମାସରେ ଖାଲିପଡ଼ୁଥିବା...

ଆଉ ଏକ ଅଭିଯୋଗ: ପୂର୍ବରୁ ବିବାହ କରିଥିଲେ ମଦୁଆ ବର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାହା ବେଦିରେ ତାଣ୍ଡବ କରି ଥାନାରେ ବିବାହ କରିବାର ୨୪ ଘଣ୍ଟା ନପୂରୁଣୁ ମଦ୍ୟପ ଯୁବକଙ୍କ ନାଁରେ ଆସିଛି ଆଉ ଏକ ଅଭିଯୋଗ। ବାହା ବେଦିରୁ ଉଠି ଥାନାରେ ବିବାହ କରିଥିବା...