ଗଣିଆ ବନାଞ୍ଚଳ କାଦୁଆ ଗାଁରୁ କଲରା ପତରିଆ ବାଘ ଉଦ୍ଧାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ ଜିଲ୍ଲା ଗଣିଆ ବନାଞ୍ଚଳର କାଦୁଆ ଗାଁରୁ ଗୁରୁବାର ସକାଳେ ଗୋଟିଏ କଲରାପତରିଆ ବାଘ ଛୁଆ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ବାଘ ଛୁଆର ବୟସ ୬ ମାସ ବୋଲି ବନ...

ମିଳିଲାନି ରାଜ୍ୟସଭା ଟିକେଟ: ଅସନ୍ତୋଷ ପ୍ରକାଶ କଲେ ଜ୍ୟୋତି ପାଣିଗ୍ରାହୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭା ପ୍ରାର୍ଥୀ ଘୋଷଣା ହେବାର ଦିନକ ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ନେତ୍ରୀ ଜ୍ୟୋତି ପାଣିଗ୍ରାହୀ। ତାଙ୍କୁ ରାଜ୍ୟସଭା ଟିକେଟ ନମିଳିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ମାର୍ଚ୍ଚ ୨୩ରେ ରାଜ୍ୟସଭା...

ସରିଲା ମାଟ୍ରିକ ପରୀକ୍ଷା: ମେ ୫ରେ ରେଜଲ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବହୁ ଅନିୟମିତତା ଭିତରେ ଶେଷ ହୋଇଛି ମାଟ୍ରିକ ପରୀକ୍ଷା। ଏବେ ରେଜଲ୍ଟ ଉପରେ ସମସ୍ତଙ୍କ ନଜର। ଗୁରୁବାର ଶେଷ ହୋଇଛି ମାଟ୍ରିକ ପରୀକ୍ଷା। ଶେଷ ଦିନରେ ପରୀକ୍ଷା ଦେଇ ପିଲା ଖୁସି ମନାଇଛନ୍ତି।...

ସବୁଠି ନାରୀର ଜୟ ଜୟକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମେ ସ୍ୱାଧୀନ, କିନ୍ତୁ ଆମେ ସ୍ୱେଚ୍ଛାଚାରୀ ନୋହୁଁ।… ଆମକୁ କାହାର ଦୟାର ଆବଶ୍ୟକତା ନାହିଁ।…  'ସଂରକ୍ଷଣ ଅଧିକାର' ନୁହେଁ ବରଂ ଆମକୁ ମିଳିବା ଦରକାର 'ଆମ ଅଧିକାର' ।… ୫୦-୫୦ ପୃଥିବୀର...

ବିଜେଡିର ରାଜ୍ୟସଭା ପ୍ରାର୍ଥୀ ହେଲେ ସୌମ୍ୟ-ଅଚ୍ୟୁତ-ପ୍ରଶାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ସୌମ୍ୟ ରଞ୍ଜନ ପଟ୍ଟନାୟକ, ଡକ୍ଟର ଅଚ୍ୟୁତ ସାମନ୍ତ ଏବଂ ପ୍ରଶାନ୍ତ ନନ୍ଦ ରାଜ୍ୟସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି।...

ଡି-ବ୍ରଦର୍ସ ଲିଙ୍କ୍: କଟକର ବିଜେଡି କର୍ପୋରେଟର ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧଳ ସାମନ୍ତ ବ୍ରଦର୍ସ ଲିଙ୍କ୍ ଅଭିଯୋଗରେ ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି। ରଞ୍ଜିତା କଟକ ମହାନଗର ନିଗମ ୭ ନମ୍ବର ୱାର୍ଡର କର୍ପୋରେଟର ଅଛନ୍ତି। ଧଳ...

ନବୀନଙ୍କ ଗୁଗୁଲି: ସୌମ୍ୟଙ୍କୁ ନେଇ ଚାଲିଥିଲା ଚର୍ଚ୍ଚା, ଅଚ୍ୟୁତ ସାମନ୍ତ ଦେଲେ ଚକମା

ଓଡ଼ିଶାଲାଇଭ୍‌ ପ୍ରମୁଖ ପ୍ରତିନିଧି [youtube https://www.youtube.com/watch?v=videoseries?list=PLRwRfEe-_gkDjnuPmc_BnmKfp89_p3min] ବିଜେଡିରେ ମିଶିଲେ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ଓଡ଼ିଶାର ସ୍ଵାର୍ଥ, ସ୍ଵାଭିମାନ ଓ ବିକାଶ ପାଇଁ ମିଶିଲି: ସୌମ୍ୟରଞ୍ଜନ ମୁଖ୍ୟମନ୍ତ୍ରୀଙ୍କ ସାମାଜିକ ପ୍ରତିବଦ୍ଧତା ମୋତେ ଆକର୍ଷିତ...

ଓଡ଼ିଶାର ସ୍ଵାର୍ଥ, ସ୍ଵାଭିମାନ ଓ ବିକାଶ ପାଇଁ ବିଜେଡିରେ ମିଶିଲି: ସୌମ୍ୟରଞ୍ଜନ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=videoseries?list=PLRwRfEe-_gkDjnuPmc_BnmKfp89_p3min] ବିଜେଡିରେ ମିଶିଲେ ସୌମ୍ୟରଞ୍ଜନ ପଟ୍ଟନାୟକ ସୌମ୍ୟଙ୍କ ଆମ ଓଡ଼ିଶା ପାର୍ଟି ହେଲା ବିଲୀନ ସୌମ୍ୟଙ୍କୁ ମିଳିପାରେ ରାଜ୍ୟସଭା ପୁରସ୍କାର ରାଜ୍ୟସଭା ସମ୍ପର୍କରେ ଘୋଷଣା ସନ୍ଧ୍ୟା ୫ଟା: ନବୀନ ସୌମ୍ୟଙ୍କ...

ବିଜେଡି ସମ୍ବାଦ: ‘ଆମ ଓଡ଼ିଶା’ ବିଲୀନ, ଶଙ୍ଖ ଧରିଲେ ସୌମ୍ୟରଞ୍ଜନ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=videoseries?list=PLRwRfEe-_gkDjnuPmc_BnmKfp89_p3min] ବରିଷ୍ଠ ସାମ୍ବାଦିକ, ‘ସମ୍ବାଦ’ର ସମ୍ପାଦକ ତଥା ‘ଆମ ଓଡ଼ିଶା’ ପାର୍ଟିର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ରାଜ୍ୟ ରାଜନୀତି ପାଇଁ ଏକ ରୋଚକ ଖବର। ଗତ...

ମାର୍ଚ୍ଚ ୯ ରୁ ନୂଆଦିଲ୍ଲୀଠାରେ ଓଡ଼ିଶା ପର୍ବ – ୨୦୧୮

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ସଂସ୍କୃତି ଓ ଓଡିଆ ସମାଜର ଗୌରବମୟ ଗାଥାକୁ ଜାତୀୟ ସ୍ତରରେ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀରେ ମାର୍ଚ୍ଚ ୯ରୁ ଓଡ଼ିଶା ପର୍ବ-୨୦୧୮ ଅନୁଷ୍ଠିତ ହେବାକୁ ଯାଉଛି। ଏହା ୧୧...