ଶିଶୁମେଳା ଟୁମ୍ପୁଲୁ ଟୁମ୍ପା-୨୦୧୭: ୯ ଜଣଙ୍କୁ ମିଳିଲା ଶ୍ରେଷ୍ଠ କୁନି ଚିତ୍ରକର ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲିପାଟଣା ବ୍ଲକ୍ର ବିଶ୍ୱନାଥପୁର ଗାଁରେ ଆୟୋଜିତ ହୋଇଯାଇଛି ଟୁମ୍ପୁଲୁ ଟୁମ୍ପା ୨୦୧୭। ଏଥିରେ ବାଲିପାଟଣା ଓ ବାଲିଅନ୍ତା ବ୍ଲକର ୩୦ଟି ସ୍କୁଲର ପ୍ରାୟ ୪୦୦ରୁ ଅଧିକ ପିଲା ଭାଗ ନେଇଥିଲେ। କୁନିକୁନି...
ଘରେ ପଶିଗଲା କୁମ୍ଭୀର, ଅଳ୍ପକେ ବର୍ତ୍ତିଲା ୪ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ବିଳମ୍ବିତ ରାତିରେ ମାଲକାନଗିରି ମୁନ୍ତା ଗାଁରେ ଜଣକ ଘରେ ପଶିଗଲା ବିଶାଳକାୟ କୁମ୍ଭୀର। ଫଳରେ ୪ଟି ଜୀବନ ଅଳ୍ପକେ ବର୍ତ୍ତିଯାଇଛି। କୁମ୍ଭୀରକୁ ଲୋକେ ଗଛରେ ବାନ୍ଧି ରଖିଛନ୍ତି।
ମାଲକାନଗିରି ମୁନ୍ତା ଗାଁରେ...
ଗୋଲକଙ୍କୁ ଜେରା କଲା ଛତ୍ରପୁର ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୬୧ ଧାରରେ ବୟାନ ରେକର୍ଡ ପରେ ଗୋଲକଙ୍କୁ ଛାଡ଼ିଲା ପୋଲିସ
୪୦ ଜଣିଆ ଟିମ୍କୁ ନେଇ ଛତ୍ରପୁରରେ ହାଜର ହୋଇଥିଲେ ଗୋଲକ
ଗୋଲକଙ୍କ ଗିରଫ ଦାବିରେ ବିଜେଡିର ପୁଣି ବିକ୍ଷୋଭ
ବିଜେପି...
ସରିନି ଲଢ଼େଇ- ସନ୍ନ୍ୟାସ ବେହେରାଙ୍କ ସଂଘର୍ଷର କାହାଣୀ
ଅନୁଜ ଦାସ
ଭିନ୍ନକ୍ଷମ ଓ ଅସହାୟଙ୍କ ପାଇଁ ସନ୍ନ୍ୟାସ ବେହେରା ମାତ୍ର ୧୧ ବର୍ଷ ବୟସରୁ ଆରମ୍ଭ କରିଥିବା ଲଢ଼େଇ ଶେଷ ହୋଇନି। ନ୍ୟାୟ ପାଇଁ ଏବେ ବି ସନ୍ନ୍ୟାସଙ୍କ ଘର ଆଗରେ ଭିଡ଼...
‘ପୋଚିଂ’ରେ ଧର୍ମେନ୍ଦ୍ର ଆଗୁଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପକ୍ଷୀ ଶିକାର, ହାତୀ ଶିକାର କଥା ଆମେ ସମସ୍ତେ ଖବରକାଗଜରେ ପଢିଥାଉ। ଏବେ କିନ୍ତୁ ରାଜ୍ୟରେ ଆଉ ଏକ ଶିକାର ଜୋରସୋର ଚାଲିଛି। ତାହା ହେଉଛି ନେତା ଶିକାର। ଏହି ଶିକାର...
ଖୋଲିଲା ଶିମିଳିପାଳ: ପର୍ଯ୍ୟଟକଙ୍କୁ ସ୍ୱାଗତ କଲେ କର୍ତ୍ତୃପକ୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଜିଠୁ ଖୋଲିଛି ବିଶ୍ୱପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ। ପ୍ରଥମ ଦିନରେ ଅଭୟାରଣ୍ୟ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କୁ ଫୁଲଦେଇ ସ୍ୱାଗତ କରିଛନ୍ତି। ପ୍ରଥମ ଦିନରେ ଆସାମ ଓ ପଶ୍ଚିମବଙ୍ଗର କିଛି...
ଆଇପିଏସ୍ ସ୍ତରରେ ଅଦଳ ବଦଳ: ହୋମଗାର୍ଡ ଓ ଅଗ୍ନିଶମ ଡିଜି ହେଲେ ବି କେ ଶର୍ମା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏସ୍ ସ୍ତରରେ ଆଜି ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ବିଜୟ କୁମାର ଶର୍ମା ହୋମଗାର୍ଡ ଓ ଅଗ୍ନିଶମ ବିଭାଗର ଡିଜି ହୋଇଥିବା ବେଳେ ଦେବାଶିଷ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ...
ସହି ହେଲାନି ପୋକ ଦାଉ: ଜମିରେ ନିଆଁ ଲଗାଇଦେଲେ ଚାଷୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚକଡା ପୋକ ଛଡ଼ାଇ ନେଲା ବର୍ଷକର ଆହାର। ପ୍ରଶାସନ ନଶୁଣିବାରୁ ଚାଷୀ ନିଜ ହାତରେ ଉଜାଡ଼ି ଦେଇଛି ସୁନାର ଫସଲ। ପୋକ ପାଇଁ ବରଗଡ଼ ଜିଲ୍ଲାରେ ଜଳୁଛି ଏକର ଏକର ଚାଷ...
ରିମାଣ୍ଡରେ ଗଲେ କୃଷ୍ଣ-ଦୁର୍ଯ୍ୟୋଧନ, ଡିଜିଙ୍କୁ ଭେଟିଲା ବିଜେପି ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
୭ ଦିନିଆ ରିମାଣ୍ଡରେ ଗଲେ ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ
ପଲିଟିକାଲ୍ ଲିଙ୍କ୍ର ଖିଅ ଖୋଜିବ ପୋଲିସ
ପୋଲିସ ଡିଜିଙ୍କୁ ସ୍ମାରକପତ୍ର ଦେଲା ବିଜେପି
ସିବିଆଇ ତଦନ୍ତ ସହ ଗଞ୍ଜାମ...
ବେଜବରୁଆଙ୍କ ଘର ରକ୍ଷଣାବେକ୍ଷଣ କରିବେ ଓଡ଼ିଶା ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶିଷ୍ଟ ଅହମିୟା ସାହିତ୍ୟିକ ଲକ୍ଷ୍ମୀନାଥ ବେଜବରୁଆଙ୍କ ସମ୍ବଲପୁରସ୍ଥିତ ଘରର ରକ୍ଷଣାବେକ୍ଷଣ କରିବେ ଓଡ଼ିଶା ସରକାର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଆସାମ ସଂସ୍କୃତି ମନ୍ତ୍ରୀ ନବ କୁମାର...




















