ସିଲଭର୍ ସିଟିରୁ ସ୍ମାର୍ଟି ସିଟି: ମହାଅଷ୍ଟମୀରେ ଉଠୁଛି ପଡ଼ୁଛି ପୂଜାମଣ୍ଡପ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂଜାମଣ୍ଡପରେ ଚାଲିଛି ମହାମାୟୀଙ୍କ ମହାଅଷ୍ଟମୀ ପୂଜା। ଏହାକୁ ନେଇ ସିଲଭରସିଟି କଟକରୁ ସ୍ମାର୍ଟସିଟି ଭୁବନେଶ୍ୱର ଉଠୁଛି ପଡ଼ୁଛି। ଶ୍ରଦ୍ଧାଳୁମାନେ ମହା ଅଷ୍ଟମୀରେ ମା’ଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜାମଣ୍ଡପରେ ଭିଡ଼ ଲଗାଇଛନ୍ତି।...
କେନ୍ଦୁଝରରେ ଅଘଟଣ: ବଡ଼ ଘାଗରା ଯିବା ରାସ୍ତାରେ ନାବାଳିକାଙ୍କୁ ଗଣ ବଳାତ୍କାର
ଓଡିଶାଲାଇଭ୍ ବ୍ୟୁରୋ
ପାର୍ବଣକୁ ନେଇ ସାରା ରାଜ୍ୟରେ ଉତ୍ସବର ମାହୋଲ ଦେଖାଦେଇଛି। ଆଉ ଏତିକି ବେଳେ କେନ୍ଦୁଝର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ଗଣବଳାତ୍କାର କରାଯାଇଥିବା...
ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ନବୀନ: ଅଧାରେ ଅଟକିଥିବା ପ୍ରକଳ୍ପ ଶେଷ କରିବାକୁ ଦାବି ଜଣାଇଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ଅସମ୍ପୂର୍ଣ୍ଣ ପ୍ରକଳ୍ପ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି ନବୀନ। ସେହିପରି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ...
ନିଆରା ‘ନବରାତ୍ରି’ ପୂଜା: ମହାନବମୀରେ ‘ଦାଣ୍ଡିଆ’ ତାଳରେ ଝୁମିବେ କିନ୍ନର
ଓଡିଶାଲାଇଭ୍ ବ୍ୟୁରୋ
ଦୁର୍ଗା ପୂଜାକୁ ନେଇ ଭୁବନେଶ୍ୱରରେ ଉତ୍ସବର ମାହୋଲ। ଆଉ ଏହାକୁ ଅଧିକ ରଙ୍ଗିନ କରିଛି 'କିନ୍ନର'ମାନଙ୍କ ନିଆରା 'ନବରାତ୍ରି' ପୂଜା। ୭ ଦିନ ହେଲା ମା' ନବଦୁର୍ଗାଙ୍କୁ ଆରାଧନା କରିବା...
ମହାସପ୍ତମୀର ଧୁମ୍: ଝଲସୁଛି ପୂଜା ମଣ୍ଡପ, ମନମୋହୁଛି ଆକର୍ଷଣୀୟ ତୋରଣ
ଓଡିଶାଲାଇଭ୍ ବ୍ୟୁରୋ
ସପ୍ତମୀ ପୂଜାରୁ ଆରମ୍ଭ ହୋଇଛି ଭିଡ଼। ବିଭିନ୍ନ ପୂଜା ମଣ୍ଡପ ନିକଟରେ ଜମିଛି ଗହଳି। କିଏ କଟକରେ ମା'ଙ୍କ ସୁନା, ଚାନ୍ଦି ମେଢ଼ ଦେଖି ବିଭୋର ହୋଇଯାଉଛି ତ ପୁଣି କିଏ...
ଆଇ ଏମ୍ କୁଦ୍ଦୁସିଙ୍କୁ ମିଳିଲା ଜାମିନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଆଇ ଏମ୍ କୁଦ୍ଦୁସିଙ୍କୁ ମିଳିଲା ଜାମିନ୍। ଦିଲ୍ଲୀର ତିସ୍ ହଜାରୀ କୋର୍ଟରୁ ତାଙ୍କୁ ଜାମିନ୍ ମିଳିଛି। ଲକ୍ଷେ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ କୋର୍ଟ...
ଓଡ଼ିଶା ପାଳିଲା ବିଶ୍ୱ ପର୍ଯ୍ୟଟନ ଦିବସ: ପାରମ୍ପରିକ ବାଦ୍ୟ, ନୃତ୍ୟରେ କମ୍ପିଲା ରାଜଧାନୀ ରାସ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱ ପର୍ଯ୍ୟଟନ ଦିବସକୁ ବୁଧବାର ଓଡ଼ିଶା ପର୍ଯ୍ୟଟନ ବିଭାଗ ବଡ ଜାକଜମକରେ ପାଳନ କରିଛି। ଓଡ଼ିଶା ପର୍ଯ୍ୟଟନକୁ ସମୃଦ୍ଧ କରିଥିବା ଆଦିବାସୀ ନୃତ୍ୟ, ପାଇକ ନୃତ୍ୟ ଓ ପାରମ୍ପରିକ ବାଦ୍ୟର ଝଲକ...
ଷ୍ଟିଲ୍ ସିଟି ରାଉରକେଲାରେ ଡବଲ ମର୍ଡର: ବନ୍ଦ ଘରୁ ମିଳିଲା ମାଇଁ-ଭାଣିଜୀଙ୍କ ମୃତଦେହ
ଓଡିଶାଲାଇଭ୍ ବ୍ୟୁରୋ
ଷ୍ଟିଲ ସିଟି ରାଉରକେଲାରେ ଘଟିଛି ଡବଲ ମର୍ଡର। ବନ୍ଦ ଘରୁ ଉଦ୍ଧାର ହୋଇଛି ୨ ମହିଳାଙ୍କ ମୃତଦେହ। ମୃତ ମହିଳା ଦୁଇଜଣ ହେଲେ ଇଷ୍ଟର ଲେଙ୍କା ଓ ମଧୁସ୍ମିତା ସାହୁ। ଉଭୟ...
ବାଣୀବିହାରରୁ ଉଠିଲା ସାଇନ୍-ଏ-ଡାଏ: ପୂଜା ଛୁଟି ପରେ ପାଠପଢ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଣୀବିହାରରୁ ଉଠିଲା ସାଇନ୍-ଏ-ଡାଏ। ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଙ୍ଗଳବାର ନେଇଛନ୍ତି ଏହି ନିଷ୍ପତ୍ତି। ତେବେ ପୂଜା ଛୁଟି ପରେ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
କ୍ୟାମ୍ପସ୍ରେ ସ୍ୱାଭାବିକ ସ୍ଥିତି...
ଯୌନଶୋଷଣ ମାମଲାର ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରାଯାଉ: କୈଳାସ ସତ୍ୟାର୍ଥୀ
ଓଡିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=A3MjP4FsioQ]
ଶିଶୁ ଯୌନ ଉତ୍ପୀଡ଼ନ ଓ ଚାଲାଣ ବିରୋଧରେ ସଚେତନତା ସୃଷ୍ଟି ଲାଗି ଦେଶବ୍ୟାପୀ ଭାରତଯାତ୍ରା ଅଭିଯାନ ଆରମ୍ଭ ହୋଇଛି। ବିଶିଷ୍ଟ ଶିଶୁ ଅଧିକାର କର୍ମୀ ତଥା ନୋବେଲ ପୁରସ୍କାର ବିଜେତା...





















