ଡେଙ୍ଗୁଠାରୁ କେମିତି ରହିବେ ସତର୍କ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=7uVz2mW-XoA
ଡେଙ୍ଗୁ ହେଉଛି ଏକ ଭାଇରାଲ୍ ରୋଗ ଯାହା ଏଡିସ୍ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ଏହି ମଶାମାନେ ଦିନରେ କାମୁଡ଼ନ୍ତି।
ତେବେ ଡେଙ୍ଗୁ ରୋଗର ଲକ୍ଷଣ କ’ଣ, ଡେଙ୍ଗୁ ହେଲେ କ’ଣ...
ବାଲେଶ୍ଵର: ସାଉଁ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଉପଲକ୍ଷେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତ ସାଉଁ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଉପଲକ୍ଷେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ଏହି...
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଋତୁସ୍ରାବ ପରିଚ୍ଛନ୍ନତା ଉପରେ ଜନସ୍ୱାସ୍ଥ୍ୟ କର୍ମଶାଳା ‘ଚାଲ ପିରିୟଡ୍ସ ବିଷୟରେ କଥାହେବା’
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁର): ଆସନ୍ତାକାଲିର ସମୟକୁ ଉଚିତ ରୂପଦେବାରେ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ମହିଳାମାନଙ୍କ ମାସିକ ଋତୁସ୍ରାବ ବା ପିରିୟଡ୍ସ ପରିପ୍ରେକ୍ଷୀରେ ପୃଥିବୀରେ ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ ଯୁବପିଢ଼ି...
“ଲାଜ ଛାଡ଼ିବା, ଚାଲ ପିରିୟଡ୍ସ ବିଷୟରେ ଖୋଲି କଥା ହେବା”
ପ୍ରଣତି ପରିଡ଼ା
“Let’s Talk Periods – ଏହା କେବଳ ତିନୋଟି ଶବ୍ଦ ନୁହେଁ। ଏହି ଖଣ୍ଡବାକ୍ୟ ଭିତରେ ଅସଲରେ ରହିଛି ସଚେତନତାର ଏକ ଗୂଢ଼ ବାର୍ତ୍ତା। ଏହି ବାର୍ତ୍ତା କେବଳ କିଶୋରୀ ବାଳିକା...
ଶ୍ରୀକ୍ଷେତ୍ରରେ ରଥଯାତ୍ରା ପରମ୍ପରା
ଡକ୍ଟର ବିଶ୍ୱରଞ୍ଜନ ଦାସ
ରଥ ଏକ ଚଳନ୍ତି ଦେଉଳ। ବେଦିକ ଶାସ୍ତ୍ରାନୁଯାୟୀ- “ଆତ୍ମାନୁରଥୀନ ବିଦ୍ଧି ଶରୀର ରଥମେବତୁ”। ଶରୀର ଯେପରି କେତେଗୁଡ଼ିଏ ନାଡ଼ି ଦ୍ୱାରା ଆବଦ୍ଧ, ମହାପ୍ରଭୁଙ୍କ ରଥ ସେହିପରି ଅର, ନାଭି, ଚକ୍ର...
ଚାଲ ପିରିୟଡ୍ସ ବିଷୟରେ କଥା ହେବା
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=rr4V6yPwzlc
ମାସିକ ଋତୁସ୍ରାବ ବା ପିରିୟଡ୍ସ ଜଣେ କିଶୋରୀ ଓ ନାରୀ ଜୀବନର ଏକ ପ୍ରାକୃତିକ ତଥା ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଏହାକୁ ନେଇ ଏବେ ବି ମହିଳାଙ୍କ ଭିତରେ ଲାଜ...
ସିଂହଦ୍ଵାରରୁ ଅଳ୍ପ ବାଟ ଯାଇ ଅଟକିଲା ନନ୍ଦିଘୋଷ ରଥ, କାଲି ମାଉସୀ ମା’ ଘର ଯିବେ କାଳିଆ ସାଆନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛନ୍ତି ବଡ଼ଠାକୁର। ଆଗେ ଆଗେ ଚାଲିଛନ୍ତି ଭାଇଭଉଣୀ ପଛରେ ନନ୍ଦିଘୋଷ ରଥରେ ବସି ଯାଉନ୍ତି କାଳିଆ...
ପବିତ୍ର ରଥଯାତ୍ରାରେ ସଂଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ କଣ୍ଠରେ ଶୁଣନ୍ତୁ ‘ମନ ଭ୍ରମରା ରେ…’
ଓଡ଼ିଶାଲାଇଭ୍ ବ୍ୟୁରୋ
https://youtu.be/ClrSJPLxupQ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଅନେକ ସଂଗୀତ, ଭଜନ ଓ ଜଣାଣ ରଚନା କରାଯାଇଛି। ସେଥିମଧ୍ୟରୁ ‘ମନ ଭ୍ରମରା ରେ…’ ଓଡ଼ିଆ ଲୋକପ୍ରିୟ ସଂଗୀତ ଶ୍ରୋତାଙ୍କ ମଧ୍ୟରେ ବେଶ ଆଦ୍ରୁତି ଲାଭ କରିଛି।
ପବିତ୍ର...
ଗଡ଼ିଲା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ବଡ଼ଦାଣ୍ଡରେ ଗଡ଼ିଛି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ। ହଜାର ହଜାର ମହିଳା ଭକ୍ତ ଦେବଦଳନ ରଥକୁ ଟାଣିବା ଆରମ୍ଭ କରିଛନ୍ତି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ...
ବଡ଼ଦାଣ୍ଡରେ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଛି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ। ଶ୍ରୀମନ୍ଦିର ସେବାୟତ ଓ ଲକ୍ଷ ଲକ୍ଷ ଭକ୍ତ ଭକ୍ତି ଭାବରେ ପ୍ରଭୁ ବଳଭଦ୍ରଙ୍କ ରଥକୁ...





















