ସୁଭଦ୍ରା ଅପଡେଟ୍: ଦ୍ଵିତୀୟ କିସ୍ତିରୁ ବାଦ୍ ପଡ଼ିଛନ୍ତି ୧ ଲକ୍ଷ ୮୩ ହଜାର ହିତାଧିକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁଭଦ୍ରା ଯୋଜନାକୁ ନେଇ ଆସିଲା ନୂଆ ସୂଚନା। ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତିରୁ ବାଦ ପଡ଼ିଛନ୍ତି ୧ ଲକ୍ଷ ୮୩ ହଜାର ୭୮୫ ଜଣ ହିତାଧିକାରୀ। ବିଧାନସଭାରେ ଏହି ସୂଚନା ଦେଇଛନ୍ତି...
ସ୍ଵେଚ୍ଛାକୃତ ଅବସର ନେଲେ ଆଇଏଏସ ସୁଜାତା କାର୍ତ୍ତିକେୟନ!
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ଵେଚ୍ଛାକୃତ ଭାବେ ଚାକିରିରୁ ଅବସର ନେଲେ ଆଇଏଏସ ସୁଜାତା କାର୍ତ୍ତିକେୟନ। ଚାକିରିରୁ ଆଗୁଆ ଅବସର ନେବା ପାଇଁ ସୁଜାତା କାର୍ତ୍ତିକେୟନ କେନ୍ଦ୍ର ନିକଟରେ ୧୫ ଦିନ ପୂର୍ବରୁ ଆବେଦନ କରିଥିଲେ। ତାଙ୍କ...
ଏପ୍ରିଲ ୧୨ରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଏପ୍ରିଲ ୧୨ ତାରିଖରେ ସେ ଭୁବନେଶ୍ୱରରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତାଙ୍କ ସହ ବୈଠକ କରିବେ। ଏଠାରେ ଦଳ...
କେମିତି ଦୂର ହେବ କୋଷ୍ଠକାଠିନ୍ୟ ସମସ୍ୟା?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=fpFllx80Awg
ମଳତ୍ୟାଗ ବେଳେ କଷ୍ଟ ହେବା, ଝାଡ଼ାରେ ରକ୍ତ ପଡ଼ିବା ଏବଂ ଝାଡ଼ା ସଫା ନ ହେବା, ଆଜିକାଲିର ଏକ ସାଧାରଣ ସମସ୍ୟା। ତେଲମସଲା ତଥା ଚର୍ବିଯୁକ୍ତ ଖାଦ୍ୟ ଅଧିକ ମାତ୍ରାରେ...
ଗୋପାଳ ଚନ୍ଦ୍ର ପଟ୍ଟନାୟକ: ‘ଓରେରା’ର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ କର୍ତ୍ତୃପକ୍ଷ (ଓରେରା)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଛନ୍ତି ଗୋପାଳ ଚନ୍ଦ୍ର ପଟ୍ଟନାୟକ। ଓରେରାର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ ହେବା ଯାଏଁ ସେ ଏହି ଦାୟିତ୍ଵରେ ରହିବେ। ଏନେଇ...
ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଶନିବାର ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଙ୍ଗରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ପରବେଶ ବର୍ମା ମଧ୍ୟ ଉପସ୍ଥିତ ଥିଲେ।
ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସିଂହଦ୍ଵାର...
ଗାଡ଼ିରେ ବସି ଯାତ୍ରା କଲାବେଳେ ବାନ୍ତି ହେଉଛି କି, ଜାଣନ୍ତୁ କାହିଁକି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=wOnaFyVVnYU
କିଛି ଲୋକଙ୍କର ଗାଡ଼ିରେ ବସି କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ ବାନ୍ତି ହୋଇଥାଏ। କେବଳ ବାନ୍ତି ନୁହେଁ, ମୁଣ୍ଡ ବିନ୍ଧିବା ଭଳି ଲକ୍ଷଣ ମଧ୍ୟ ଦେଖାଦିଏ। ଏହାକୁ ମୋସନ...
କେମିତି ଓଏଏସ୍ ପାଇଲେ ଅମ୍ରିତ ମହାପାତ୍ର?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=D2ARJ3mZLTc
ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷାରେ ସଫଳତ ହାସଲ କରିଛନ୍ତି ପୁରୀର ଅମ୍ରିତ ମହାପାତ୍ର। ପ୍ରଥମ ଚେଷ୍ଟାରେ ତାଙ୍କୁ ମିଳିଛି ଏହି ସଫଳତା। ୨୦୨୨ ମସିହା ଓସିଏସ ପରୀକ୍ଷାରେ ୪୬ ନମ୍ବର...
ପ୍ରଦୀପ କୁମାର ଜେନା: ‘ଓଇଆରସି’ର ନୂଆ ଅଧ୍ୟକ୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ରାଜ୍ୟ ସରକାର। ତାଙ୍କୁ ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ (ଓଇଆରସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।...
ଏବେଠୁ କଲବଲ କଲାଣି ଖରା, ଆଗକୁ ଆହୁରି ବଢ଼ିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେଠୁ ରାଜ୍ୟବାସୀଙ୍କୁ କଲବଲ କଲାଣି ଖରା। ଆଗକୁ ତାପମାତ୍ରା ଆହୁରି ବଢ଼ିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ହିଟ୍ ଓ୍ଵେଭ ପାଇଁ ଝାରସୁଗୁଡ଼ା ଏବଂ ସମ୍ବଲପୁର ଜିଲ୍ଲାକୁ ଶୁକ୍ରବାର...





















