ପ୍ରେରଣାର ଉତ୍ସ – ଦିବ୍ୟାଙ୍ଗ ଚିନ୍ମୟ

ସତ୍ୟବ୍ରତ ପାଢୀ ଅଦ୍ୟମ ଚେଷ୍ଟା ଓ ଦୃଢ଼ ଇଛାଶକ୍ତି ଫଳରେ ମଣିଷ ଅସମ୍ଭବକୁ ସମ୍ଭବ କରିପାରେ। ଏହାର ଏକ ଉଦାହରଣ ସାଜି ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛନ୍ତି ଯାଜପୁର ଜିଲ୍ଲା ସିମିଳିଆ ପଞ୍ଚାୟତର ବୁଢ଼ାଘାଟ...

ବିକ୍ରମ କେଶରୀ ଆରୁଖ ହେଲେ ନୂଆ ବାଚସ୍ପତି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ବାଚସ୍ପତି ଭାବେ ବିକ୍ରମ କେଶରୀ ଆରୁଖ ନିର୍ବାଚିତ ହୋଇଛନ୍ତି। ସୋମବାର, ଜୁନ ୧୩ ତାରିଖରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଧିବେଶନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ। ବାଚନିକ ଭୋଟ...

‘ହିଜାବ’ ମାମଲାର ଶୁଣାଣି କରିଥିବା ୩ ବିଚାରପତିଙ୍କୁ ‘ଓ୍ଵାଇ’ ସୁରକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାଦୀୟ ହିଜାବ ମାମଲାରେ ରାୟ ପ୍ରଦାନ କରିଥିବା କର୍ଣ୍ଣାଟକ ହାଇକୋର୍ଟର ତିନି ଜଣ ବିଚାରପତିଙ୍କୁ ରାଜ୍ୟ ସରକାର ‘ଓ୍ଵାଇ’ ବର୍ଗର ସୁରକ୍ଷା ଯୋଗାଇ ଦେଇଛନ୍ତି। ହିଜାବ ମାମଲା ଉପରେ ରାୟ ଦେଇଥିବା...

ଏମିତି ବି ଆସେ ମୃତ୍ୟୁ: ବର୍ଷାପାଣି ଜମିଥିବା ଖାଲରେ ପଡ଼ି ଚାଲିଗଲା ୪ ଶିଶୁଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁରୁବାର ଅପରାହ୍ଣରେ ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। ଖାଲରେ ଜମା ହୋଇଥିବା ବର୍ଷା ପାଣିରେ ପଡ଼ି ପ୍ରାଣ ହରାଇଛନ୍ତି ୪ ଜଣ ଶିଶୁ। ମୃତ ଶିଶୁମାନେ ହେଲେ ଦଶମନ୍ତପୁର...

ମିନତୀ ମିଶ୍ର: ଏକ ସମର୍ପିତ ଜୀବନ

ଭାସ୍କର ପରିଚ୍ଛା ମିନତୀ ମିଶ୍ରଙ୍କୁ ଏବେ ଅଶୀ ବର୍ଷ। ତା’ ସତ୍ତ୍ୱେ ସେ ଚଳଚଞ୍ଚଳ ଓ ସକ୍ରିୟ। ଚଳିତ ବର୍ଷ ଆରମ୍ଭରେ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ପ୍ରବାସୀ ଓଡ଼ିଶୀ ନୃତ୍ୟ...

ଚର୍ଚ୍ଚାରେ ସରୋଗେସି ମାତୃତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ନିକଟରେ ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ମା’ ହେବା ଖରବ ସମସ୍ତଙ୍କୁ ଯେତିକି ଚକିତ କରିଛି, ତା’ଠାରୁ ଅଧିକ ବିସ୍ମିତ କରିଛି ‘‘ସରୋଗେସି’’ ସହାୟତାରେ ସନ୍ତାନ ପାଇବା ଖବରକୁ ନେଇ।...

ଡକ୍ଟର ଶ୍ରୁତି ମହାପାତ୍ର ପାଇଲେ ନାରୀଶକ୍ତି ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=Sj8LUfnI6m4] ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଡକ୍ଟର ଶ୍ରୁତି ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି ମର୍ଯ୍ୟାଦାଜନକ ‘ନାରୀଶକ୍ତି’ ପୁରସ୍କାର। ଦିଲ୍ଲୀ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମଙ୍ଗଳବାର ରାଷ୍ଟ୍ରପତି...

ବିଶାଖାପାଟଣା ହେବ ଆନ୍ଧ୍ରପ୍ରଦେଶର ରାଜଧାନୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ) : ଅମରାବତୀ ବଦଳରେ ବିଶାଖାପାଟଣା ହେବ ଆନ୍ଧ୍ରପ୍ରଦେଶର ରାଜଧାନୀ। ନିର୍ବାଚନ ସମୟରେ ଆନ୍ଧ୍ରପ୍ରଦେଶରେ ୩ଟି ରାଜଧାନୀ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଆନ୍ଧ୍ରପଦେଶ ମୁଖ୍ୟମନ୍ତ୍ରୀ ୱାଇଏସ...

ହଁ ମୋର ସମଲିଙ୍ଗୀ ସମ୍ପର୍କ ଅଛି – ଦୂତୀ ଚାନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ ବିତର୍କ ଓ ଅଭିଯୋଗକୁ ଖଣ୍ଡନ କରି ଦୂତୀ ସୋସିଆଲ ମିଡିଆରେ କହିଛନ୍ତି ନିଜ ମନର କଥା। ‘‘ହଁ ମୁଁ ମୋ’ କଥା ସାରା ଦୁନିଆକୁ ଜଣେଇ ସାରିଛି। ମୋର ସମଲିଙ୍ଗୀ ସମ୍ପର୍କ...

ନୟାଗଡ଼: ପେଟ୍ରୋଲ ଟ୍ୟାଙ୍କର ଦୁର୍ଘଟଣା ପରେ ବିସ୍ଫୋରଣ ଘଟି ୪ ଜୀବନ୍ତ ଦଗ୍ଧ

ଓଡ଼ିଶାଲାଇଭ୍ ବ୍ୟୁରୋ ପେଟ୍ରୋଲ ଓ ଡିଜେଲ ଟ୍ୟାଙ୍କର ଦୁର୍ଘଟଣା ପରେ ବିସ୍ଫୋରଣ ହୋଇ ୪ ଜଣ ଜୀବନ୍ତ ଜଳି ଯାଇଛନ୍ତି ଏବଂ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି...