ବିଜେପିକୁ ପ୍ରଶ୍ନ ପଚାରିଲେ କେଜରିୱାଲ – ଦିଲ୍ଲୀରେ ତୁମ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ‘‘ତୁମ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ?’’ – ଏହି ପ୍ରଶ୍ନ ବିଜେପିକୁ ପଚାରିଛନ୍ତି ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ। ଫେବ୍ରୁଆରି ୮ରେ ଦିଲ୍ଲୀ ବିଧାନସଭା ପାଇଁ ହେବ ନିର୍ବାଚନ।...

ଦିଲ୍ଲୀରେ ବିଜେପିର ପ୍ରତିଶ୍ରୁତି – ପ୍ରତି ଘରକୁ ପିଇବା ପାଣି, ୨ ଟଙ୍କାରେ କିଲେ ଅଟା

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜର ଇସ୍ତହାର ଘୋଷଣା କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ହାତେଇବା ପାଇଁ ଲକ୍ଷ୍ୟ ରଖିଥିବା ବିଜେପି ଶୁକ୍ରବାର ନିଜର ନିର୍ବାଚନୀ ଇସ୍ତହାର ପ୍ରକାଶ କରିଛି। ଦଳର...

ଦିଲ୍ଲୀ ନିର୍ବାଚନ – ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଅକାଳୀ ଦଳ, ଧନ୍ୟବାଦ ଜଣାଇଲେ ନଡ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ବିଧାନସଭା ଭୋଟ ପୂର୍ବରୁ ବିଜେପି ପାଇଁ  ଆସିଛି ଖୁସି ଖବର। ଭୋଟ ପୂର୍ବରୁ ଅକାଳୀ ଦଳ ଦିଲ୍ଲୀ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବୋଲି ଘୋଷଣା କରିଛି। ଏନେଇ...

ଦିଲ୍ଲୀରେ ଜମୁଛି ପ୍ରଚାର, ପଛରେ ପଡ଼ିଛି କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ନିର୍ବାଚନ ରେସରେ ପଛରେ ପଡ଼ିଯାଇଛି କଂଗ୍ରେସ। କିଏ ଦଖଲ କରିବ ଦିଲ୍ଲୀ? କେଉଁ ଦଳର ପ୍ରାର୍ଥୀ ବସିବେ ମୁଖ୍ୟମନ୍ତ୍ରୀ ଚୌକିରେ? ଦିଲ୍ଲୀ ଚୌକିକୁ ନେଇ ଏବେ ପ୍ରଚାର ମଇଦାନ ସରଗରମ ରହିଛି।...

୭ ଘଣ୍ଟାର ଅପେକ୍ଷା ପରେ ପ୍ରାର୍ଥିପତ୍ର ଦାଖଲ କଲେ କେଜରିୱାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୭ ଘଣ୍ଟାର ଅପେକ୍ଷା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବିଧାନସଭା ନିର୍ବାଚନ ପାଇଁ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମଙ୍ଗଳବାର ସେ ଦିଲ୍ଲୀ ଜାମନଗର ହାଉସରେ ନିଜର ପ୍ରାର୍ଥିପତ୍ର...

ଆଜି ବି ଭିଡ଼ରେ ଫସିଲେ କେଜିରଓ୍ୱାଲ, ପ୍ରାର୍ଥିପତ୍ର ଦାଖଲ କରିବାକୁ ୩ଘଣ୍ଟା ଅପେକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରାର୍ଥିପତ୍ର ଦାଖଲ କରିବାକୁ ୩ଘଣ୍ଟାରୁ ଅଧିକ ସମୟ ହେଲା ଅପେକ୍ଷା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜିରଓ୍ୱାଲ। ତଥାପି ତାଙ୍କ ପାଳି ଆସିନି। ଆଜି ପ୍ରାର୍ଥିପତ୍ର ଦାଖଲ...

ଉଠୁଛି ପଡୁଛି ଦିଲ୍ଲୀ – କେଜରିଓ୍ଵାଲଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ସ୍ତ୍ରୀ-ଝିଅ-ପୁଅ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଅରବିନ୍ଦ କେଜରିଓ୍ଵାଲଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ, ପୁଅ ଓ ଝିଅ। ଦିଲ୍ଲୀ ନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର। ବିଭିନ୍ନ ଦଳ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ...

ରାଲି କରୁ କରୁ ଡେରି ହେଇଗଲା, ପ୍ରାର୍ଥିପତ୍ର ଦାଖଲ କରିପାରିଲେନି କେଜରିୱାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଲିରେ ଭିଡ଼ ହେତୁ ସୋମବାର ନିଜର ପ୍ରାର୍ଥିପତ୍ର ଦାଖଲ କରିପାରିନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ରାଲି କରିବାକୁ ଏତେ ସମୟ ନେଲେ ଯେ ନିଜେ ନିର୍ବାଚନ ପାଇଁ ପାର୍ଥିପତ୍ର ଦାଖଲ କରିପାରିଲେନି।...

ନିର୍ବାଚନ ପୂର୍ବରୁ କେଜରିଓ୍ଵାଲ ଖେଳିଲେ ଗ୍ୟାରେଣ୍ଟି କାର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜରିଓ୍ଵାଲ ଖେଳିଲେ ଗ୍ୟାରେଣ୍ଟି କାର୍ଡ। ରବିବାର ଆମ୍‌ ଆଦମୀ ପାର୍ଟି ‘କେଜରିଓ୍ଵାଲଙ୍କ ୧୦ ଗ୍ୟାରେଣ୍ଟି’ ଜାରି କରିଛି।...

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ୨୭ରେ ଶପଥ ନେବେ ସୋରେନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ସୋମବାର ଘୋଷିତ ହୋଇଛି। ଜେଏମ୍‌ଏମ, କଂଗ୍ରେସ, ଆରଜେଡି ମହାମେଣ୍ଟକୁ ପ୍ରଚଣ୍ଡ ବହୁମତ ମିଳିଛି। ସମୁଦାୟ ୮୧ଟି ଆସନରୁ ମହାମେଣ୍ଟ ୪୭ଟି ଆସନରେ ବହୁମତ ହାସଲ କରିଛି। ଏହି...