ଝାଡ଼ଖଣ୍ଡ: ସରିଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ୬୨.୪୬ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡ ବିଧାନସଭାର ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଛି।  ଏହି ପର୍ଯ୍ୟାୟରେ  ମୋଟ ୬୨.୪୬ ପ୍ରତିଶତ ମତଦାନ ହୋଇଛି।  ଚତୁର୍ଥ ପର୍ଯ୍ୟାୟରେ ୧୫ଟି ଆସନ ପାଇଁ ସକାଳ ୭ଟାରୁ ଭୋଟ ଆରମ୍ଭ...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ – ଚତୁର୍ଥ ପର୍ଯ୍ୟାୟରେ ୧୫ ଆସନରେ ମତଦାନ ଜାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର  ସୋମବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି ପର୍ଯ୍ୟାୟରେ ମୋଟ ୧୫ଟି ଆସନରେ ସକାଳ ୭ଟାରୁ ଭୋଟ ଗ୍ରହଣ କରାଯାଉଛି। ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବାରୁ...

ଝାଡ଼ଖଣ୍ଡ ବିଧାନସଭାର ତୃତୀୟ ପର୍ଯ୍ୟାୟ ଭୋଟ୍ – ସକାଳ ୯ଟା ସୁଦ୍ଧା ୧୨.୮୯ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଛି। ରାଜ୍ୟର ମୋଟ୍ ୧୭ଟି ବିଧାନସଭା ଆସନ ପାଇଁ ଗୁରୁବାର ମତଦାନ ଆରମ୍ଭ ହୋଇଛି। ସକାଳୁ ରାଜ୍ୟର ବିଭିନ୍ନ ବୁଥରେ ଭୋଟ ଦେବା...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ ୨୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ୨୦ ଆସନରେ ଆଜି ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ରାଜ୍ୟର ୨୦ଟି ଆସନରେ ୨୬୦...

କିଏ ନାନା ପାଟୋଲେ? ଯିଏ ହେଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ନାନା ପଟେଲ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ହୋଇଛନ୍ତି। ତେବେ ଜାଣନ୍ତୁ କିଏ ନାନା ପାଟୋଲେ ଯାହାଙ୍କ ଉପରେ କଂଗ୍ରେସ ଭରସା କରିଛି। କଂଗ୍ରେସ ନାନା ପଟେଲ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ହୋଇଛନ୍ତି।...

କଂଗ୍ରେସର ନାନା ପାଟୋଲେ ହେଲେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ହେଲେ କଂଗ୍ରେସର ନାନା ପାଟୋଲେ। ବାଚସ୍ପତି ପଦ ପାଇଁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ନାନା ପାଟୋଲେ। ବିରୋଧୀ ବିଜେପି ବାଚସ୍ପତି ପ୍ରାର୍ଥୀ ପାଇଁ ବିଧାୟକ କିସନ କଠୋରଙ୍କୁ...

ଝାଡ଼ଖଣ୍ଡରେ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ୍, ମୋଟ୍ ୬୨.୮୭ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାଡଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶନିବାର ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୋଟ ୬୨.୮୭ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପକ୍ଷରୁ...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ – ଦିନ ୧ଟା ସୁଦ୍ଧା ୪୭ ପ୍ରତିଶତ ଭୋଟିଂ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାଲିଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟରେ ୧୩ଟି ଆସନ ପାଇଁ ଜାରି ରହିଛି ମତଦାନ। ଦିନ ୧ଟା ସୁଦ୍ଧା ୪୭ ପ୍ରତିଶତ ଭୋଟିଂ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ – ପ୍ରଥମ ପର୍ଯ୍ୟାୟ ଭୋଟିଂରେ ପୋଲ ଉଡ଼ାଇଲେ ନକ୍ସଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶନିବାର ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହି ମତଦାନ ଦିନ ୩ଟା ପର୍ଯ୍ୟନ୍ତ ଚାଲିବ। ଝାଡ଼ଖଣ୍ଡ ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ୩ଟା...

ମହାରାଷ୍ଟ୍ର ବିଧାନସଭାରେ ଫ୍ଲୋର୍ ଟେଷ୍ଟ – ଉଦ୍ଧବ ଦେବେ ଅସଲି ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ର ବିଧାନସଭାରେ ଶନିବାର ଫ୍ଲୋର୍ ଟେଷ୍ଟ୍ ହେବ। ଯେଉଁଥିରେ ନୂଆ କରି ମୁଖ୍ୟମନ୍ତ୍ରୀ ହୋଇଥିବା ଉଦ୍ଧବ ଠାକରେ ଗୃହରେ ନିଜର ବହୁମତ ସାବ୍ୟସ୍ତ କରିବେ। ଗୁରୁବାର ମହାରାଷ୍ଟ୍ରର ୧୯ ତମ ମୁଖ୍ୟମନ୍ତ୍ରୀ ଭାବେ...