ଉଠୁଛି ପଡୁଛି ଦିଲ୍ଲୀ – କେଜରିଓ୍ଵାଲଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ସ୍ତ୍ରୀ-ଝିଅ-ପୁଅ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଅରବିନ୍ଦ କେଜରିଓ୍ଵାଲଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ, ପୁଅ ଓ ଝିଅ। ଦିଲ୍ଲୀ ନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର। ବିଭିନ୍ନ ଦଳ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ...

ରାଲି କରୁ କରୁ ଡେରି ହେଇଗଲା, ପ୍ରାର୍ଥିପତ୍ର ଦାଖଲ କରିପାରିଲେନି କେଜରିୱାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଲିରେ ଭିଡ଼ ହେତୁ ସୋମବାର ନିଜର ପ୍ରାର୍ଥିପତ୍ର ଦାଖଲ କରିପାରିନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ରାଲି କରିବାକୁ ଏତେ ସମୟ ନେଲେ ଯେ ନିଜେ ନିର୍ବାଚନ ପାଇଁ ପାର୍ଥିପତ୍ର ଦାଖଲ କରିପାରିଲେନି।...

ନିର୍ବାଚନ ପୂର୍ବରୁ କେଜରିଓ୍ଵାଲ ଖେଳିଲେ ଗ୍ୟାରେଣ୍ଟି କାର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜରିଓ୍ଵାଲ ଖେଳିଲେ ଗ୍ୟାରେଣ୍ଟି କାର୍ଡ। ରବିବାର ଆମ୍‌ ଆଦମୀ ପାର୍ଟି ‘କେଜରିଓ୍ଵାଲଙ୍କ ୧୦ ଗ୍ୟାରେଣ୍ଟି’ ଜାରି କରିଛି।...

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ୨୭ରେ ଶପଥ ନେବେ ସୋରେନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ସୋମବାର ଘୋଷିତ ହୋଇଛି। ଜେଏମ୍‌ଏମ, କଂଗ୍ରେସ, ଆରଜେଡି ମହାମେଣ୍ଟକୁ ପ୍ରଚଣ୍ଡ ବହୁମତ ମିଳିଛି। ସମୁଦାୟ ୮୧ଟି ଆସନରୁ ମହାମେଣ୍ଟ ୪୭ଟି ଆସନରେ ବହୁମତ ହାସଲ କରିଛି। ଏହି...

ଝାଡ଼ଖଣ୍ଡରେ ପଛରେ ପଡ଼ିଲା ବିଜେପି – ଜେଏମ୍‌ଏମ,କଂଗ୍ରେସ ମେଣ୍ଟ ଆଗରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ସୋମବାର ପ୍ରକାଶ ପାଇବ। କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଚାଲିଛି। ରାଜ୍ୟରେ ଜେଏମ୍‌ଏମ- କଂଗ୍ରେସ, ଆରଜେଡି ମେଣ୍ଟ ଓ ବିଜେପି ମଧ୍ୟରେ କଡ଼ା ଟକ୍କର...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ – ଶେଷ ପର୍ଯ୍ୟାୟରେ ୧୬ଟି ଆସନରେ ମତଦାନ ଜାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ୧୬ଟି ଆସନ ପାଇଁ ଶୁକ୍ରବାର ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୩୭ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା। ଏହି...

ଝାଡ଼ଖଣ୍ଡ: ସରିଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ୬୨.୪୬ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡ ବିଧାନସଭାର ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଛି।  ଏହି ପର୍ଯ୍ୟାୟରେ  ମୋଟ ୬୨.୪୬ ପ୍ରତିଶତ ମତଦାନ ହୋଇଛି।  ଚତୁର୍ଥ ପର୍ଯ୍ୟାୟରେ ୧୫ଟି ଆସନ ପାଇଁ ସକାଳ ୭ଟାରୁ ଭୋଟ ଆରମ୍ଭ...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ – ଚତୁର୍ଥ ପର୍ଯ୍ୟାୟରେ ୧୫ ଆସନରେ ମତଦାନ ଜାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର  ସୋମବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି ପର୍ଯ୍ୟାୟରେ ମୋଟ ୧୫ଟି ଆସନରେ ସକାଳ ୭ଟାରୁ ଭୋଟ ଗ୍ରହଣ କରାଯାଉଛି। ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବାରୁ...

ଝାଡ଼ଖଣ୍ଡ ବିଧାନସଭାର ତୃତୀୟ ପର୍ଯ୍ୟାୟ ଭୋଟ୍ – ସକାଳ ୯ଟା ସୁଦ୍ଧା ୧୨.୮୯ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଛି। ରାଜ୍ୟର ମୋଟ୍ ୧୭ଟି ବିଧାନସଭା ଆସନ ପାଇଁ ଗୁରୁବାର ମତଦାନ ଆରମ୍ଭ ହୋଇଛି। ସକାଳୁ ରାଜ୍ୟର ବିଭିନ୍ନ ବୁଥରେ ଭୋଟ ଦେବା...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ ୨୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ୨୦ ଆସନରେ ଆଜି ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ରାଜ୍ୟର ୨୦ଟି ଆସନରେ ୨୬୦...