କିଏ ନାନା ପାଟୋଲେ? ଯିଏ ହେଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ନାନା ପଟେଲ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ହୋଇଛନ୍ତି। ତେବେ ଜାଣନ୍ତୁ କିଏ ନାନା ପାଟୋଲେ ଯାହାଙ୍କ ଉପରେ କଂଗ୍ରେସ ଭରସା କରିଛି।
କଂଗ୍ରେସ ନାନା ପଟେଲ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ହୋଇଛନ୍ତି।...
କଂଗ୍ରେସର ନାନା ପାଟୋଲେ ହେଲେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ହେଲେ କଂଗ୍ରେସର ନାନା ପାଟୋଲେ। ବାଚସ୍ପତି ପଦ ପାଇଁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ନାନା ପାଟୋଲେ। ବିରୋଧୀ ବିଜେପି ବାଚସ୍ପତି ପ୍ରାର୍ଥୀ ପାଇଁ ବିଧାୟକ କିସନ କଠୋରଙ୍କୁ...
ଝାଡ଼ଖଣ୍ଡରେ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ୍, ମୋଟ୍ ୬୨.୮୭ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶନିବାର ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୋଟ ୬୨.୮୭ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପକ୍ଷରୁ...
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ – ଦିନ ୧ଟା ସୁଦ୍ଧା ୪୭ ପ୍ରତିଶତ ଭୋଟିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଲିଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟରେ ୧୩ଟି ଆସନ ପାଇଁ ଜାରି ରହିଛି ମତଦାନ। ଦିନ ୧ଟା ସୁଦ୍ଧା ୪୭ ପ୍ରତିଶତ ଭୋଟିଂ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ...
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ – ପ୍ରଥମ ପର୍ଯ୍ୟାୟ ଭୋଟିଂରେ ପୋଲ ଉଡ଼ାଇଲେ ନକ୍ସଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶନିବାର ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହି ମତଦାନ ଦିନ ୩ଟା ପର୍ଯ୍ୟନ୍ତ ଚାଲିବ। ଝାଡ଼ଖଣ୍ଡ ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ୩ଟା...
ମହାରାଷ୍ଟ୍ର ବିଧାନସଭାରେ ଫ୍ଲୋର୍ ଟେଷ୍ଟ – ଉଦ୍ଧବ ଦେବେ ଅସଲି ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ର ବିଧାନସଭାରେ ଶନିବାର ଫ୍ଲୋର୍ ଟେଷ୍ଟ୍ ହେବ। ଯେଉଁଥିରେ ନୂଆ କରି ମୁଖ୍ୟମନ୍ତ୍ରୀ ହୋଇଥିବା ଉଦ୍ଧବ ଠାକରେ ଗୃହରେ ନିଜର ବହୁମତ ସାବ୍ୟସ୍ତ କରିବେ।
ଗୁରୁବାର ମହାରାଷ୍ଟ୍ରର ୧୯ ତମ ମୁଖ୍ୟମନ୍ତ୍ରୀ ଭାବେ...
ସରିନି ମହାରାଷ୍ଟ୍ର ଡ୍ରାମା, ଉପ-ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗତ ଏକ ମାସ ଧରି ମହାରାଷ୍ଟ୍ରରେ ଚାଲିଥିବା ପଲିଟିକାଲ ଡ୍ରାମାର ପରିଣାମ ଗୁରୁବାର ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ହେବା ପରେ ଶେଷ ହୋଇଛି। ଶିବସେନା-ଏନ୍ସିପି-କଂଗ୍ରେସର ମିଳିତ ମେଣ୍ଟ ମହାରାଷ୍ଟ୍ରରେ ନୂଆ ସରକାର...
ଆସନ୍ତାକାଲିଠୁ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ – ପୁଣି ବାଜିମାତ୍ ଲକ୍ଷ୍ୟରେ ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଞ୍ଚଟି ପର୍ଯ୍ୟାୟରେ ହେବାକୁ ଥିବା ଝାଡ଼ଖଣ୍ଡ ନିର୍ବାଚନ ଶନିବାର ଆରମ୍ଭ ହେବ। ବିଧାନସଭାର ୧୩ଟି ଆସନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ କରାଯିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ପ୍ରଥମ ପର୍ଯ୍ୟାୟ...
ପଶ୍ଚିମବଙ୍ଗ ଉପ-ନିର୍ବାଚନ, ବିଜେପି ଉପରେ ଭାରି ପଡ଼ିଲେ ଦିଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମବଙ୍ଗରେ ହୋଇଥିବା ଉପ- ନିର୍ବାଚନର ଗୁରୁବାର ଫଳାଫଳ ବାହାରିଛି। ଏହି ନିର୍ବାଚନରେ ବିଜେପି ଉପରେ ଭାରି ପଡ଼ିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ପଶ୍ଚିମବଙ୍ଗର ୩ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ କରାଯାଇଥିଲା।...
ଦିନେ ଶରଦଙ୍କୁ ଶିବସେନାର ଶତ୍ରୁ କହିଥିଲେ ବାଲ୍ ଠାକରେ, ଆଜି ମିଶିକି କରୁଛନ୍ତି ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଶରଦ ପାୱାରଙ୍କ ଦଳ ଏନସିପି ଓ କଂଗ୍ରେସର ହାତ ଧରି ଗୁରୁବାର ...





















