୧୨୬ ସରପଞ୍ଚ, ୩୨୬ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
୩୬,୫୨୩ ଜଣ ଓ୍ଵାର୍ଡ ସଭ୍ୟ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
ଗୋଟିଏ ଜିଲ୍ଲା ପରିଷଦ ଜୋନ୍ ନିର୍ଦ୍ଵନ୍ଦ୍ଵ ରହିଲା
ଜଗତସିଂହପୁର ଢିଙ୍କିଆରେ ୨୦୨୩ରେ ହେବ ପଞ୍ଚାୟତ ନିର୍ବାଚନ
ରାଜ୍ୟ ନିର୍ବାଚନ କମିଶନ ବୁଧବାର ଦିନ...
କୋଟିଆରେ ଟ୍ଵିଷ୍ଟ : ସିଲେକ୍ସନ ନୁହେଁ ଏବେ ଇଲେକ୍ସନ ହେବ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ଚର୍ଚ୍ଚିତ କୋଟିଆ ଗ୍ରାମ ପଞ୍ଚାୟତରେ ଇଲେକ୍ସନ ନୁହେଁ ସିଲେକ୍ସନ ହେବ ବୋଲି କୁହାଯାଉଥିଲା। ସର୍ବଦଳୀୟ କମିଟି ବୈଠକରେ ସର୍ବସମ୍ମତି କ୍ରମେ ଜଣଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ ମଧ୍ୟ ଚୟନ କରାଯାଇଥିଲା।...
ସୁନ୍ଦରଗଡ଼ଠାରେ ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୧ ଜଣ ବୁଥ୍ସ୍ତରୀୟ ଅଧିକାରୀଙ୍କୁ ସମ୍ବର୍ଦ୍ଧନା
ଯୁବ ମତଦାତାଙ୍କୁ ଭୋଟର ପରିଚୟପତ୍ର ପ୍ରଦାନ
ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଦ୍ଭାବନା ଭବନଠାରେ ମଙ୍ଗଳବାର ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ...
ପଞ୍ଚାୟତ ଲଢ଼େଇ – ଏଥର ଭର୍ଚୁଆଲ ରାଲି, ସୋସିଆଲ ମିଡିଆରେ ଜମିବ ପ୍ରଚାର
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
[youtube https://www.youtube.com/watch?v=qy9nZ57sfw0]
ଡିଜିଟାଲ ପ୍ରଚାରକୁ ଅସ୍ତ୍ର କରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି ବିଜେଡି, ବିଜେପି, କଂଗ୍ରେସ।
ଦିନ କେଇଟା ପରେ ପଞ୍ଚାୟତ ଭୋଟ। ହେଲେ ନା ଏଥର ବଡ଼...
ପଞ୍ଚାୟତ ନିର୍ବାଚନ – ଜାନୁଆରି ୨୯ରୁ ପ୍ରାର୍ଥିପତ୍ର ଭରିବାକୁ ଦ୍ଵିତୀୟ ସୁଯୋଗ ଦେଲେ ନିର୍ବାଚନ କମିଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଯେଉଁ ନିର୍ବାଚନୀ କ୍ଷେତ୍ରରେ କେହି ପାର୍ଥିପତ୍ର ଦାଖଲ କରି ନଥିବେ କିମ୍ଵା ଯେଉଁଠାରେ ସମସ୍ତ ପ୍ରାର୍ଥିପତ୍ର ନାକଚ ହୋଇଯାଇଥିବ ସେହି ନିର୍ବାଚନୀ କ୍ଷେତ୍ରରେ ଦ୍ଵିତୀୟଥର ପ୍ରାର୍ଥିପତ୍ର...
ନୟାଗଡ଼ ଜିଲ୍ଲାରେ ମୋଟ ୭,୨୩୬ ପ୍ରାର୍ଥୀ ଭରିଲେ ପାର୍ଥିପତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ପକ୍ରିୟା ଶେଷ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାରେ ମୋଟ ୭,୨୩୬ ଜଣ ପାର୍ଥୀ ପାର୍ଥିପତ୍ର ଦାଖଲ କରିଛନ୍ତି। ଜିଲ୍ଲାର ମୋଟ ୧୯୪ ଗ୍ରାମ...
ପଞ୍ଚାୟତ ନିର୍ବାଚନ – ଶେଷଦିନରେ ପ୍ରାର୍ଥିପତ୍ର ଭରିଲେ ୯୪,୬୦୫ ପ୍ରାର୍ଥୀ, ଆଜି ହେବ ଯାଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥିପତ୍ର ଦାଖଲ ଲାଗି ଶୁକ୍ରବାର ଶେଷ ଦିନ ଥିଲା। ଶେଷ ଦିନରେ ମୋଟ୍ ୯୪ ହଜାର ୬୦୫ ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଜିଲ୍ଲା...
‘ଅମର ଯବାନ ଜ୍ୟୋତି’ ସ୍ଥାନାନ୍ତରକୁ ନେଇ କଂଗ୍ରେସ-ବିଜେପି ଟୁଇଟର୍ ଓ୍ଵାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ଇଣ୍ଡିଆ ଗେଟରେ ୫୦ ବର୍ଷ ଧରି ଜଳୁଥିବା ଅମର ଯବାନ ଜ୍ୟୋତିକୁ ସ୍ଥାନାନ୍ତର କରାଯାଇଛି। ଶୁକ୍ରବାର ଜାତୀୟ ଯୁଦ୍ଧ ସ୍ମାରକୀରେ ଅମର ଯବାନ ଜ୍ୟୋତିର ମିଶ୍ରଣ କରାଯାଇଛି। ଏହାକୁ ନେଇ...
ପଞ୍ଚାୟତ ନିର୍ବାଚନ – ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ତେଣୁ ବିଭିନ୍ନ ବ୍ଲକ ଏବଂ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଭରିବାକୁ ପ୍ରାର୍ଥୀମାନଙ୍କର ଭିଡ଼ ଲାଗିଛି। କୋଭିଡ୍ କଟକଣାରେ...
କିଏ ହାତେଇବ ଭୁବନେଶ୍ଵର ମେୟର ଗାଦି ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ମହାନଗର ନିଗମ(ବିଏମସି)ର ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ନେଇ ଗୃହ ଏବଂ ନଗର ଉନ୍ନୟନ ବିଭଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ଚୂଡ଼ାନ୍ତ...



















