ଆଜି ବିହାରରେ ଶେଷ ପର୍ଯ୍ୟାୟ ଭୋଟ – ୧,୨୦୭ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶନିବାର ବିହାର ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି। ଏହି ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୭୮ଟି ଆସନରେ ଭୋଟ ପଡ଼ିବ। ଯେଉଁଥିରେ ପ୍ରାୟ ୧,୨୦୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ...
ଆସନ୍ତାକାଲି ବିହାରରେ ଶେଷ ପର୍ଯ୍ୟାୟ ଭୋଟ – ୧,୨୦୭ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶନିବାର ବିହାର ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୭୮ଟି ଆସନ ଲାଗି ଭୋଟ ପଡ଼ିବ। ଯେଉଁଥିରେ ପ୍ରାୟ ୧,୨୦୭ ପ୍ରାର୍ଥୀଙ୍କ ଭାଗ୍ୟ...
ନିଲମ୍ବନର ଜବାବ ଇସ୍ତଫାରେ ଦେଲେ ଜୀବନ ପ୍ରଦୀପ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିରୁ ନିଲମ୍ବନ ହେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି ଜୀବନ ପ୍ରଦୀପ ଦାଶ।
ବିଜେଡିରୁ ନିଲମ୍ବିତ ହେବାର ଗୋଟିଏ ଦିନ ପରେ ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି ବାଲେଶ୍ୱରର ନେତା ଜୀବନ ପ୍ରଦୀପ...
ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରିବ କି ଅନୁକମ୍ପା କାର୍ଡ?
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାର ମୁଖ୍ୟମନ୍ତ୍ରୀ ହେବାକୁ ଶେଷ ଅସ୍ତ୍ର ପ୍ରୟୋଗ କରିଛନ୍ତି ନୀତିଶ। ସେହି ଅସ୍ତ୍ର ହେଉଛି ସମ୍ବେଦନାର ରାଜନୀତି।
ବିହାର ବିଜୟ ନେଇ ଆଶଙ୍କାରେ ଅଛନ୍ତି କି ନୀତିଶ? ଛଅ ଥର ମୁଖ୍ୟମନ୍ତ୍ରୀ ହୋଇଥିବା...
କିଏ କମଳା ହ୍ୟାରିସ? ପ୍ରଥମ ଭାରତୀୟ ବଂଶଜ ଭାବେ ହୋଇପାରନ୍ତି ଆମେରିକାର ଉପରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ବିଶ୍ୱବାସୀ ଚାହିଁ ବସିଛନ୍ତି। ବର୍ତ୍ତମାନ ଯାହା ଚିତ୍ର ରହିଛି ସେଥିରୁ ଅନୁମାନ କରାଯାଉଛି ଯେ ଜୋ ବାଇଡେନ ଆମେରିକା ରାଷ୍ଟ୍ରପତି ହୋଇପାରନ୍ତି। ଯଦି ଡେମୋକ୍ରାଟିକ୍ ପାର୍ଟିର...
ଆମେରିକା ରାଷ୍ଟ୍ରପତି ନିର୍ବାଚନ : ବାଇଡେନଙ୍କ ଜିତିବା ସମ୍ଭାବନାରେ ପାକିସ୍ତାନ ଖୁସି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵର ସର୍ବଶକ୍ତିଶାଳୀ ଗଣତନ୍ତ୍ରର ମୁଖିଆ ନିର୍ବାଚନ ଉପରେ ସବୁଦେଶର ଆଖି। ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ ନା ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପ ପୁଣି ହେବେ ରାଷ୍ଟ୍ରପତି। ତେବେ ବାଇଡେନ ବିଜୟର ଦ୍ଵାର...
ଚକିତ କଲା ନୀତିଶଙ୍କ ଘୋଷଣା – ‘ଏବର୍ଷ ଭୋଟ୍ ହେବ ମୋ ଶେଷ ନିର୍ବାଚନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାର ନିର୍ବାଚନ ପ୍ରଚାରର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ସମସ୍ତଙ୍କୁ ଚକିତ କଲା ଭଳି ଏକ ଘୋଷଣା କରିଛନ୍ତି। ୨୦୨୦ ବିହାର ନିର୍ବାଚନ ତାଙ୍କ ଜୀବନର...
ବିଜେଡିରୁ ବିଦା ହେଲେ ଜୀବନ ପ୍ରଦୀପ ଦାଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ଉପ ନିର୍ବାଚନ ଭୋଟର ମାତ୍ର ଦିନକ ପରେ ବିଜେଡିରୁ ନିଲମ୍ବିତ ହୋଇଛନ୍ତି ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ଦଳ ବିରୋଧୀ କାମ କରୁଥିବା ହେତୁ ତାଙ୍କୁ ଦଳରୁ ବିଦା...
ପିପିଲିରେ ମହାରଥୀଙ୍କ ଉତ୍ତରାଧିକାରୀ କିଏ – କାହାକୁ ପ୍ରାର୍ଥୀ କରିବ ବିଜେଡି?
ଓଡ଼ିଶାଲାଇଭ୍ ବ୍ୟୁରୋ
ପିପିଲି ଉପ ନିର୍ବାଚନରେ କାହାକୁ ପ୍ରାର୍ଥୀ କରିବ ବିଜେଡି?
ବାଲେଶ୍ୱର ସଦର ଓ ତିର୍ତ୍ତୋଲ ପରେ ଓଡ଼ିଶା ଦେଖିବାକୁ ଯାଉଛି ଆଉ ଏକ ଉପନିର୍ବାଚନ। ବିଜେଡିର ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ ମୃତ୍ୟୁ...
ଉପ ନିର୍ବାଚନ: ଏଥର ପିପିଲି ପାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ସଦର ଓ ତିର୍ତ୍ତୋଲ ପରେ ଆଗକୁ ପିପିଲିରେ ହେବାକୁ ଯାଉଛି ଉପ ନିର୍ବାଚନ।
ପ୍ରଦୀପ ମହାରଥୀଙ୍କ ପରେ କିଏ ହେବ ପିପିଲିର ନୂଆ ବିଧାୟକ? ବିଜେଡିର ଗଡ଼ ଭାବେ ପରିଚିତ ପିପିଲିରେ...



















