ଆମେରିକା ରାଷ୍ଟ୍ରପତି ନିର୍ବାଚନ: ବାଇଡେନ୍-ଟ୍ରମ୍ପ ଲଢ଼େଇ ଜୋରଦାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱର ସବୁଠାରୁ ଅଧିକ ଶକ୍ତିଶାଳୀ ଗଣତନ୍ତ୍ରର ମୁଖ୍ୟ କିଏ ହେବ, ସେଥିପାଇଁ ଗଣନା ଆରମ୍ଭ ହୋଇଯାଇଛି। ପ୍ରାରମ୍ଭିକ ଫଳାଫଳ ଆସିବା ଆରମ୍ଭ ହୋଇଛି। ତଥାପି ତୁରନ୍ତ ଚୂଡ଼ାନ୍ତ ଫଳାଫଳ ମିଳିବାର ସମ୍ଭାବନା...
ନୀତିଶ ନା ତେଜସ୍ୱୀ – କିଏ ଧରିବେ ବିହାର ଶାସନର ମଙ୍ଗ ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଶେଷ। ଏବେ ବିହାର ବିଧାନସଭା ନିର୍ବାଚନର ଦୁଇ ତୃତୀୟାଂଶ ଆସନର ଚିତ୍ର ସ୍ପଷ୍ଟ ହୋଇଯିବ। ଏହା ହିଁ ନିର୍ଣ୍ଣୟ କରିବ ଯେ ବିହାର ଶାସନର ମଙ୍ଗ କିଏ...
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପିଆଜ, ପଥର ଫିଙ୍ଗିଲେ ଯୁବକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟଦାନ ଚାଲିଛି। ଏହା ଭିତରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚଳାଇଛନ୍ତି। ହେଲେ...
ଇତିହାସ ରଚିଲେ ଭାରତୀୟ ବଂଶଜ ପ୍ରିୟଙ୍କା ରାଧାକ୍ରିଷ୍ଣନ – ନ୍ୟୁଜିଲାଣ୍ଡ ସରକାରରେ ହେଲେ ମନ୍ତ୍ରୀ
ଓଡ଼ିଶାଲାଇଭ ବ୍ୟୁରୋ
ନ୍ୟୁଜିଲ୍ୟାଣ୍ଡ ସରକାରରେ ମନ୍ତ୍ରୀ ପଦ ହାସଲ କଲେ ଭାରତୀୟ ମୂଳ ବାସୀନ୍ଦା ପ୍ରିୟଙ୍କା ରାଧାକ୍ରିଷ୍ଣନ।
ନ୍ୟୁଜିଲାଣ୍ଡରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ଲେବର ପାର୍ଟିର ଜେସିକା ଆର୍ଡର୍ନ ବହୁମତ ହାସଲ କରି ପୁଣି...
ଭୋଟ ଦେଲେ ସ୍ଵାଧୀନ ପ୍ରାର୍ଥୀ ବେଣୁଧର ବାରିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ଏବଂ ତିର୍ତ୍ତୋଲ ୨ଟି ଆସନରେ ଉପନିର୍ବାଚନ ପାଇଁ ଆଜି ଚାଲିଛି ଭୋଟଗ୍ରହଣ। କୋଭିଡ କଟକଣା ମଧ୍ୟରେ ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜନତା ନିଜ ମତଦାନର...
କଂଗ୍ରେସକୁ ଶବ୍ଦବାଣ ମାରିଲେ ମୋଦୀ – କହିଲେ, ବିହାରରେ ବିକାଶର ସରକାର ବାଛିବେ ଭୋଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାରରେ ନିର୍ବାଚନୀ ପ୍ରଚାର ଜାରି ରଖିଛନ୍ତି ମୋଦୀ।
ବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଜାରି ରହିଛି। ଏହା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ନିର୍ବାଚନ ପ୍ରଚାର...
ବାଲେଶ୍ଵର, ତିର୍ତ୍ତୋଲ ଭୋଟ – ଦିନ ୧୧ଟା ସୁଦ୍ଧା ୨୬.୨୪ ପ୍ରତିଶତ ଭୋଗଗ୍ରହଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନରେ ୨ଟି ଆସନ ପାଇଁ ଆଜି ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଦିନ ୧୧ଟା ସୁଦ୍ଧା ଏହି ଦୁଇଟି ଆସନରେ ୨୬.୨୪ ପ୍ରତିଶତ...
ହ୍ୱାଇଟ୍ ହାଉସ ରେସ୍ – ଟ୍ରମ୍ପ ଯିବେ ନା ବିଡେନ ଆସିବେ!
ଓଡ଼ିଶାଲାଇଭ ବ୍ୟୁରୋ
ଆଉ କିଛି ଘଣ୍ଟା ପରେ ଆରମ୍ଭ ହୋଇଯିବ ଆମେରିକା ରାଷ୍ଟ୍ରପତି ପଦ ପାଇଁ ଭୋଟିଂ। ଭାରତୀୟ ସମୟ ଅନୁସାରେ ମଙ୍ଗଳବାର ଅପରାହ୍ଣ ୩.୩୦ରୁ ମତସାବ୍ୟସ୍ତ କରିବେ ଆମେରିକୀୟ ଭୋଟର। ସେଠାକାର ସମୟ...
ବିହାର ନିର୍ବାଚନ – ଆରମ୍ଭ ହୋଇଛି ଦ୍ଵିତୀୟ ପର୍ଯ୍ୟାୟ ଭୋଟଗ୍ରହଣ, ଆଜି ତେଜସ୍ଵୀ ଯାଦବଙ୍କ ଭାଗ୍ୟ ନିର୍ଦ୍ଧାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାରରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ କରୋନା କଟକଣା ମଧ୍ୟରେ ଭୋଟରମାନେ ନିଜର ମତଦାନର ଅଧିକାର ସାବ୍ୟସ୍ତ କରୁଛନ୍ତି। ୧୭ଟି ଜିଲ୍ଲାରୁ ମୋଟ ୯୪ଟି ବିଧାନସଭା ଆସନ ପାଇଁ...
ଆଜି ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ – ୧୪୬୩ ପ୍ରାର୍ଥୀଙ୍କର ହେବ ଭାଗ୍ୟ ନିର୍ଦ୍ଧାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାର ବିଧାନସଭା ନିର୍ବାଚନରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍। ରାଜ୍ୟର ୯୪ଟି ଆସନ ପାଇଁ ଆଜି ଭୋଟ୍ ଗ୍ରହଣ ହେବ। ଯେଉଁଥିରେ ପ୍ରାୟ ୧୫୦୦ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ।
ନିର୍ବାଚନ ଜିତିବାକୁ...




















