ଆଜି ବାଲେଶ୍ୱର ସଦର, ତିର୍ତ୍ତୋଲ ଉପ ନିର୍ବାଚନ ଭୋଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଆଜି ପଡ଼ିବ ଭୋଟ୍। କୋଭିଡ୍ କଟକଣାକୁ ମାନି ଭୋଟରମାନେ ନିଜର ମତ ଅଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି...
ସମବେଦନା ନା ସମ୍ମାନ – କାହା ପଟକୁ ଯିବ ବାଲେଶ୍ୱର ଓ ତିର୍ତ୍ତୋଲବାସୀଙ୍କ ଭୋଟ୍ ?
ସନ୍ତୋଷ କୁମାର
ବାଲେଶ୍ୱର ଓ ତିର୍ତ୍ତୋଲରେ ଆଜି ଉପନିର୍ବାଚନୀ ଭୋଟ୍। ଜନତା ନିର୍ଦ୍ଧାରଣ କରିବେ ନେତାଙ୍କ ଭାଗ୍ୟ।
ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ପଡୁଛି ଭୋଟ୍। ଏହି ଦୁଇଟି ଆସନର...
‘ନୀତିଶ ସରକାର ମହିଷାସୁର’ – ବିହାର ରାଜନୀତିରେ ଏଭଳି ଚାଲିଛି ବାକ୍ଯୁଦ୍ଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାର ନିର୍ବାଚନୀ ରାଜନୀତିରେ ନେତାମାନେ ଏବେ ପରସ୍ପରକୁ ଶବ୍ଦ ତୀରରେ ବିନ୍ଧୁଛନ୍ତି।
ବିହାର ବିଧାନସଭା ନିର୍ବାଚନକୁ ନେଇ ସେଠାକାର ରାଜ୍ୟ ରାଜନୀତି ଗତ ଦୁଇ ମାସ ଧରି ସରଗରମ ରହିଛି। ବିରୋଧୀ ଦଳ...
ଭୋଟ୍ ମଇଦାନରୁ ସୁଶାନ୍ତ ପ୍ରସଙ୍ଗ ଉଭାନ !
କମଳାକାନ୍ତ ପତି
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁ ପୂର୍ବରୁ କିଏ ଜାଣିଥିଲା ସେ ହେଉଛନ୍ତି ବିହାରର ‘ଭୂମିପୁତ୍ର’? ନୀତିଶ କୁମାରଙ୍କ ଜନତା ଦଳ (ୟୁ) ଏହି ମୃତ୍ୟୁ ଘଟଣାକୁ ସାମ୍ନାରେ ରଖି...
ଏବେ ବି ଅବିବାହିତ ବିହାର ରାଜନୀତିର ୪ ଚର୍ଚ୍ଚିତ ଯୁବନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାର ନିର୍ବାଚନକୁ ନେଇ ଏଥର ଅନେକ ଯୁବନେତା ଚର୍ଚ୍ଚାକୁ ଆସିଛନ୍ତି। ଏମାନଙ୍କ ଭିତରେ ଏଲଜେପିର ଚିରାଗ ପାଶ୍ୱାନ, ଆରଜେଡିର ତେଜସ୍ୱୀ ଯାଦବ, ପୁଷ୍ପମ ପ୍ରିୟା ଚୌଧୁରୀ, ସ୍ୱର୍ଗତଃ ଦିଗବିଜୟ ସିଂହଙ୍କ ଝିଅ...
ଉପନିର୍ବାଚନ ପ୍ରସ୍ତୁତି : ପ୍ରତି ବୁଥ୍ରେ ରହିବେ ଆଶାକର୍ମୀ ଓ ସ୍ୱେଚ୍ଛାସେବୀ, ଭୋଟରଙ୍କ ଉପରେ ରଖିବେ ନଜର
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକ ପରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ। ଏହା ପୂର୍ବରୁ ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।
ନଭେମ୍ବର ୩ରେ...
ବିଜେପି ମନ୍ତ୍ରୀ କହିଲେ- ‘କ୍ୟାବିନେଟ୍’ ଠିକ୍ରେ ଲେଖିପାରିବେନି ତେଜସ୍ୱୀ ଯାଦବ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ସରିଥିବା ବେଳେ ଆଉ ଦୁଇଟି ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଚାଲିଛି। ଏହି ସମୟରେ ବିଭିନ୍ନ ଦଳର ନେତାଙ୍କ ବାକ୍ ଯୁଦ୍ଧ...
ମାୟାଙ୍କ ମନ ପରିବର୍ତ୍ତନ ! ବିଜେପି-ବିଏସ୍ପି ଗୋପନ ମେଣ୍ଟ
କମଳାକାନ୍ତ ପତି
ଏତେଦିନ ଧରି ରାଜନୈତିକ ମହଲରେ ଯାହା କାନକୁ କାନ ସଞ୍ଚରି ଯାଉଥିଲା, ତାହାର ସତ୍ୟତା ପ୍ରମାଣ ମିଳୁଛି ଉତ୍ତରପ୍ରଦେଶରୁ। ବିଏସ୍ପି ନେତ୍ରୀ ମାୟାବତୀଙ୍କର ମନ ପରିବର୍ତ୍ତନ ଘଟିଛି। ଶତ୍ରୁର ଶତ୍ରୁ ମିତ୍ର...
ସରିଆସୁଛି ପ୍ରଚାର – ବାଲେଶ୍ୱର, ତିର୍ତ୍ତୋଲକୁ ଦୁଲୁକାଉଛନ୍ତି ସବୁ ଦଳର ହେଭିୱେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଉପନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ଥିବାବେଳେ ସବୁ ଦଳର ଛାମୁଆ ନେତାଙ୍କ ପ୍ରଚାରରେ କମ୍ପୁଛି ବାଲେଶ୍ୱର ଓ ତିର୍ତ୍ତୋଲ।
ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ପଡ଼ିବ...
ରବୀଶ କୁମାରଙ୍କ ପ୍ରଶ୍ନ – ବିହାରର ସ୍ୱାସ୍ଥ୍ୟମନ୍ତ୍ରୀ ନାମକ ପ୍ରାଣୀ କାମ କ’ଣ କରନ୍ତି?
ଓଡ଼ିଶାଲାଇଭ୍ ବ୍ୟୁରୋ
ବରିଷ୍ଠ ସାମ୍ବାଦିକ ରବୀଶ କୁମାରଙ୍କ ଫେସବୁକ ପୋଷ୍ଟକୁ ନେଇ ଚର୍ଚ୍ଚା।
ବିହାରରେ ଏବେ ବିଧାନସଭା ନିର୍ବାଚନ ଜାରି ରହିଛି। ମହାମେଣ୍ଟଠାରୁ ଆରମ୍ଭ କରି ଏନଡିଏ ପର୍ଯ୍ୟନ୍ତ ସମସ୍ତେ ଭୋଟରମାନଙ୍କୁ ଲୋଭନୀୟ ପ୍ରସ୍ତାବ ଦେଇ...




















