ଇନ୍ଦିରା ଗାନ୍ଧୀ: ବାଂଲା ସ୍ୱାଧୀନତାର ସୂତ୍ରଧର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଂଲାଦେଶ ସୃଷ୍ଟିର ଇତିହାସ ଲେଖିବା ବେଳେ ସେଥିରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାକୁ ବାଦ୍ ଦେଇହେବ ନାହିଁ। ବାଲାଂଦେଶର ସ୍ୱାଧୀନତା ସଂଗ୍ରାମରେ ଭାରତର ଏହି ଆଇରନ ଲେଡିଙ୍କର ଭୂମିକା ଅତି ଚମତ୍କାର ଥିଲା।...

ନୀତୀଶଙ୍କ ପାଇଁ ବିଜୟ କଠିନ !

କମଳାକାନ୍ତ ପତି ଲଗାତର ଚତୁର୍ଥଥର କ୍ଷମତାସୀନ ହେବାକୁ ଉଦ୍ୟମ କରୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସକାଶେ ବିଜୟ ଏତେ ସହଜ ନୁହେଁ ବୋଲି ପୂର୍ବାନୁମାନ କଲାଣି ପାଟନାର ରାଜନୈତିକ ମହଲ। ଅକ୍ଟୋବର ୨୮ ପ୍ରଥମ ପର୍ଯ୍ୟାୟ...

ବାଲେଶ୍ୱର ପ୍ରଚାର ମଇଦାନରେ ପ୍ରଣବ ମୁଖାର୍ଜୀଙ୍କ ପୁଅ, କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ଉପନିର୍ବାଚନ ପ୍ରଚାର ମଇଦାନରେ ଏବେ ସବୁ ଦଳର ହେଭିୱେଟ୍ ନେତାମାନଙ୍କୁ ଦେଖିବାକୁ ମିଳୁଛି। ଘନ ଘନ ପ୍ରଚାର ସାଙ୍ଗକୁ ନେତାମାନେ ଘର ଘର ବୁଲି ଭୋଟରମାନଙ୍କୁ ଭୋଟ ଭିକ୍ଷା କରୁଛନ୍ତି।...

ନିର୍ବାଚନ ପାଇଁ ନିୟମ ମାଫ୍ କି ! କେଉଁ ଦଳ କେତେ ମାନୁଛନ୍ତି ସାମାଜିକ ଦୂରତ୍ୱ ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମୟସୀମା ସରିଆସୁଥିବା ବେଳେ ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନ ଜୋର୍‌ଦାର୍‌ ହେଉଛି। କିନ୍ତୁ ଏହା ଭିତରେ ସାମାଜିକ ଦୂରତ୍ୱ ମାନୁଛନ୍ତି କି ସବୁ ଦଳ, ସେମାନଙ୍କର ନେତା, କର୍ମୀ ? ବାଲେଶ୍ୱର ଓ ତିର୍ତ୍ତୋଲ...

ଗୋଟିଏ ଭିଡିଓ ପାଇଁ ଉତ୍ତରାଖଣ୍ଡ ସରକାରରେ ଝଡ଼ – ମୁଖ୍ୟମନ୍ତ୍ରୀଙ୍କ ନାଁରେ ଆସିଥିଲା ଭ୍ରଷ୍ଟାଚାର ଅଭିଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଲାଞ୍ଚ ନେଇଥିବା ଅଭିଯୋଗର ସିବିଆଇ ତଦନ୍ତ ପାଇଁ ନୈନିତାଲ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ସେଥିରେ ଆଜି ରୋକ ଲଗାଇଛନ୍ତି ସର୍ବୋଚ୍ଚ ଅଦାଲତ। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ...

ନବୀନଙ୍କ ଡିଜିଟାଲ ପ୍ରଚାର – ‘ବିଜେପୁର ପରି ବାଲେଶ୍ୱରର ବିକାଶ ଦାୟିତ୍ୱ ମୁଁ ନିଜେ ବୁଝିବି’

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ଉପନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କଲେ ନବୀନ।  “ବିଜେପୁର ପରି ବାଲେଶ୍ୱର ବିକାଶ ଦାୟିତ୍ୱ ମୁଁ ନିଜେ ବୁଝିବି। ଏଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ଆପଣମାନେ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ।...

ବିହାରରେ ଚର୍ଚ୍ଚା : ଏନ୍‌ଡିଏ ପ୍ରକୃତରେ ବିଜେପି-ଜେଡିୟୁ ନା ବିଜେପି-ଏଲ୍‌ଜେପି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିହାରରେ ଏନ୍‌ଡିଏ ପ୍ରକୃତରେ ବିଜେପି-ଜେଡିୟୁ ନା ବିଜେପି-ଏଲ୍‌ଜେପି? ମୋଦୀ ଚିରାଗଙ୍କ ବିରୋଧରେ ମୁହଁ ଖୋଲୁନାହାନ୍ତି। ଚିରାଗ ନିଜକୁ ମୋଦୀଙ୍କ ହନୁମାନ ବୋଲି କହି ବୁଲୁଛନ୍ତି। ତେବେ ବିଜେପି ସହ ଏଲ୍‌ଜେପିର କ’ଣ...

ନବୀନଙ୍କ ଡିଜିଟାଲ ପ୍ରଚାର – ‘ତିର୍ତ୍ତୋଲର ବିକାଶ ପାଇଁ ବିଜେଡିକୁ ଭୋଟ୍ ଦିଅନ୍ତୁ’

ଓଡ଼ିଶାଲାଇଭ୍ ବ୍ୟୁରୋ ଉପ ନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କଲେ ନବୀନ। “ତିର୍ତ୍ତୋଲ ଅଞ୍ଚଳର ବିକାଶ ପାଇଁ ଆପଣମାନେ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ। ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ”, ଉପ ନିର୍ବାଚନ ପାଇଁ ଡିଜିଟାଲ...

ପଦ୍ମଫୁଲ ଚିହ୍ନିତ ମାସ୍କ ପିନ୍ଧି ଅଡୁଆରେ ବିହାର କୃଷି ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଜନତା ପାର୍ଟିର ‘ପଦ୍ମ ଫୁଲ’ ଚିହ୍ନିତ ମାସ୍କ ପିନ୍ଧି ଭୋଟ୍ ଦେବାକୁ ଯିବା ବିହାରର କୃଷିମନ୍ତ୍ରୀଙ୍କୁ ମହଙ୍ଗା ପଡ଼ିଛି। ନିର୍ବାଚନ ଆଚରଣ ବିଧି ଉଂଲ୍ଲଘନ କରିଥିବାରୁ ତାଙ୍କ ବିରୋଧରେ ଏତଲା...

ବିହାରରେ ମୋଦୀଙ୍କ ମାରାଥନ ପ୍ରଚାର – ତେଜସ୍ୱୀ ଯାଦବଙ୍କୁ କହିଲେ ‘ଜଙ୍ଗଲରାଜର ଯୁବରାଜ’

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାର ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମାରାଥନ ପ୍ରଚାର ଅଭିଯାନ ଚଳାଇଛନ୍ତି। ପ୍ରଥମେ ଦରଭଙ୍ଗାରେ ମୋଦୀ ନିର୍ବାଚନୀ ରାଲି କରିବା ସହିତ ଏହାପରେ ମୁଜାଫରପୁର ଓ ପାଟଣାରେ ଲୋକଙ୍କୁ...