ବିହାର ନିର୍ବାଚନରେ ତେଜପ୍ରତାପଙ୍କ ନୂଆ ଅନ୍ଦାଜ୍ – କ୍ରିକେଟ ଖେଳି, ଜମିରେ ଚାଷ କରି ମାଗିଲେ ଭୋଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଥର ନିର୍ବାଚନୀ ପ୍ରଚାରରେ ତେଜପ୍ରତାପ ଯାଦବଙ୍କ ଦେଶୀ ଷ୍ଟାଇଲକୁ ନେଇ ସବୁଠି ଚର୍ଚ୍ଚା। ବିହାର ନିର୍ବାଚନରେ ଏଥର ସବୁଠୁ ଅଧିକ ଚର୍ଚ୍ଚିତ ହୋଇଛନ୍ତି ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ବଡ଼ପୁଅ ତେଜପ୍ରତାପ ଯାଦବ।...

ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ – ସାମଜିକ ଦୂରତା ରଖି ବୁଥ୍‌ରେ ପହଞ୍ଚିଲେ ଭୋଟର

  ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା କାଳରେ ବିହାରରେ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାର ୭୧ ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ଚାଲିଛି। ସବୁଠୁ ଖାସ କଥା କରୋନା ସତ୍ତ୍ୱେ...

ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ – ୧,୦୬୬ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାର ବିଧାନସଭା ନିର୍ବାଚନରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ବୁଧବାର ବିହାରରେ ୭୧ଟି ନିର୍ବାଚନ ମଣ୍ଡଳୀ ପାଇଁ ଭୋଟଗ୍ରହଣ ହେବ। ଯେଉଁଥିରେ ପ୍ରାୟ ୧,୦୬୬ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ...

ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଆଜି ଡିଜିଟାଲ ପ୍ରଚାର କରିବେ ନବୀନ

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ବର ୩ ତାରିଖରେ ବାଲେଶ୍ୱର, ତିର୍ତ୍ତୋଲରେ ହେବାକୁ ଯାଉଛି ଭୋଟ୍। ଏଥିପାଇଁ ଆଜି ବିଜେଡି ସୁପ୍ରିମୋ ତିର୍ତ୍ତୋଲରେ ଡିଜିଟାଲ ରାଲି କରିବେ।ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଓ କାଲି ଦୁଇ...

ବିହାର ନିର୍ବାଚନୀ ଦୃଶ୍ୟପଟ୍ଟରେ କେଉଁଠି କହ୍ନୈୟା କୁମାର ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିହାର ନିର୍ବାଚନୀ ମଇଦାନରେ ଚିରାଗ ପାଶ୍ୱାନ, ତେଜସ୍ୱୀ ଯାଦବ, ତେଜ୍ ପ୍ରତାପ, ପୁଷ୍ପମ ପ୍ରିୟା ଚୌଧୁରୀଙ୍କ ଭଳି ଏବେ ଅନେକ ଯୁବନେତାଙ୍କୁ ନେଇ ଚର୍ଚ୍ଚା। କିନ୍ତୁ ଏକଦା ଜାତୀୟ ରାଜନୀତି ଦୃଶ୍ୟପଟ୍ଟରେ...

ଦ୍ୱନ୍ଦ୍ୱରେ ନୀତୀଶ – ବଦଳିଯିବ କି ବିହାର ସମୀକରଣ !

କମଳାକାନ୍ତ ପତି ଏଲ୍‌ଜେପି ନେତା ଚିରାଗ ପାଶ୍ୱାନଙ୍କ ସହ ବିଜେପି ନେତୃତ୍ୱରେ ଘନିଷ୍ଠତା, ଆରଜେଡି ନେତା ତେଜସ୍ୱୀଙ୍କ ପ୍ରଚାର ସମାବେଶରେ ବିପୁଳ ଜନସମାଗମ, ଜେଡିୟୁ ଜନସଭାରେ ଲାଲୁ ପ୍ରସାଦ ଯାଦବଙ୍କ ଜିନ୍ଦାବାଦ ଧ୍ୱନି। ଏସବୁ...

ବାଲେଶ୍ୱର, ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରିବେ ନବୀନ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରିବେ ନବୀନ। ଆସନ୍ତାକାଲି ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନବୀନ ପଟ୍ଟନାୟକ ଡିଜିଟାଲ  ଜରିଆରେ ପ୍ରଚାର କରିବେ। ଏହାର ପରଦିନ ଅର୍ଥାତ...

କାହାର ହେବ ତିର୍ତ୍ତୋଲ – ଶଙ୍ଖ ବାଜିବ ନା ପଦ୍ମ ଫୁଟିବ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ କଂଗ୍ରେସର ଦୁର୍ଗ ଥିଲା ତିର୍ତ୍ତୋଲ ବିଧାନସଭା ଆସନ। ହେଲେ ଏହି ଦୁର୍ଗ ୨୦୦୦ ମସିହାରୁ ଭାଙ୍ଗି ଯାଇଛି। ବିଜୁ ଜନତା ଦଳ ଏହି ଆସନରେ ଲଗାତର ୧୫ ବର୍ଷ ହେଲା...

ସମସ୍ତଙ୍କୁ ମାଗଣାରେ ମିଳିବ କୋଭିଡ୍ ଟିକା, ଜଣକ ପାଇଁ ଖର୍ଚ୍ଚ ହେବ ୫୫୦ ଟଙ୍କା – କେନ୍ଦ୍ରମନ୍ତ୍ରୀ ପ୍ରତାପ...

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ୍ ଟିକାକୁ ନେଇ ସାରା ଦେଶରେ ଏବେ ରାଜନୀତି ଜୋର୍ ଧରିଛି। ଦେଶବାସୀଙ୍କୁ ମାଗଣାରେ କୋଭିଡ୍ ଟିକା ଦିଆଯିବ କି ନାହିଁ ତାକୁ ନେଇ ବିରୋଧୀମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ...

ବାଲେଶ୍ୱରରେ ଜମୁଛି ପ୍ରଚାର – ଡେରା ପକାଇଛନ୍ତି ବିଜେପି, ବିଜେଡିର ହେଭିୱଟ ନେତା

ସରୋଜ କୁମାର ମହାପାତ୍ର ବାଲେଶ୍ୱର ଏବେ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ। ଜିତିବା ପାଇଁ ଚାଲିଛି ଅଙ୍କକଷା। ସାଧାରଣ ନିର୍ବାଚନର ୧୮ ମାସ ପରେ ଓଡ଼ିଶା ଆଉ ଦୁଇଟି ଉପ-ନିର୍ବାଚନକୁ ସାମ୍ନା କରିଛି।...