ବିହାରରେ ଆରମ୍ଭ ହେଲା ‘ପିଆଜ ପଲିଟିକ୍ସ’, ପିଆଜ ମାଳ ଧରି ନୀତୀଶଙ୍କୁ ଟାର୍ଗେଟ କଲେ ତେଜସ୍ୱୀ ଯାଦବ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଦେଶରେ ଏବେ ପିଆଜ ଦର ହୁ ହୁ ହୋଇ ବଢ଼ିଚାଲିଛି। କରୋନା କାଳରେ ପିଆଜର ଏହି ଦରବୃଦ୍ଧି ଖାଉଟିଙ୍କୁ ଅଧିକ ଦହଗଞ୍ଜ କରୁଛି। ଅନ୍ୟପଟେ ପିଆଜର ଏହି ଦରବୃଦ୍ଧି ଯୋଗୁ...
ରଣେନ୍ଦ୍ରଙ୍କୁ ବିଷ୍ଣୁ ସେଠୀଙ୍କ ଜବାବ – ‘‘ପ୍ରଧାନମନ୍ତ୍ରୀ ହାତଖୋଲି ଓଡ଼ିଶାକୁ ସାହାଯ୍ୟ କରିଛନ୍ତି”
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଟିକା ନେଇ ୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କରିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ବିରୋଧୀ ଦଳ...
୨ କେନ୍ଦ୍ରମନ୍ତ୍ରୀଙ୍କୁ ରଣେନ୍ଦ୍ରଙ୍କ ପ୍ରଶ୍ନ – ବିହାରକୁ ମାଗଣା ଟିକା ଦେବାକୁ ପ୍ରତିଶ୍ରୁତି ହେଲେ ଓଡ଼ିଶାକୁ କାହିଁକି ନୁହେଁ?
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଗଣା କରୋନା ଟିକା ପ୍ରସଙ୍ଗ ଉଠାଇ ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।
‘‘ଯଦି...
ବାଲେଶ୍ୱର ନିର୍ବାଚନୀ ପାଣିପାଗରେ ଉଷ୍ମତା ଭରିଲା ‘ସୁଯୋଗ ରାଜନୀତି’ !
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜନୀତିରେ ଜଣେ ନେତାଙ୍କ ମୃତ୍ୟୁ କାହା ପାଇଁ ସୁଯୋଗ ହୋଇପାରେ କି ? ଏଭଳି ପ୍ରଶ୍ନ ଏବେ ବାଲେଶ୍ୱର ନିର୍ବାଚନୀ ରାଜନୀତିକୁ ଉଷ୍ମ କରିଛି। ରଣେନ୍ଦ୍ରଙ୍କ ବୟାନ ପରେ ବିଜେଡିକୁ ଟାର୍ଗେଟ୍...
ବିହାର ଭୋଟ୍ ପୂର୍ବରୁ ଏନଡିଏର ଅଡୁଆ ବଢ଼ିଲା – ୭ ଜଣ ନେତା କରୋନା ପଜିଟିଭ୍ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅକ୍ଟୋବର ୨୮ ତାରିଖରୁ ବିହାରରେ ବିଧାନସଭା ପାଇଁ ଭୋଟଗ୍ରହଣ ହେବ। ଏହାପୂର୍ବରୁ କିନ୍ତୁ ଏନଡିଏ ପାଇଁ ଅଡୁଆ ବଢ଼ିଯାଇଛି। ଦଳର ୭ ଜଣ ବରିଷ୍ଠ ନେତା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।...
ବାଲେଶ୍ୱର ଉପନିର୍ବାଚନ – ପ୍ରଚାର ମଇଦାନରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର, ରାଜ୍ୟରେ ଚାଲିଛି ସମ୍ବେଦନହୀନ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ଉପ ନିର୍ବାଚନ ପ୍ରଚାରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ବାଲେଶ୍ୱର ଉପ ନିର୍ବାଚନ ପ୍ରଚାରରେ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ସରକାର...
ଓଡ଼ିଶାବାସୀଙ୍କ ପ୍ରତି ସମ୍ବେଦନଶୀଳ ନୁହନ୍ତି ରାଜ୍ୟ ସରକାର : ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସମୟରେ ଓଡ଼ିଶାବାସୀଙ୍କ ପାଇଁ କେନ୍ଦ୍ର ସମ୍ବେଦନଶୀଳ ଥିବାବେଳେ ରାଜ୍ୟ ସରକାର ସମ୍ବେଦନହୀନତାର ପରିଚୟ ଦେଇଛନ୍ତି। ତିର୍ତ୍ତୋଲ ଉପନିର୍ବାଚନ ପାଇଁ ହୋଇଥିବା ଭର୍ଚୁଆଲ ରାଲିରେ ବିଜେଡି ସରକାରଙ୍କୁ ସମ୍ବେଦନହୀନ କହି ଟାର୍ଗେଟ୍...
ପ୍ରତିଶ୍ରୁତି ବିନା ସମ୍ଭବ କି ଭୋଟ୍ ଲଢ଼େଇ !
କମଳାକାନ୍ତ ପତି
ଶାସକ ହୁଅନ୍ତୁ କି ବିରୋଧୀ ଦଳ, ନିର୍ବାଚନ ବେଳେ ବିନା ପ୍ରତିଶ୍ରୁତିରେ ମୈଦାନଙ୍କୁ ଓହ୍ଲାଇବା ସମ୍ଭବ ନୁହେଁ। ଗଣତନ୍ତ୍ର ଶାସନର ଆରମ୍ଭ କାଳରୁ ଏହି ଧାରା ଅବ୍ୟାହତ ରହି ଆସିଛି। ଭୋଟ୍...
ନବେ ବର୍ଷରେ ଲଢୁଛନ୍ତି ନିର୍ବାଚନ – ଚର୍ଚ୍ଚାରେ ବାଲେଶ୍ୱରର ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉପ ନିର୍ବାଚନ ପାଇଁ ଏବେ ବାଲେଶ୍ୱର ରାଜନୀତି ସରଗରମ। ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରଚାର ମଇଦାନରେ ମଧ୍ୟ ରାଜ୍ୟର ବିଭିନ୍ନ ହେବିୱେଟ୍ ନେତାମାନଙ୍କୁ ଦେଖିବାକୁ ମିଳୁଛି। ବିଜେପି ଏଠାରେ ନିଜର...
ଏନଡିଏ ହାତ ଛାଡ଼ିଲା ଗୁର୍ଖା ଜନମୁକ୍ତି ମୋର୍ଚ୍ଚା – ଆସନ୍ତା ନିର୍ବାଚନରେ ଟିଏମସିକୁ ସମର୍ଥନ ଘୋଷଣା
ଓଡ଼ିଶାଲାଇଭ ବ୍ୟୁରୋ
୨୦୨୧ରେ ହେବ ପଶ୍ଚିମବଙ୍ଗ ନିର୍ବାଚନ। ଗୋଟିଏ ପଟେ ପଶ୍ଚିମବଙ୍ଗ ହାତେଇବା ପାଇଁ ବିଜେପି ଶକ୍ତି ସଂଗ୍ରହ କରୁଥିବା ବେଳେ ଗୁର୍ଖା ଜନମୁକ୍ତି ମୋର୍ଚ୍ଚା ହାତ ଛାଡ଼ିବା ପରେ ବିଜେପିକୁ ବଡ଼ ଝଟକା...




















