ଅଫିସ ସିଲ୍ ଘଟଣାକୁ ପୁଣି ବେଆଇନ କହିଲେ ଅପରାଜିତା, ସରକାରଙ୍କ ବିରୋଧରେ ଯିବେ କି କୋର୍ଟ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବିଏମ୍‌ସି ପକ୍ଷରୁ ଗତ ଶନିବାର ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ୍‌କୁ ୧୫ ଦିନ ପାଇଁ ସିଲ୍ କରି ଦିଆଯାଇଥିଲା। କିନ୍ତୁ ଏହାକୁ ପୁଣିଥରେ ବେଆଇନ...

ନୂଆ କୃଷି ଆଇନ୍ ଯଦି ଭଲ, କୃଷକଙ୍କୁ ଡର କାହିଁକି?

କମଳାକାନ୍ତ ପତି ବିରୋଧୀଙ୍କୁ ପାଲଟା ଜବାବ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ କହୁଛନ୍ତି, ତାଙ୍କ ସରକାର କୃଷକମାନଙ୍କର ଭଲ ଚାହୁଁଥିବାରୁ ବିରୋଧୀଙ୍କର ରାଗ। ଯଦି ଏହା ସତ୍ୟ, ତେବେ ସରକାର ନୂଆ କୃଷି ବିଲ୍ ପ୍ରଣୟନ...

ଅନୁଭବଙ୍କୁ ମହଙ୍ଗା ପଡ଼ିଲା କି ଘରକଳି? – ବିଜେଡି ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ନାହାନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି। ଏହାପୂର୍ବରୁ ସବୁ ଦଳ ଏବେ...

ତିର୍ତ୍ତୋଲ ଉପନିର୍ବାଚନ – ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ। ଉପଜିଲ୍ଲାପାଳଙ୍କ ଅଫିସରେ ପ୍ରାଥିର୍ପତ୍ର ଦାଖଲ ସମୟରେ ତାଙ୍କ ସହିତ ବହୁ...

ନବୀନ ପଟ୍ଟନାୟକ – ଏବେ ବି ବିରୋଧୀଙ୍କ ପାଇଁ ରାଜନୈତିକ ବିସ୍ମୟ!

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଦିନେ ରାଜନୀତିରେ ନବୀନ ଥିବା ନବୀନ ପଟ୍ଟନାୟକ ଆଜି ବିରୋଧୀଙ୍କ ପାଇଁ ପାଲଟିଛନ୍ତି ଏକ ଅଭେଦ୍ୟ ଦୁର୍ଗ! ୭୫ ବର୍ଷ ବୟସରେ ପାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ପାଇଁ ନବୀନ...

ଜଷ୍ଟିସ୍ ରମନ୍ନାଙ୍କୁ ରୋକିବାକୁ ରାଜନୈତିକ ଉଦ୍ୟମ!

କମଳାକାନ୍ତ ପତି ଜଣେ ବିଚାରପତିଙ୍କ ବିରୋଧରେ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ସାଂଘାତିକ ଅଭିଯୋଗ ଆଣିଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ ରେଡ୍ଡୀ। ଏହା ପଛରେ ରାଜନୈତିକ ଷଡ଼ଯନ୍ତ୍ରର ଗନ୍ଧ ବାରିଲାଣି ରାଜନୈତିକ ମହଲ। ଦେଶର...

ସନ୍ଧ୍ୟା ହୋଇଯିବାରୁ ପୂର୍ବତନ ବାଚସ୍ପତି ଶରତ କରଙ୍କୁ ଦିଆଯାଇପାରିଲାନି ଗାର୍ଡ ଅଫ୍ ଅନର : ଆଇନ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତନ ବାଚସ୍ପତି ଶରତ କରଙ୍କୁ ଗାର୍ଡ ଅଫ୍ ଅନର ଦିଆନଯିବା ପ୍ରସଙ୍ଗରେ ଗୁରୁବାର ଆଇନ ମନ୍ତ୍ରୀ ପ୍ରତାପ ଜେନା ଜବାବ ରଖିଛନ୍ତି। ସନ୍ଧ୍ୟା ହୋଇଯାଇଥିବା ଯୋଗୁ ଗାର୍ଡ ଅଫ୍ ଅନର ଦିଆଯାଇ...

ବାଲେଶ୍ୱର ଉପନିର୍ବାଚନ – ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱର ଉପନିର୍ବାଚନ ପାଇଁ ଗୁରୁବାର ବିଜେଡି ପ୍ରାର୍ଥୀ ଓ କଂଗ୍ରେସ ପ୍ରାର୍ଥୀ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବାଲେଶ୍ୱର ଉପଜିଲ୍ଲାପାଳଙ୍କ ଅଫିସରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଓ କଂଗ୍ରେସ ପ୍ରାର୍ଥୀ...

ମୋଦୀଙ୍କ ସ୍ମାରକୀ ମୁଦ୍ରା ରାଜନୀତି – ବିଜେପିକୁ ଘାରିଛି ମଧ୍ୟପ୍ରଦେଶ ଚିନ୍ତା

କମଳାକାନ୍ତ ପତି ବହୁ କଷ୍ଟରେ ହାତକୁ ଆସିଥିବା ରାଜ୍ୟ ମଧ୍ୟପ୍ରଦେଶ ପୁନର୍ବାର ହାତଛଡ଼ା ହୋଇ ନ ଯାଉ। ୨୦୨୩ ପର୍ଯ୍ୟନ୍ତ ଶିବରାଜ ସିଂହ ଚୌହାନ କ୍ଷମତା ବଜାୟ ରଖନ୍ତୁ – ତାହା ଏବେ ଶାସକ...

ଉପ ନିର୍ବାଚନରେ ଭୋଟର ନୂଆ ମୁହଁକୁ ପସନ୍ଦ କରିବେ କି?

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ନଭମ୍ବର ୩ ତାରିଖରେ ଓଡ଼ିଶାର ଦୁଇଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନ ପାଇଁ ତିନୋଟି ଯାକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ...