ଓଡ଼ିଶା କଂଗ୍ରେସ ରାଜନୀତି – ଗପ ଚାଲିଥିବ, ନା କିଛି ବଦଳିବ?
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ୱାର୍କିଂ କମିଟିରେ ଅଦଳବଦଳ ହୋଇସାରିଛି। ଯେତେବେଳେ ବି ଦିଲ୍ଲୀରେ କିଛି ବି ପରିବର୍ତ୍ତନ ହୁଏ, ସେତେବେଳେ ଓଡ଼ିଶା କଂଗ୍ରେସର ନେତୃତ୍ୱ ବଦଳ ପାଇଁ ଆଲୋଚନା ହୁଏ। ଅଧିକ ଆଲୋଚନା କଂଗ୍ରେସ...
ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ହରିବଂଶ ନାରାୟଣ ସିଂହ ନିର୍ବାଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭାର ନୂଆ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ହରିବଂଶ ନାରାୟଣ ସିଂହ। ବାଚନିକ ଭୋଟରେ ସେ ଦ୍ୱିତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।
ଆଜି କରୋନା ସଙ୍କଟ ମଧ୍ୟରେ...
ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ଆଜି ୩ ମାସ ପୂରିଲା: ୪ ରାଜ୍ୟର ରାଜନୀତିରେ ଉତ୍ତେଜନା ଭରିଛି ଏହି ବିବାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁର ୩ ମାସ ପରେ ଏହି ଘଟଣା ଥମିବା ପରିବର୍ତ୍ତେ ବର୍ତ୍ତମାନ ଦେଶର ୪ଟି ରାଜ୍ୟର ରାଜନୀତିକୁ ସରଗରମ କରିବାରେ ଲାଗିଛି। ଜୁନ୍...
ନୂଆ କଂଗ୍ରେସ ୱାର୍କିଂ କମିଟି – ପରିବର୍ତ୍ତନ ନା ସୋନିଆଙ୍କ ପ୍ରତିଶୋଧ!
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆ କଂଗ୍ରେସ ୱାର୍କିଂ କମିଟି ଗଠନ କରିଛନ୍ତି ସୋନିଆ ଗାନ୍ଧୀ। ତେବେ କମିଟିର ରୂପରେଖ ଆଉ ପରିବର୍ତ୍ତନକୁ ଦେଖିଲେ କେଉଁଠି ନା କେଉଁଠି ଚିଠି ଲେଖକଙ୍କ ବିରୋଧରେ ସୋନିଆ ଗାନ୍ଧୀ ପ୍ରତିଶୋଧ...
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ଘୋଷଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ ଦେବ ବିଜେଡି। ଏନେଇ ସୋମବାର ଦଳର ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
ଆଜିଠୁ କରୋନା କଟକଣା ଭିତରେ ସଂସଦର...
ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାରର ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂ। ଦିଲ୍ଲୀ ଏମ୍ସରେ ୭୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି।
ରଘୁବଂଶଙ୍କୁ ଏମ୍ସର ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା।...
ବଦଳିଲେ କଂଗ୍ରେସ ପ୍ରଭାରୀ, ବଦଳିବେ କି ପିସିସି ସଭାପତି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ବଦଳି ପରେ ଏବେ ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋରଦାର।
ବଦଳିବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି! ଏମିତି ଚର୍ଚ୍ଚା ଗତକାଲି ରାତିରୁ...
ବାଲେଶ୍ୱର ସଦର, ତିର୍ତ୍ତୋଲରେ ଉପ-ନିର୍ବାଚନ: ଜାଣନ୍ତୁ ପ୍ରାର୍ଥୀ ରେସରେ କେଉଁ ନେତା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାଣନ୍ତୁ, କାହାକୁ ମିଳିବ ଉପ-ନିର୍ବାଚନ ଟିକେଟ୍?
ଓଡ଼ିଶାରେ ଖାଲିପଡ଼ିଥିବା ଦୁଇଟି ବିଧାନସଭା ଆସନ ବାଲେଶ୍ୱର ଓ ତିର୍ତ୍ତୋଲରେ ନଭେମ୍ବର ୨୯ ତାରିଖ ପୂର୍ବରୁ ଉପ-ନିର୍ବାଚନ ହେବ। ନିର୍ବାଚନ କମିସନ ପକ୍ଷରୁ ଏଭଳି ସୂଚନା...
ରାହୁଲଙ୍କୁ ଦୃଷ୍ଟିରେ ରଖି ନୂଆ ଟିମ୍: ଯୁବନେତା ଓ ବିଶ୍ୱସ୍ତଙ୍କୁ ପଦୋନ୍ନତି, ବାଦ୍ ପଡ଼ିଲେ ବିଦ୍ରୋହୀ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଭାରତୀୟ ଜାତୀୟ କଂଗ୍ରେସରେ ଗତ କିଛିଦିନ ଧରି ଚିଠିକୁ ନେଇ ଅନେକ ବିଦ୍ରୋହ ଓ ବିବାଦର ସୂତ୍ରପାତ ହୋଇଥିଲା। ଏହି ଚିଠି ପଛରେ ଥିଲା ନେତୃତ୍ୱ ପରିବର୍ତ୍ତନ ପାଇଁ ସ୍ୱର।...
ବିହାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନଡ୍ଡା, ନିର୍ବାଚନରେ ସିଟ୍ ବୁଝାମଣାକୁ ନେଇ ଆଲୋଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାର ବିଧାନସଭାକୁ ନେଇ ଏବେ ଶାସକ ଓ ବିରୋଧୀ ମଧ୍ୟରେ ଅଙ୍କ କଷାକଷି ଚାଲିଛି। ଅନ୍ୟପଟେ ଆଜି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟି ତାଙ୍କ...




















