ବିଜେପି କହିଲା, ବିଦେଶରେ ଛୁଟି କାଟୁଛନ୍ତି ରାହୁଲ ଗାନ୍ଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବେ ଦେଶରେ ନାହାନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି। ଦଳର ମୁଖପାତ୍ର ସମ୍ବିତ ପାତ୍ର ଦାବି କରିଛନ୍ତି ଯେ, ରାହୁଲ ଏବେ ବିଦେଶରେ ଛୁଟି...
ଦୁଇ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ
ଓଡିଶାଲାଇଭ୍ ବ୍ୟୁରୋ
ଯଦିଓ ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ଓଡ଼ିଶାର ଦୁଇଟି ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ, କଂଗ୍ରେସ ଦଳର ପ୍ରାର୍ଥୀ ଚୟନ ପ୍ରକ୍ରିୟା କିନ୍ତୁ ଆରମ୍ଭ ହୋଇଯାଇଛି। ଏଥିପାଇଁ ଦଳ ପକ୍ଷରୁ...
ରାଜକୋଷ ଉପରେ କରୋନା ମାଡ଼ – ରାଜ୍ୟ ସରକାରଙ୍କୁ ଘାରିଲା ଟଙ୍କା ଚିନ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ, ମେ’ ମାସରେ ରାଜସ୍ୱ ଆଦାୟ ୭୦ ପ୍ରତିଶତ ହ୍ରାସ
ଜୁନ୍, ଜୁଲାଇରେ ୨୦ ପ୍ରତିଶତ କମିଲା
କୋଭିଡ୍ ପରିଚାଳନା ପାଇଁ ଗତ ସାଢ଼େ ୪ ମାସରେ ଖର୍ଚ୍ଚ ହେଲାଣି...
ଆଜି ଶପଥ ନେବେ ବିଜେଡିର ଚାରି ରାଜ୍ୟସଭା ସାଂସଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଜେଡିର ଚାରି ସଦସ୍ୟ ଆଜି ସାଂସଦ ଭାବେ ଶପଥ ନେବେ। ସଂସଦର ହାଉସ ଅଫ୍ ଚାମ୍ବରରେ ସେମାନେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ।
ଗତ ମାର୍ଚ୍ଚ...
କୋଭିଡ୍ ପରିଚାଳନା – ଖୋର୍ଦ୍ଧା ଓ କଟକ ଜିଲ୍ଲା ପାଇଁ ୩୦ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଜିଲ୍ଲା ପାଇଁ ୧୫ କୋଟି
ଖୋର୍ଦ୍ଧା ଜିଲ୍ଲା ପାଇଁ ୧୫ କୋଟି
କୋଭିଡ କେୟାର ହୋମ୍ ପରିଚାଳନା ପାଇଁ ୨୦ କୋଟି ୬୪ ଲକ୍ଷ
ଖୋର୍ଦ୍ଧା ଓ କଟକ ଜିଲ୍ଲାରେ...
ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶ – ଜୁଲାଇ ୨୪ ଯାଏଁ ସଚିନଙ୍କ ଉପରେ ହେବନି କାର୍ଯ୍ୟାନୁଷ୍ଠାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜନୈତିକ ସଙ୍କଟ ମଧ୍ୟରେ ମଙ୍ଗଳବାର ରାଜସ୍ଥାନ ହାଇକୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଆବେଦନ ଉପରେ ଶୁଣାଣୀ କରିଛନ୍ତି। ବିଧାନସଭା ବାଚସ୍ପତିଙ୍କ ନୋଟିସ ବିରୋଧରେ ପାଇଲଟ କରିଥିବା ଆବେଦନର ଶୁଣାଣି କରି...
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଗୋଟିଏ ଦିନର ଦରମା ଦାନ କଲେ ସଂସ୍କୃତି ବିଭାଗ କର୍ମଚାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ କର୍ମଚାରୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୫ ଲକ୍ଷ ୧୭ ହଜାର ୭୧୭ ଟଙ୍କା ଚେକ୍ ଆକାରରେ ପ୍ରଦାନ କରାଯାଇଛି। ବିଭାଗୀୟ ପ୍ରମୁଖ...
ରାଜସ୍ଥାନ ରାଜନୀତିକୁ ନେଇ ବସୁନ୍ଧରା ରାଜେ କହିଲେ, “କରୋନା ବେଳେ ସରକାର ନିଜ ସୁରକ୍ଷାରେ ଲାଗିଛନ୍ତି”
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜସ୍ଥାନ ରାଜନୀତିରେ ଅସ୍ଥିରତା ଚାଲିଥିଲା ବେଳେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ବସୁନ୍ଧରା ରାଜେ। ଟୁଇଟ କରି କଂଗ୍ରେସକୁ ସମାଲୋଚନା...
୧୦ ସାଙ୍ଗଠନିକ ଜିଲ୍ଲାର ଯୁବ କଂଗ୍ରେସ କମିଟି ସଭାପତିଙ୍କ ନାଁ ଘୋଷଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କା ୧୦ଟି ସାଙ୍ଗଠନିକ ଜିଲ୍ଲାର ଯୁବ କଂଗ୍ରେସ କମିଟି ସଭାପତିଙ୍କ ନାଁ ଘୋଷଣା କରିଛନ୍ତି। ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟିର...
ଓଡ଼ିଶା ପବ୍ଲିକ ଲାଇବ୍ରେରୀ ଫଣ୍ଡକୁ ଅର୍ଥ ଦାନ କଲେ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପବ୍ଲିକ ଲାଇବ୍ରେରୀ ଫଣ୍ଡକୁ ଅର୍ଥ ଦାନ କଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ। ସେ ବ୍ୟକ୍ତିଗତ ଭାବେ ଏହି ଫଣ୍ଡକୁ...




















