କରୋନା ସମୟରେ କିପରି ହେବ ନିର୍ବାଚନ ପ୍ରଚାର? ପରାମର୍ଶ ଲୋଡ଼ିଲେ ନିର୍ବାଚନ ଆୟୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣ ସମୟରେ କିପରି ନିର୍ବାଚନ ପ୍ରଚାର ହେବ ସେନେଇ ସବୁ ରାଜନୈତିକ ଦଳଠାରୁ ପରାମର୍ଶ ଲୋଡ଼ିଛନ୍ତି ନିର୍ବାଚନ ଆୟୋଗ। ଏ ସମ୍ପର୍କରେ ସବୁ ଜାତୀୟ ଓ ଆଞ୍ଚଳିକ ଦଳକୁ ସେମାନଙ୍କ...
ବାବା ଅମରନାଥଙ୍କ ଦର୍ଶନ କଲେ ରାଜନାଥ ସିଂ, ଉପ ରାଜ୍ୟପାଳ ମୁର୍ମୁଙ୍କ ସହ କରିବେ ଆଲୋଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ସୀମାର ସ୍ଥିତି ସମୀକ୍ଷା ପାଇଁ ଗତ କାଲି ଲଦାଖ ଗସ୍ତ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏଲଏସିଠାରେ ଭାରତୀୟ ଯବାନଙ୍କ ଯୁଦ୍ଧାଭ୍ୟାସର ନିରୀକ୍ଷଣ କରିବା ସହ ଭାରତର ଗୋଟିଏ ଇଞ୍ଚ...
ରାଜସ୍ଥାନ ହାଇକୋର୍ଟଙ୍କ ଶୁଣାଣି : ଜୁଲାଇ ୨୧ ଯାଏଁ ବିଦ୍ରୋହୀ ବିଧାୟକଙ୍କ ଉପରେ ହେବନି କାର୍ଯ୍ୟାନୁଷ୍ଠାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜସ୍ଥାନ ହାଇକୋର୍ଟରେ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ ଆଜି ଶୁଣାଣି ଶେଷ ହୋଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର ଅର୍ଥାତ ଜୁଲାଇ ୨୦ରେ ହେବ। ସେପଟେ ହାଇକୋର୍ଟ ବିଦ୍ରୋହୀ...
ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପାଇଁ ବଡ଼ ଘୋଷଣା – କରୋନା ଡ୍ୟୁଟି ବେଳେ ମୃତ୍ୟୁ ହେଲେ ପରିବାରକୁ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗଧାଡ଼ିର କରୋନା ଯୋଦ୍ଧା ସାଜିଥିବା ଅଙ୍ଗନବାଡ଼ି ଏବଂ ଆଶା କର୍ମୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। କରୋନା ଡ୍ୟୁଟି ବେଳେ ଯଦି କୌଣସି ଅଙ୍ଗନବାଡ଼ି କିମ୍ବା ଆଶା କର୍ମୀଙ୍କର...
ହାଇକୋର୍ଟଙ୍କ ଶୁଣାଣି ପୂର୍ବରୁ ସଚିନଙ୍କୁ ଝଟକା – ଦଳରୁ ବିଦା ହେଲେ ୨ ବିଧାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଇକୋର୍ଟରେ ସଚିନ ପାଇଲଟଙ୍କ ଆବେଦନର ଶୁଣାଣି ହେବା ପୂର୍ବରୁ ପାଇଲଟଙ୍କ ୨ ସମର୍ଥକ ବିଧାୟକ ଭମ୍ବର ଲାଲ୍ ଏବଂ ବିଶ୍ଵେନ୍ଦ୍ର ସିଂହଙ୍କୁ ଦଳରୁ ନିଲମ୍ବନ କଲା କଂଗ୍ରେସ।
ଯୁବନେତା ସଚିନ ପାଇଲଟଙ୍କ ବିଦ୍ରୋହକୁ...
ଓଡ଼ିଶା କଂଗ୍ରେସର କେବେ ହେବ ନବକଳେବର?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଚାହିଁ ରହିଛନ୍ତି ରାଜ୍ୟ କଂଗ୍ରେସର ନେତା।
(ଭୁବନେଶ୍ୱରରୁ ସରୋଜ ମହାପାତ୍ର): ଗତ ପାଞ୍ଚ ଦିନ ତଳେ ପଟିଆଲା ସଂପ୍ରଦାୟର ନେତା ହାର୍ଦ୍ଦିକ ପଟେଲଙ୍କୁ ଗୁଜରାଟ କଂଗ୍ରେସରେ କାର୍ଯ୍ୟକାରୀ...
ବିଜେଡିର ୩୬ ସାଧାରଣ ସମ୍ପାଦକ – ବ୍ୟୋମକେଶ ରାୟଙ୍କୁ ଛାତ୍ର, ପ୍ରଣବ ବଳବନ୍ତରାୟଙ୍କୁ ଯୁବ ବ୍ୟାପାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୁ ଜନତା ଦଳ ପକ୍ଷରୁ ୪୬ ସାଧାରଣ ସମ୍ପାଦକଙ୍କ ତାଲିକା ଘୋଷଣା କରାଯାଇଛି। ଏହି ପଦବୀରେ ଯୁବ ଚେହେରାଙ୍କୁ ଅଗ୍ରାଧିକାର ଦିଆଯାଇଛି। ସାଧାରଣ ସମ୍ପାଦକ ସହ ବିଭିନ୍ନ ଦାୟିତ୍ୱ ମଧ୍ୟ ପ୍ରଦାନ...
ରାଜସ୍ଥାନ ହାଇକୋର୍ଟର ଦ୍ୱାରସ୍ଥ ହେଲେ ପାଇଲଟ, ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜସ୍ଥାନ ରାଜନୀତିରେ ଚାଲିଥିବା ‘କ୍ଷମତା ଯୁଦ୍ଧ’ ଏବେ ରୋଚକପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଛି। ପାଇଲଟ ଓ ତାଙ୍କର ୧୯ ଅନୁଗତ ବିଧାୟକଙ୍କୁ ବାଚସ୍ପତି ନୋଟିସ୍ କରିବା ପରେ ଆଜି ପାଇଲଟ ଏହାକୁ...
ପାଇଲଟଙ୍କୁ ଫେରାଇ ଆଣିବାକୁ କଂଗ୍ରେସର ପ୍ରୟାସ, ମଧ୍ୟସ୍ଥି ସାଜିଲେ ପ୍ରିୟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜସ୍ଥାନ ରାଜନୀତିରେ ପ୍ରତିଦିନ ନୂଆ ନୂଆ କଥା ପଦାକୁ ଆସୁଛି। ଯୁବନେତା ସଚିନ ପାଇଲଟଙ୍କୁ କଂଗ୍ରେସ ଗତ ୧୪ ତାରିଖରେ ଦଳରୁ ବିଦା କରିଥିଲା। ହେଲେ ଏହି ଘଟଣାରର ଦୁଇ ଦିନ...
କିଏ ହେବେ କଂଗ୍ରେସ ଅଧ୍ୟକ୍ଷ? ଅଗଷ୍ଟ ୧୦ରେ ଶେଷ ହେଉଛି ସୋନିଆ ଗାନ୍ଧୀଙ୍କ କାର୍ଯ୍ୟକାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଗଷ୍ଟରେ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସୋନିଆଙ୍କ ପରେ କଂଗ୍ରେସର ମଙ୍ଗ କିଏ ଧରିବ ତାକୁନେଇ ଏବେଠୁ ଚର୍ଚ୍ଚା ଜୋର୍ ଧରିଛି। ଅଗଷ୍ଟ ୧୦ ତାରିଖ ସୁଦ୍ଧା ଯଦି କଂଗ୍ରେସ...



















