ସଚିନ ପାଇଲଟ ଏବେ ‘ନା ଘରକେ ନା ଘାଟକେ’…

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନ ରାଜନୀତିରେ ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ଯେଉଁ ଶୀତଳ ଯୁଦ୍ଧ ଚାଲିଥିଲା ତାହାର ବହୁ ରୋଚକ କାହାଣୀ ଏବେ ପଦାକୁ ଆସିବାରେ ଲାଗିଛି। କଂଗ୍ରେସ ରାଜନୀତିରେ ମାହିର ଅଶୋକ ଗେହଲଟଙ୍କୁ...

ସଚିନ ପାଇଲଟଙ୍କୁ ନୋଟିସ୍ କଲେ ବାଚସ୍ପତି, ୧୭ ସୁଦ୍ଧା ଉତ୍ତର ଦେବାକୁ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନ ରାଜନୀତିରେ ଏବେ ଯୁବନେତା ସଚିନ ପାଇଲଟଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଅଡୁଆ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଗତକାଲି ଦଳରୁ ବିଦା ହେବା ପରେ ଆଜି ବାଚସ୍ପତିଙ୍କ ପଟରୁ...

ବିଜେପିରେ ସାମିଲ ହେବେନି ସଚିନ ପାଇଲଟ୍ – କହିଲେ, “ମୁଁ ଏବେ ବି କଂଗ୍ରେସ କାର୍ଯ୍ୟକର୍ତ୍ତା”

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜସ୍ଥାନ ପ୍ରଦେଶ କଂଗ୍ରେସ ସଭାପତି ଓ ଉପ-ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ସଚିନ ପାଇଲଟ। ଗଣମାଧ୍ୟମରେ ସେ ବିଜେପିରେ ସାମିଲ ହେବା ନେଇ...

କଂଗ୍ରେସରେ ରାହୁଲ ଗାନ୍ଧୀଙ୍କ କଥା ରହୁନି କି?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ରାହୁଲ ଗାନ୍ଧୀଙ୍କ ଯୁବ ଟିମ୍‌ ଉପରେ ଭରସା କରିପାରୁନି ଦଳ। ସିନ୍ଧିଆ ଓ ପାଇଲଟ୍‌ ହେଉଛନ୍ତି ଏହାର ଉଦାହରଣ ମାତ୍ର। ଯୁବ ନେତାମାନଙ୍କୁ ନେଇ ୨୦୨୪ ପାଇଁ କଂଗ୍ରେସ ନେତା ରାହୁଲ...

ଅସମ୍ଭାଳ କରୋନା ସ୍ଥିତି – ୫ ଜିଲ୍ଲା ଉପରେ ସ୍ୱତନ୍ତ୍ର ଫୋକସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କରୋନା ସ୍ଥିତି ଅସମ୍ଭାଳ। ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ଡେଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୭୪ରେ ପହଞ୍ଚିଛି। ବିଶେଷକରି ୫ ଜିଲ୍ଲାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଣୁ ଏହି...

ରାଜସ୍ଥାନ ରାଜନୀତି ଗୋଳିଆ – କୁଆଡ଼େ ଯିବେ ସଚିନ ପାଇଲଟ?

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସରୁ ବିଦା ହେବା ପରେ କ'ଣ କରିବେ ସଚିନ ପାଇଲଟ ? ରାଜସ୍ଥାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ମାତ୍ର କେଇଁ ଘଣ୍ଟା ପୂର୍ବରୁ ଯେଉଁ ସଚିନ ପାଇଲଟଙ୍କୁ ମନେଇବାକୁ ନେତାମାନେ ପ୍ରୟାସ...

ଆଇପିଏସ୍‌ ସ୍ତରରେ ଅଦଳ ବଦଳ – ବଦଳିଲେ ଭୁବନେଶ୍ୱର, କଟକ ଡିସିପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ଡିସିପି ହେଲେ ଉମାଶଙ୍କର ଦାଶ କଟକ ଡିସିପି ହେଲେ ପ୍ରତୀକ ସିଂହ ସୁନ୍ଦରଗଡ଼ ଏସ୍‌ପି ହେଲେ ସାଗରିକା ନାଥ ସୌମ୍ୟା ମିଶ୍ରଙ୍କୁ ଟ୍ରାଫିକ ଡିସିପି ବଦଳିଲେ ଭୁବନେଶ୍ୱର ଓ କଟକ...

ରାଜସ୍ଥାନ ଉପ-ମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ହଟିଲେ ସଚିନ୍ ପାଇଲଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନର ଉପ-ମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ କମିଟିର ସଭାପତି ପଦରୁ ବିଦା ହେଲେ ସଚିନ ପାଇଲଟ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଦଳ ତାଙ୍କୁ ଏହି ଦୁଇ ପଦରୁ ବାହାର କରିଦେଇଛି। ଏଥିସହିତ...

ରାଜସ୍ଥାନ ରାଜନୀତି  – ସଚିନ ପାଇଲଟଙ୍କ ପାଖରେ ତିନୋଟି ବିକଳ୍ପ

ଓଡ଼ିଶାଲାଇଭ୍ ବ୍ୟୁରୋ ୩ଟି ବିକଳ୍ପ ଭିତରୁ କେଉଁଟିକୁ ବାଛିବେ ସଚିନ ପାଇଲଟ ? ରାଜସ୍ଥାନ ରାଜନୀତିରେ ପାଇଲଟ ଓ ଗେହଲଟଙ୍କ ଭିତରେ ‘କ୍ଷମତା ଯୁଦ୍ଧ’ ଶେଷ ହେବାର ନାଁ ନେଉନି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଅଶୋକ...

ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ବିବାଦୀୟ ବୟାନ – “ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ନେପାଳରେ ଓ ଶ୍ରୀରାମ ନେପାଳୀ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘‘ଭଗବାନ ଶ୍ରୀରାମଙ୍କ ଜନ୍ମଭୂମି ନେପାଳରେ ଓ ଶ୍ରୀରାମ ନେପାଳୀ’’, ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ପ୍ରଧାନମନ୍ତ୍ରୀ ନିବାସରେ ଭାନୁ ଜୟନ୍ତୀ ଅବସରରେ ଆୟୋଜିତ ଏକ...