ଓଡ଼ିଶାରେ ଖୋଲିବ ଆଉ ୬ ନୂଆ ଥାନା, ୯୦୫ ପଦବୀରେ ମିଳିବ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପ୍ରତିଷ୍ଠା ହେବ ଆଉ ୬ ନୂଆ ଥାନା। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହାସହ ୯୦୫ ନୂଆ ପୋଲିସ ପଦବୀ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଅନୁମତି...
କଂଗ୍ରେସ ବିଧାୟକଙ୍କ ଦାବି – ‘‘ବାଚସ୍ପତି ତୁରନ୍ତ ଡାକନ୍ତୁ ବିଧାନସଭା ଅଧିବେଶନ’’
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମହାମାରୀ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ରାଜ୍ୟ ସରକାର କରୋନା ଉପକରଣ କିଣାରେ ବ୍ୟାପକ ଦୁର୍ନୀତି କରିଛନ୍ତି। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ବାଚସ୍ପତି ତୁରନ୍ତ...
ଦେଶର ନୂଆ ସିଏଜି ହେଲେ ଗିରିଶ ଚନ୍ଦ୍ର ମୁର୍ମୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁ କଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ହେଲେ ଦେଶର ନୂଆ ସିଏଜି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି। ଗତକାଲି ଶ୍ରୀ ମୁର୍ମୁ ଉପରାଜ୍ୟପାଳ...
ଗଲତି ସେ ମିଷ୍ଟେକ ହୋଗୟା…!
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ଦିନ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ସାରିବା ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ତାଙ୍କର ଭାଷଣ ରଖିଥିଲେ। ଉପସ୍ଥିତ ଲୋକଙ୍କୁ ସମ୍ବୋଧନ...
ରାମ ମନ୍ଦିର, ବିଜେପି ଓ ରାଜନୀତି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଅଯୋଧ୍ୟାରେ ନିର୍ମାଣ ହେବ ଭବ୍ୟ ରାମ ମନ୍ଦିର। ରାଜନୀତିକ ଫାଇଦା ନେବାପାଇଁ ଏବେଠୁ ଚାଲିଛି ଅଙ୍କକଷା।
(ସରୋଜ କୁମାର ମହାପାତ୍ର): ଦୀର୍ଘ ବର୍ଷ ପରେ ଭାରତୀୟ ରାଜନୀତିକୁ ପୁଣି ରାମ ମନ୍ଦିର...
ସରକାରଙ୍କ ବିରୋଧରେ ରାଜ୍ୟ ଯୁବ କଂଗ୍ରେସର ଇ-କ୍ୟାମ୍ପେନ ‘ଭଏସ୍ ଅଫ୍ ୟୁଥ୍’
ଓଡିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୁବମାରଣ ନୀତି ବିରୋଧରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ‘ଭଏସ୍ ଅଫ୍ ୟୁଥ୍’ ନାମରେ ଏକ ଇ-କ୍ୟାମ୍ପେନ ଆରମ୍ଭ ହୋଇଛି। ରାଜ୍ୟ ଯୁବ କଂଗ୍ରେସ...
ଅଯୋଧ୍ୟାରେ ରାମ ରାମ – ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କଲେ ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୫୦୦ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳାନ୍ୟାସ କରିଛନ୍ତି। ତାମିଲନାଡୁରୁ ଆସିଥିବା ସ୍ୱତନ୍ତ୍ର ରୂପା ଇଟାରେ ପ୍ରଧାନମନ୍ତ୍ରୀ...
ପ୍ରିୟଙ୍କା ଗାନ୍ଧୀ ଜପିଲେ ରାମ ରାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜା
ଯୋଗ ଦେବେ ମୋଦୀ
ଭୂମି ପୂଜା ପୂର୍ବରୁ ରାଜନୀତି ଜୋର
ଟୁଇଟ କରି ରାମ ରାମ ଜପିଲେ ପ୍ରିୟଙ୍କା ଗାନ୍ଧୀ
ଦୀର୍ଘ ବର୍ଷର...
ପରଲୋକରେ ରାଜ୍ୟସଭା ସାଂସଦ ଅମର ସିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା ସାଂସଦ ତଥା ପୂର୍ବତନ ସମାଜବାଦୀ ନେତା ଅମର ସିଂଙ୍କର ପରଲୋକ ଘଟିଛି। ୬୪ ବର୍ଷ ବୟସରେ ସିଙ୍ଗାପୁରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଗତ...
ଅଗଷ୍ଟ ମାସ ପାଇଁ ଗାଇଡ୍ଲାଇନ୍ ଜାରି କଲେ କେନ୍ଦ୍ର ସରକାର – ହଟିଲା ରାତି କର୍ଫ୍ୟୁ, ଖୋଲିବ ଜିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁଲାଇ ୩୧ ତାରିଖରେ ଶେଷ ହେବ ଅନ୍ଲକ୍-୨। ଅଗଷ୍ଟ ୧ରୁ ସାରା ଦେଶରେ ଅନ୍ଲକ୍-୩ ପ୍ରକ୍ରିୟା ଲାଗୁ ହେବ। ଏଥିପାଇଁ କେନ୍ଦ୍ର ସରକାର ଆଜି ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି। ଅଗଷ୍ଟ...




















