୪୫ ସମ୍ପାଦକଙ୍କ ସହ ୪୧ ଜଣ ଯୁଗ୍ମ-ସମ୍ପାଦକ ନିଯୁକ୍ତ କଲା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଶାସନ ଦାୟିତ୍ୱରେ ଥିବା ବିଜୁ ଜନତା ଦଳ ନିଜ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଆଜି ୪୫ ସମ୍ପାଦକ ଓ ୪୧ ଜଣ ଯୁଗ୍ମ ସମ୍ପାଦକକୁ ନିଯୁକ୍ତ କରିଛି। ନିଯୁକ୍ତି...
ରାଜ୍ୟରେ କୋଭିଡ୍ କଟକଣା ସହ ମନ୍ଦିର ଖୋଲିବାକୁ ଦାବି କଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ମନ୍ଦିର ଖୋଲିବା ବାବଦରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାଏଁ କୌଣସି ପ୍ରକାର ନିଷ୍ପତ୍ତି ନିଆଯାଇନାହିଁ। ଏହାଦ୍ୱାରା ରାଜ୍ୟବାସୀଙ୍କ ଧାର୍ମିକ ଭାବାବେଗକୁ ଆଘାତ ଲାଗୁଛି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପିର...
ପ୍ରଣବ ମୁର୍ଖାଜୀଙ୍କ ସ୍ୱାସ୍ଥ୍ୟରେ ହେଉନି ସୁଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟରେ ହେଉନି କୌଣସି ସୁଧାର। ଏବେବି ସେ ଭେଣ୍ଟିଲେଟରରେ ଅଛନ୍ତି ବୋଲି ମେଡିକାଲ ପକ୍ଷରୁ ସୂଚନା ମିଳିଛି। ମସ୍ତିଷ୍କରେ ରକ୍ତ ଜମାଟ ହୋଇଥିବାରୁ ପ୍ରଣବଙ୍କର ଏକ...
ରାଜନୀତିରେ ପ୍ରବେଶ କରିବେ କି ଧୋନୀ?
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରିକେଟରୁ ସନ୍ୟାସ ନେବା ପରେ ମହେନ୍ଦ୍ର ସିଂହ ଧୋନୀ ପଲିଟିକ୍ସରେ ପ୍ରବେଶ କରିବେ ବୋଲି ଚର୍ଚ୍ଚା ହେଉଛି।
କ୍ରିକେଟରୁ ସନ୍ୟାସ ନେବା ପରେ ରାଜନୀତିରେ ପ୍ରବେଶ କରିବେ କି ଧୋନୀ? ଏଭଳି କିଛି...
ଫେସବୁକକୁ ନେଇ ବିବାଦ, ମୁହାଁମୁହିଁ ହେଲେ ବିଜେପି ଓ କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ ଘଟଣାକୁ ନେଇ ବାରମ୍ବାର ବିଜେପି ଓ ଆରଏସ୍ଏସ୍ ଉପରେ ବର୍ଷୁଥିବା ରାହୁଲ ଗାନ୍ଧୀ ଏବେ ଆଉ ଏକ ନୂଆ ଅଭିଯୋଗ ଆଣିଛନ୍ତି। ଫେସବୁକ ଓ ହ୍ୱାଟ୍ସଆପ୍ ଜରିଆରେ ବିଜେପି ଓ...
ଫେମ୍ ଇଣ୍ଡିଆ-ଏସିଆ ପୋଷ୍ଟ ସର୍ଭେ: ଲୋକସମ୍ପର୍କ ରକ୍ଷା କରିବାରେ ତାରା ବାହିନିପତି ଶ୍ରେଷ୍ଠ ବିଧାୟକ
ଓଡିଶାଲାଇଭ୍ ବ୍ୟୁରୋ
ଫେମ୍ ଇଣ୍ଡିଆ-ଏସିଆ ପୋଷ୍ଟ ୨୦୨୦ ବର୍ଷ ପାଇଁ ୫୦ ଜଣ ଶ୍ରେଷ୍ଠ ବିଧାୟକଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ତାଲିକାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହନିପତି ଦେଶର ସର୍ବଶ୍ରେଷ୍ଠ ବିଧାୟକ...
କବି, ସାମ୍ବାଦିକରୁ ରାଜନେତା – ଜାଣନ୍ତୁ ଅଟଳ ବିହାରୀ ବାଜପେୟୀଙ୍କ ବିଷୟରେ ୨୦ଟି ଅଜଣା କଥା
ରାଜନୀତିରେ ଜଣେ ପ୍ରବୀଣ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ ଅଟଳ ବିହାରୀ ବାଜପେୟୀ।ଜଣେ ଉଦାରବାଦୀ ନେତା ଭାବରେ ସମସ୍ତେ ତାଙ୍କୁ ଜାଣନ୍ତି,ବାଜପେୟୀ ପ୍ରଥମ ଅଣକଂଗ୍ରେସ ସରକାରରେ ପ୍ରଧାନମନ୍ତ୍ରୀ ହେବା ସହ ସଫଳତାର ସହ ଦେଶର ଶାସନଭାର ସମ୍ଭାଳି ଥିଲେ।
୨୦୧୮, ଆଜିର ଦିନରେ ଦୁନିଆରୁ ବିଦାୟ ନେଇଥିଲେ ଅଟଳ ବିହାରୀ ବାଜପେୟୀ। ଆଜି ତାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଆସନ୍ତୁ ତାଙ୍କ ବିଷୟରେ କିଛି କଥା ଜାଣିବା।
୨୫...
ଆମେରିକାର ଉପରାଷ୍ଟ୍ରପତି ରେସରେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ
ଓଡିଶାଲାଇଭ୍ ବ୍ୟୁରୋ
“ସମସ୍ୟା ସମୟରେ ହାତ ବାନ୍ଧି କେବଳ ଅଭିଯୋଗ କରିବା ପରିବର୍ତ୍ତେ ପରିସ୍ଥିତିକୁ ସୁଧାରିବା ପାଇଁ ଉଦ୍ୟମ କରିବା ଦରକାର ”। ନିଜ ମାଆଙ୍କର ଏହି କଥାକୁ ଜୀବନ ଆଦର୍ଶ ଭାବୁଥିବା କମଳା ହ୍ୟାରିସ...
୨୦ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର – ଜାଣନ୍ତୁ, କ’ଣ ନିଆଗଲା ନିଷ୍ପତ୍ତି?
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଜାଣନ୍ତ, କେଉଁ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମୋହର?
୨୦୧୭...
ଫେରିଲେ ପାଇଲଟ – ରାଜସ୍ଥାନ କଂଗ୍ରେସର ସେଫ୍ ଲ୍ୟାଣ୍ଡିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ଦିନ ହେଲା ରାଜସ୍ଥାନ ରାଜନୀତିରେ ଚାଲିଥିବା ଅସ୍ଥିରତାର ଅବସାନ ହୋଇଛି। ସୋନିଆ, ରାହୁଲ, ପ୍ରିୟଙ୍କା ଓ ରବର୍ଟଙ୍କ ସହ ଆଲୋଚନା ପରେ ନରମିଗଲେ ସଚିନ ପାଇଲଟ। ତେବେ କଣ ହେଲା...




















