ଅଗଷ୍ଟ ୩୧କୁ ବଢ଼ିଲା ହୋଲ୍ଡିଂ ଟିକସ ପଇଠ କରିବାର ଅବଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁ ପୌରାଞ୍ଚଳରେ ହୋଲ୍ଡିଂ ଟିକସ ପଇଠ କରିବାର ଅବଧିକୁ ଆଉ ମାସେ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଅଗଷ୍ଟ ୩୧ ସୁଦ୍ଧା ଏହି ଟିକସ...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କୋଭିଡ୍ ପରିଚାଳନାରେ ଓଏସଡି ହେଲେ ଆଇଏଏସ୍ ଭୀନିଲ କ୍ରିଷ୍ଣା

ଓଡିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପ୍ରଶାସନିକ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ଆଇଏଏସ୍ ତଥା ଓଏମସି ଏମଡି ଓ କ୍ରୀଡ଼ା ନିର୍ଦ୍ଦେଶକ ଭୀନିଲ କ୍ରିଷ୍ଣା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କୋଭିଡ୍ ପରିଚାଳନାରେ ଓଏସଡି ଭାବରେ ନିଯୁକ୍ତ...

ସ୍ପଷ୍ଟୀକରଣ ଦେଲା ଅର୍ଥ ବିଭାଗ – ନୂଆ ନିଯୁକ୍ତି ଉପରେ ସାମୟିକ କଟକଣା, ଖାଲି ପଦବୀ ପୂରଣ କରାଯିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ପାଇଁ ଦୁଇ ବର୍ଷ ଯାଏ ନୂଆ ନିଯୁକ୍ତି ହୋଇପାରିବନି ବୋଲି ଗତକାଲି ଘୋଷଣା କରିଥିଲେ ରାଜ୍ୟ ସରକାର। ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିବା ପରେ ଅର୍ଥ ବିଭାଗ...

କରୋନା ପାଇଁ ଆର୍ଥିକ କଟକଣା – ୨ ବର୍ଷ ଯାଏ ନୂଆ ନିଯୁକ୍ତି ନାହିଁ, ବାବୁଙ୍କ ବିଦେଶ ଗସ୍ତ...

ଓଡ଼ିଶାଲାଇଭ ବ୍ୟୁରୋ କରୋନା ମହାମାରୀ ପାଇଁ ରାଜ୍ୟ ସରକାର ଆର୍ଥିକ କଟକଣା ଜାରି କରିଛନ୍ତି। ଆଜିଠୁ ରାଜ୍ୟରେ ୨ ବର୍ଷ ଯାଏ କୌଣସି ନୂଆ ନିଯୁକ୍ତି ସୃଷ୍ଟି କରାଯିବ ନାହିଁ ବୋଲି ଅର୍ଥ ବିଭାଗର...

୨୦୩୦ ସୁଦ୍ଧା ଭାରତରେ ସୌରଶକ୍ତିରେ ଚାଲିବ ଟ୍ରେନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୩୦ ସୁଦ୍ଧା ସୌରଶକ୍ତିରେ ଟ୍ରେନ୍‌ ଚଳାଇବା ପାଇଁ ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଏନେଇ ଏବେଠୁ କାମ ଆରମ୍ଭ ହୋଇଛି। ରେଲୱେର ଖାଲିପଡ଼ିଥିବା ବିଭିନ୍ନ ଜାଗାରେ ସୌରଶକ୍ତି କେନ୍ଦ୍ରମାନ...

‘ମୋ ସରକାର’ରେ ସାମିଲ ହେବ କୋଭିଡ୍ ପରିଚାଳନା

ଓଡ଼ିଶାଲାଇଭ ବ୍ୟୁରୋ ‘ମୋ ସରକାର’ ଅଧୀନରେ ସାମିଲ ହେବ କୋଭିଡ୍‌ ପରିଚାଳନା। ଭିଡିଓ କନଫରେନ୍ସିଂରେ ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି। ରୋଗୀ ଏବଂ...

ଗଲୱାନ ଘାଟିରେ କାହିଁକି ୨ କିଲୋମିଟର ପଛକୁ ହଟିଲା ଚୀନ ସେନା?

ଓଡ଼ିଶାଲାଇଭ ବ୍ୟୁରୋ https://www.youtube.com/watch?v=oYGfA0YaXzQ ମୋଦୀଙ୍କ ଲଦାଖ ଗସ୍ତ, ଚୀନ ବିରୋଧରେ ସଫଳ ରଣନୀତି, ଡିଜିଟାଲ ଷ୍ଟ୍ରାଇକ୍‌ ପରେ ବିଚଳିତ ହୋଇଗଲା କି ଚୀନ? ଗଲୱାନ ଘାଟିରେ ୨ କିଲୋମିଟର ପଛକୁ ହଟିଲା ଚୀନ ସେନା। ଗତ ଦୁଇ...

ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ

ଓଡ଼ିଶାଲାଇଭ ବ୍ୟୁରୋ ଜଗତସିଂହପୁର ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ଘଟିଛି। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୬...

କରୋନା ପାଇଁ ବିଧାନସଭା କମିଟିର ବୈଠକ ବାତିଲ

ଓଡ଼ିଶାଲାଇଭ ବ୍ୟୁରୋ ଦିନକୁ ଦିନ ଜଟିଳ ହେଉଛି କରୋନା ସ୍ଥିତି। ପ୍ରତିଦିନ ରାଜ୍ୟରେ ପ୍ରାୟ ୫୦୦ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପ୍ରଥମ ଥର ପାଇଁ ଆଜି ରାଜ୍ୟର ଜଣେ ବିଧାୟକଙ୍କୁ କରୋନା ହୋଇଥିବା...

ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକଙ୍କୁ କରୋନା

ଓଡ଼ିଶାଲାଇଭ ବ୍ୟୁରୋ ଜଣକ ପରେ ଜଣେ ଆଗଧାଡ଼ିର କରୋନା ଯୋଦ୍ଧା ଆକ୍ରାନ୍ତ ହେବା ପରେ ଆଜି ଜଣେ ବିଧାୟକଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ସଂପୃକ୍ତ ବିଧାୟକ ଜଣକ ବାଲେଶ୍ୱର ଜିଲ୍ଲାର। ତାଙ୍କ ପାଖରେ କରୋନା...