ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା, ସରକାରଙ୍କ ଉପରେ ବର୍ଷିଲେ ବିଜୟ
ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
ୟେସ୍ ବ୍ୟାଙ୍କରେ ରହିଛି ପୁରୀ ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା। ଏତେଗୁଡ଼ାଏ ଟଙ୍କା କେମିତି ୟେସ୍ ବ୍ୟାଙ୍କରୁ ଆସିବ ତାକୁ ନେଇ ବିଭିନ୍ନ ମହଲରେ ଭାଳେଣି ପଡ଼ିଥିବା ବେଳେ ବରିଷ୍ଠ...
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଦେବନି ବିଜେପି!
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଦେବନି ବିଜେପି। ଦଳ ପାଖରେ ଆବଶ୍ୟକୀୟ ସଂଖ୍ୟା ନଥିବା ହେତୁ ଦଳ ଏଥର ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବା ନେଇ କୌଣସି ନିଷ୍ପତ୍ତି ନେଇନି। ଏନେଇ...
ଏବେ ଏମାନେ କୁଆଡ଼େ ଯିବେ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ରାଜ୍ୟସଭା ପଦ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚାରି ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ଏବେ ପ୍ରଶ୍ନ ଉଠୁଛି ଯେଉଁମାନେ ଟିକେଟ ପାଇନାହାନ୍ତି...
ମିଶନ ଶକ୍ତି ପାଇଁ ରାଜ୍ୟରେ ହେବ ସ୍ୱତନ୍ତ୍ର ବିଭାଗ – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମିଶନ ଶକ୍ତି ପାଇଁ ରାଜ୍ୟରେ ସ୍ୱତନ୍ତ୍ର ବିଭାଗ ଗଠନ ହେବ। ଏହି ବିଭାଗ ରାଜ୍ୟରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସେଥିରେ କାର୍ଯ୍ୟ କରୁଥିବା ମହିଳାମାନଙ୍କ ବିଷୟରେ ତଦାରଖ କରିବ।...
ପ୍ରମିଳା ବିଷୋୟୀ – ସେଦିନର ଅଙ୍ଗନବାଡ଼ି ପାଚିକା ଆଜିର ଲୋକସଭା ସାଂସଦ
ଓଡ଼ିଶାଲାଇଭ ବ୍ୟୁରୋ
ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଲେ ପ୍ରମିଳା ବିଷୋୟୀ। ଅନ୍ତର୍ଜାତୀୟ ମହିଳା ଦିବସରେ ଜାଣନ୍ତୁ କେମିତି ସଫଳତାର ପାହାଚ ଚଢ଼ିଲେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ।
ପିଲାଟି ଦିନରୁ ନିଜେ ସ୍ୱାବଲମ୍ବୀ ହେବାର...
ରାଜ୍ୟସଭା ପାଇଁ ନବୀନ ଖେଳିଲେ ‘ବାଲାନ୍ସ’ କାର୍ଡ! ଚତୁର୍ଥ ଆସନ ଉପରେ ନଜର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ରାଜ୍ୟସଭାର ଚତୁର୍ଥ ଆସନ କ’ଣ ହେବ? ମମତା ମହାନ୍ତ କାହା ସମର୍ଥନ ବଳରେ ଯିବେ ରାଜ୍ୟସଭା?
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା...
ରମେଶଙ୍କୁ ଥଇଥାନ, ପାଟ୍ଟଶାଣୀ ନିରାଶ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ରାଜ୍ୟସଭା ରେସ୍ରେ ପୁଣି ନିରାଶ ହେଲେ ପ୍ରସନ୍ନ ପାଟ୍ଟଶାଣୀ।
ନବୀନଙ୍କ ରାଜନୀତି ଗଣିତ ବୁଝିବା କାଠିକର ପାଠ। ସେ କେତେବେଳେ କ’ଣ କରନ୍ତି ତାହା ତାଙ୍କ ପାଖ ଲୋକ ବି ଠଉରେଇ...
ନବୀନଙ୍କ ମହିଳା କାର୍ଡ – ମୟୂରଭଞ୍ଜରୁ ରାଜ୍ୟସଭା ଯିବେ ମମତା
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ରାଜ୍ୟସଭା ନିର୍ବାଚନ ପାଇଁ ମହିଳା କାର୍ଡ ଖେଳିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସବୁ ପ୍ରସଙ୍ଗରେ ମହିଳାମାନଙ୍କୁ ଗୁରୁତ୍ୱ ଦେଉଥିବା ନବୀନ ରାଜ୍ୟସଭା ନିର୍ବାଚନରେ ମଧ୍ୟ ସେହି...
ବିଜେଡି ଫୋକସ୍ରେ ମୟୂରଭଞ୍ଜ – ମମତା ମହନ୍ତଙ୍କୁ ରାଜ୍ୟସଭା ଟିକେଟ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜୁ ଜନତା ଦଳ ଫୋକସ୍ରେ ଏବେ ରହିଛି ମୟୂରଭଞ୍ଜ ଜିଲ୍ଲା। ଗତ କିଛିଦିନ ତଳେ ମୟୂରଭଞ୍ଜ ସଙ୍ଗଠନକୁ ଦୁଇ ଭାଗ କରାଯିବା ପରେ ଆଜି ଏହି ଜିଲ୍ଲାର ଜଣେ ମହିଳାଙ୍କୁ...
ମତେ ମୋ ପରିଶ୍ରମର ଫଳ ମିଳିଛି – ମୁନା ଖାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହେବା ପରେ ନବୀନଙ୍କୁ ଧନ୍ୟବାଦ ଦେଲେ ମୁନା ଖାଁ।
“ପୂର୍ବରୁ ଯେତେଥର ରାଜ୍ୟସଭା ପାଇଁ ନିର୍ବାଚନ ହେଉଥିଲା, ସେତେବେଳେ ମୁଁ ସଂସଦ ଯିବାକୁ ଇଚ୍ଛା କରୁଥିଲି। ଆଜି...




















