କୋରୋନା ଡର: ମନ୍ତ୍ରୀ ଓ ଅଫିସରଙ୍କୁ ବିଦେଶ ନଯିବାକୁ ନବୀନଙ୍କ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ରହିଛି। ଦିନକୁ ଦିନ କୋରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ରାଜ୍ୟସଭା ରେସ୍: ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ଖାଲି ପଡ଼ିଥିବା ୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ। ସୁବାସ ସିଂହ, ମୁନା ଖାଁ, ସୁଜିତ୍‌ କୁମାର ଏବଂ ମମତା ମହନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ...

କୋଡ଼ିଏ ବର୍ଷରୁ ଅଧିକ ରହିଥିବା ମୁଖ୍ୟମନ୍ତ୍ରୀଙ୍କ ଭିତରେ ନବୀନ ଷଷ୍ଠ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଭାରତର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ସ୍ଥାନରେ ରହିଛନ୍ତି। ୫...

କଟକରେ ରାଜ୍ୟସ୍ତରୀୟ ମହିଳା ପୋଲିସ୍ ସମ୍ମିଳନୀ – ସମସ୍ୟା ବଖାଣିଲେ ମହିଳା ପୋଲିସ, ଶୁଣିଲେ ଡିଜି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ପୋଲିସ୍ ବାହିନୀରେ କାର୍ଯ୍ୟରତ ମହିଳାମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଜାଣିବା ପାଇଁ ରାଜ୍ୟ ପ୍ରଥମ ଥର ପାଇଁ ମହିଳା ପୋଲିସ୍ ସମ୍ମିଳନୀ ଆଜି କଟକସ୍ଥିତ ଷଷ୍ଠ ବାଟାଲିୟନ୍ ପରିସରରେ ଅନୁଷ୍ଠିତ...

ରାଜ୍ୟସଭା ରେସ୍ – ଏଥର ନୂଆ ମୁହଁ ଉପରେ ଭରସା?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଏଥର କିଏ ଯିବେ ରାଜ୍ୟସଭା? ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏମିତି ଚର୍ଚ୍ଚା ରାଜନୀତି କରିଡରରେ ଜୋର୍‌ ଧରିଛି। ଓଡ଼ିଶାରୁ ଏଥର କିଏ ଯିବେ ରାଜ୍ୟସଭା? ପୁରୁଣା ନା ନୂଆ ନେତାଙ୍କ...

ୟେସ୍ ବ୍ୟାଙ୍କରୁ ମିଳିବ ତ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା?

ଓଡ଼ିଶାଲାଇଭ ବ୍ୟୁରୋ ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିରର ଜମା ଅଛି ୫୯୨ କୋଟି ଟଙ୍କା। ସରକାରଙ୍କୁ ଘେରିଲେ ବିରୋଧୀ। ଶହେ ନୁହେଁ କି ଲକ୍ଷେ ନୁହେଁ, ପୁରୀ ଶ୍ରୀମନ୍ଦିରର ପୂରା ୫୯୨ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ...

ଅଖିଳ ଭାରତୀୟ ଯୁବ କଂଗ୍ରେସ ଟିମ୍‌ରେ ଓଡ଼ିଶାରୁ ପୁଣି ସ୍ମୃତିରଞ୍ଜନ

ଓଡ଼ିଶାଲାଇଭ ବ୍ୟୁରୋ ଅଖିଳ ଭାରତୀୟ ଯୁବ କଂଗ୍ରେସ ଟିମ୍‌ରେ ପୂର୍ବ ସ୍ଥାନ ବଜାୟ ରଖିଛନ୍ତି ଡକ୍ଟର ସ୍ମୃତିରଞ୍ଜନ ଲେଙ୍କା। ସେ ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟିରେ ରାଷ୍ଟ୍ରୀୟ ସମ୍ପାଦକ ପଦବୀ ପାଇଛନ୍ତି। ପୂର୍ବରୁ...

ୟେସ୍ ବ୍ୟାଙ୍କ୍ ଦେବାଳିଆ ହେବା ଘଟଣା – ମୋଦୀଙ୍କୁ ଦାୟୀ କଲେ ଚିଦାମ୍ବରମ

ଓଡ଼ିଶାଲାଇଭ୍ ବ୍ୟୁରୋ ୟେସ୍ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ଦେବାଳିଆ ଘୋଷଣା କରିବା ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ। ଚିଦାମ୍ବରମ କହିଛନ୍ତି, “୬ ବର୍ଷ ହେଲା...

ଇଡି ସ୍କାନରରେ ପୂର୍ବତନ ବିଧାୟକ ଅନାମ ନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କ ପାଇଁ ବଢ଼ିଲା ଅଡୁଆ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ କିଛିଦିନ ତଳେ ଗିରଫ ହୋଇଥିବା ଅନାମ ଏବେ ଇଡି ସ୍କାନରରେ ରହିଛନ୍ତି।...

ଉତ୍ତରପ୍ରଦେଶ ସରକାର ଆଣୁଛନ୍ତି ନୂଆ ନିୟମ – ଦୁଇରୁ ଅଧିକ ସନ୍ତାନ କଲେ ମିଳିବନି ସରକାରୀ ସୁବିଧା

ଓଡ଼ିଶାଲାଇଭ୍ ବ୍ୟୁରୋ ଯଦି ଆପଣଙ୍କର ଦୁଇରୁ ଅଧିକ ସନ୍ତାନ ଅଛନ୍ତି ତେବେ ଆପଣଙ୍କୁ କୌଣସି ସରକାରୀ ସୁବିଧା ସୁଯୋଗ ମିଳିବନି। ଏପରିକି ଆପଣଙ୍କୁ ପଞ୍ଚାୟତ ନିର୍ବାଚନରେ ଲଢ଼ିବାକୁ ମଧ୍ୟ ବାରଣ କରାଯିବ। ଖୁବଶୀଘ୍ର ଉତ୍ତରପ୍ରଦେଶରେ...