ବାରଣାସୀରେ ମୋଦୀ – ଦୀନ ଦୟାଲ ଉପାଧ୍ୟାୟଙ୍କ ୬୩ ଫୁଟ୍ ଉଚ୍ଚ ପ୍ରତିମୂର୍ତ୍ତିକୁ କଲେ ଉନ୍ମୋଚନ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରି ଆଜି ୩୦ରୁ ଅଧିକ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହିତ ଭାରତର ୩ ତୀର୍ଥ କ୍ଷେତ୍ର ବାରଣାସୀ, ଉଜଙ୍ଗ, ଅଙ୍କୁରେଶ୍ୱରକୁ...
ଇଞ୍ଜିନିୟରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ – ଜାଣନ୍ତୁ କେଜରିଓ୍ୱାଲଙ୍କ ଜୀବନ ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଞ୍ଜିନିୟରରୁ ଭାରତୀୟ ରାଜସ୍ୱ ସେବା ଅଧିକାରୀ ତା’ପରେ ରାଜନୀତି ଏହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କିଛି ଏମିତି ରହିଛି ଅରବିନ୍ଦ କେଜରିଓ୍ୱାଲଙ୍କ ଜୀବନ ଯାତ୍ରା। ଆସନ୍ତୁ ଜାଣିବା କେଜରିଓ୍ୱାଲ ରାଜନୀତିକୁ କେମିତି ପ୍ରବେଶ...
କେଜରିୱାଲଙ୍କ ଶପଥ ଗ୍ରହଣରେ ଖାସ୍ ଅତିଥି ହେବେ କୁନି ମଫଲରମ୍ୟାନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ନେବାକୁ ଯାଉଛନ୍ତି ଅରବିନ୍ଦ କେଜରିଓ୍ୱାଲ। ଏହି କାର୍ଯ୍ୟକ୍ରମରେ ଖାସ୍ ଅତିଥି ଭାବେ ଯୋଗଦେବେ କୁନି କେଜରିଓ୍ୱାଲ ବା ମଫଲର ମ୍ୟାନ୍। ଅରବିନ୍ଦ କେଜରିୱାଲ୍ ଏଥିପାଇଁ...
ଆଜି ଦିନ ୧୨ଟା ୧୫ମିନିଟରେ ଶପଥ ନେବେ କେଜରିୱାଲ୍, ସଜେଇ ହୋଇଛି ରାମଲୀଳା ମଇଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ତୃତୀୟ ଥର ପାଇଁ ଶପଥ ନେବେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ। ରବିବାର ଦିନ ୧୨ଟା ୧୫ରେ ଦିଲ୍ଲୀର ରାମଲୀଳା ମଇଦାନରେ ତାଙ୍କର ଶପଥ ଗ୍ରହଣ...
ସର୍ବକ୍ଷମା ଯୋଜନା ସମୟସୀମା ଫେବ୍ରୁଆରି ୨୦ କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ଡେଭେଲପମେଣ୍ଟ ଅଥରିଟି ପକ୍ଷରୁ ସର୍ବକ୍ଷମା ଯୋଜନା ସମୟସୀମା ଫେବ୍ରୁଆରି ୨୦କୁ ବୃଦ୍ଧି କରାଯାଇଛି। ବେଆଇନଭାବେ ନିର୍ମିତ କୋଠାବାଡିକୁ ନିୟମିତ କରିବା ଲାଗି ଏହି ଯୋଜନା କରାଯାଇଛି।
ସମୟସୀମା...
ଆସୁଛି ଓଡ଼ିଶାର ସବୁଠୁ ବଡ଼ ବଜେଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆର୍ଥିକ ମାନ୍ଦା ଅବସ୍ଥା ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ଅଂଶରେ ହ୍ରାସ ସତ୍ତ୍ୱେ ଓଡ଼ିଶା ସରକାର ଏକ ବଡ଼ ବଜେଟ ଆଣିବା ପାଇଁ ଯାଉଛନ୍ତି। ଆଗରୁ ଏତେ ବଡ଼ ବଜେଟ...
ଛତିଶଗଡ଼ ପୋଲିସ ସ୍କାନରରେ ଅନୁପ ସାଏଙ୍କ ଡ୍ରାଇଭର
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ା ଡବଲ ମର୍ଡର ଘଟଣାର ନୂଆ ଖିଅ ଖୋଜୁଛି ଛତିଶଗଡ଼ ପୋଲିସ। ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପାଇଁ ଛତିଶଗଡ଼ର ରାୟଗଡ଼ ପୋଲିସ ସବୁ ପ୍ରକାର...
ବିରୋଧୀଙ୍କ ହୋ ହଲ୍ଲାରେ ଧୋଇଗଲା ବିଧାନସଭା – ବାଚସ୍ପତିଙ୍କ ରୁଲିଂ ହଟାଇବାକୁ ଦାବି
ଓଡ଼ିଶାଲାଇଭ୍ ବ୍ୟୁରୋ
ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ ମଧ୍ୟ ବିରୋଧୀଙ୍କ ବିରୋଧରେ ଶେଷ ହୋଇଛି।
ବିଧାନସଭାର ବଜେଟ୍ ଅଧିବେଶନରେ ବିରୋଧୀଙ୍କ ହୋ ହଲ୍ଲାରେ କମ୍ପୁଛି ଗୃହ। ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକଙ୍କ ଲଗାତାରା ବିରୋଧ...
କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିବେ ସାହିନ୍ବାଗ ବିକ୍ଷୋଭକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ ଦିଲ୍ଲୀ ସାହିନ୍ବାଗ ଅଞ୍ଚଳର ବିକ୍ଷୋଭକାରୀ। ଶାହଙ୍କୁ ଭେଟି ବିକ୍ଷୋଭକାରୀମାନେ ସେମାନଙ୍କ ଦାବି ଜଣାଇବେ। ରବିବାର ଦିନ ୨ଟା ବେଳେ ଶାହଙ୍କ ବାସଭବନକୁ ଏକ ପ୍ରତିନିଧି...
ଝାରସୁଗୁଡ଼ା ଡବଲ ମର୍ଡର – ଅଧିକ ତଦନ୍ତ ପାଇଁ ଓଡ଼ିଶା ଆସିବ ଛତିଶଗଡ଼ ପୋଲିସର ସ୍ପେଶାଲ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ା ଡବଲ ମର୍ଡର ଘଟଣାର ଅଧିକ ଛାନ୍ଭିନ୍ କରିବ ଛତିଶଗଡ଼ ପୋଲିସ। ଏହି ନୃଶଂସ ହତ୍ୟାକାଣ୍ଡ ପଛରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ତାହା ଜାଣିବା ପାଇଁ ଛତିଶଗଡ଼...




















