ବ୍ରଜରାଜନଗରରେ ତେଜିଲା ଆନ୍ଦୋଳନ – ‘‘ଅନୁପଙ୍କୁ ଫାଶୀ ଦିଅ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାରସୁଗୁଡ଼ା ଡବଲ ମର୍ଡର ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଫାଶୀ ଦିଆଯାଉ। ଏହି ଦାବି ନେଇ ବ୍ରଜରାଜନଗରରେ ଆନ୍ଦୋଳନକୁ ଓହ୍ଲାଇଥିଲେ ବିଜେପି ମହିଳା ମୋର୍ଚ୍ଚା। ଅନୁପ ସାଏ ହାଏ ହାଏ...

ମହାରାଷ୍ଟ୍ର ମେଣ୍ଟ ସରକାରରେ ମତଭେଦ, କଂଗ୍ରେସର ବିରୋଧ ସତ୍ତ୍ୱେ ଏନପିଆରକୁ ମଞ୍ଜୁରୀ ଦେଲେ ଉଦ୍ଧବ

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସ- ଏନସିପିର ବିରୋଧ ଭିତରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମହାରାଷ୍ଟ୍ରରେ ଏନପିଆର୍ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି। ମହାରାଷ୍ଟ୍ର ମେଣ୍ଟ ସରକାରରେ ଦେଖାଦେଇଛି ମତଭେଦ। ବର୍ତ୍ତମାନ ସରକାରରେ ସହଯୋଗୀ ଥିବା କଂଗ୍ରେସ...

ଫେବ୍ରୁଆରି ୨୫ରୁ ବିଜେପିର ‘ଓବିସି ଜାଗରଣ’ ଅଭିଯାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚଳିତ ବିଧାନସଭାରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ବିଜେପି ଦାବି କରିଛି। ନଚେତ ଫେବ୍ରୁଆରି ୨୫ ତାରିଖରୁ ସାରା ରାଜ୍ୟରେ ‘ଓବିସି ଜାଗରଣ ଅଭିଯାନ’ କାର୍ଯ୍ୟକ୍ରମ ଚାଲିବ ବୋଲି...

ଆରମ୍ଭ ହେଲା ବଜେଟ୍ ଅଧିବେଶନ – କ’ଣ କହିଲେ ରାଜ୍ୟପାଳ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଆରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ବିଧାନସଭାରେ ଅଭିଭାଷଣ ରଖିଥିଲେ। ସେ ତାଙ୍କ ଅଭିଭାଷଣରେ ମୋ’ ସରକାର ଏବଂ ୫-ଟିକୁ ପ୍ରଶଂସା...

ପୁଣି ମିଳିବ କାଳିଆ ଟଙ୍କା, ଆଗାମୀ ବର୍ଷ ୭୫ ଲକ୍ଷ ଚାଷୀ ପାଇବେ ସହାୟତା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ରାଜ୍ୟ ସରକାର ପୁଣି ଦେବେ କାଳିଆ ଟଙ୍କା। ବଜେଟ୍‌ ଅଧିବେଶନରେ ଅଭିଭାଷଣ ରଖି ଏହା କହିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଆଗାମୀ ବର୍ଷ ୭୫ ଲକ୍ଷ ଚାଷୀଙ୍କୁ କାଳିଆ...

ଆରମ୍ଭରୁ ତାତିଲା ବଜେଟ୍ ଅଧିବେଶନ, ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଓଡ଼ିଶା ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭରୁ ତାତିଛି। ଉଭୟ କଂଗ୍ରେସ ଏବଂ ବିଜେପି ଗୃହରେ ବାଚସ୍ପତିଙ୍କ ରୁଲିଂକୁ ବିରୋଧ କରି କକ୍ଷ ତ୍ୟାଗ କରିଥିଲେ। ଫଳରେ ଗୃହ ସରଗରମ ରହିଥିଲା। ଆଜିଠୁ...

ଝାରସୁଗୁଡ଼ା ଡବଲ ମର୍ଡର – କେମିତି ଅନୁପ ସାଏଙ୍କ ପାଖରେ ପହଞ୍ଚିଲା ଛତିଶଗଡ଼ ପୋଲିସ?

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=udSg32GldkA&t=49s ବର୍ଷକରେ ମିଳିଲା ମୃତକଙ୍କ ପରିଚୟ, ଚାରି ବର୍ଷ ପରେ ଅନୁପଙ୍କ ପାଖରେ ପହଞ୍ଚିଲା ପୋଲିସ ଝାରସୁଗୁଡ଼ା ଡବଲ ମର୍ଡର ଘଟଣା ଉପରୁ ପରଦା ହଟିଛି। ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ହତ୍ୟାକାରୀ...

କେଜରିୱାଲଙ୍କ ଶପଥ ଗ୍ରହଣ ଉତ୍ସବକୁ ମୋଦୀଙ୍କୁ ମିଳିଲା ନିମନ୍ତ୍ରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ମୋଦୀଙ୍କୁ ମିଳିଲା ନିମନ୍ତ୍ରଣ। କେଜରିୱାଲ ନିଜେ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଫେବ୍ରୁଆରି ୧୬ ତାରିଖ ସକାଳ ୧୦ଟାରେ...

ଜନ୍ମଦିନରେ ସୁଷମାଙ୍କୁ ମନେ ପକାଇଲେ ମୋଦୀ, ଶାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ରାଜନୀତିରେ ଜଣେ ଲୋକପ୍ରିୟ ନେତ୍ରୀ, ଜଣେ ପ୍ରଖର ବକ୍ତା, ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କୁ ତାଙ୍କ ଜନ୍ମଦିନରେ ମନେ ପକାଉଛି ପୂରା ଦେଶ। ତାଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ...

ବିଧାନସଭା ବଜେଟ୍ ଅଧିବେଶନ – ଆରମ୍ଭରୁ କଂଗ୍ରେସ କଲା କକ୍ଷତ୍ୟାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବାର ପ୍ରଥମ ଦିନରୁ ହିଁ କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରିଛନ୍ତି। ଶୁକ୍ରବାର ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା। ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ହେବାର କିଛି...