ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭା ବଜେଟ୍‌ ଅଧିବେଶନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍‌ ଅଧିବେଶନ। ଏପ୍ରିଲ ମାସ ୯ ତାରିଖ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଏହି ବଜେଟ୍‌ ଅଧିବେଶନରେ ମୋଟ୍‌ ୩୧ଟି କାର୍ଯ୍ୟ ଦିବସ...

୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟସରକାର ୫ ପ୍ରତିଶତ ବଢ଼ାଇଲେ ମହଙ୍ଗା ଭତ୍ତା। ୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା। ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ୫ ପ୍ରତିଶତ ମହଙ୍ଗା...

ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। ଶୁକ୍ରବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ସହିତ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ବଜେଟ୍ ଅଧିବେଶନ ଆରମ୍ଭ ହେବା ପରେ ଫେବ୍ରୁଆରି...

ନାଗରିକତା ଆଇନକୁ ନେଇ ଯିଏ ଆଲୋଚନା ଚାହିଁବ ତିନି ଦିନ ମଧ୍ୟରେ ସମୟ ଦିଆଯିବ: ଶାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନାଗରିକତା ସଂଶୋଧନ ଆଇନକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ଯେ, ‘ନାଗରିକତା ସଂଶୋଧନ ଆଇନକୁ ନେଇ ଯାହାର ବି ଆପତ୍ତି ଅଛି ତାଙ୍କ ସହିତ...

ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରରେ ହେବ ପଞ୍ଚାୟତ ଭୋଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମ୍ମୁ କଶ୍ମୀରରେ ହେବ ପଞ୍ଚାୟତ ନିର୍ବାଚନ। ଏନେଇ ଜମ୍ମୁ କଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ ଶୈଳେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ...

ବିଜେଡି ପାଇଁ ଅଡୁଆ ଅନୁପ ସାଏ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୧୬ ଡବଲ ମର୍ଡର ଘଟଣାରେ ବନ୍ଧା ହେଲେ ଅନୁପ ସାଏ। ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଏବେ ଅଡୁଆରେ। କେବଳ ସେ ଅଡୁଆରେ ନାହାନ୍ତି, ବିଜେଡିକୁ ବି ଅଡୁଆରେ ପକାଇଛନ୍ତି।...

ଅନୁପ ସାଏଙ୍କ ହାତ ଛାଡ଼ିଦେଲା ବିଜେଡି, ଦଳରୁ ବିଦା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡବଲ ମର୍ଡର ଘଟଣାରେ ଗିରଫ ହୋଇଥିବା ବରିଷ୍ଠ ନେତା ଅନୁପ ସାଏଙ୍କ ହାତ ଛାଡ଼ିଦେଲା ବିଜେଡି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି। ଏହାସହ ସେ ରାଜ୍ୟ...

ବଢ଼ିଲା ଗ୍ୟାସ୍‌ ଦର – ସ୍ମୃତି ଇରାନିଙ୍କ ଫଟୋ ଟୁଇଟ୍‌ କରି ମୋଦୀଙ୍କୁ ତୀର ମାରିଲେ ରାହୁଲ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦର ବଢ଼ିବାକୁ ନେଇ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆ ଷ୍ଟାଇଲରେ ତୀର ମାରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। କେନ୍ଦ୍ରମନ୍ତ୍ରୀ ସ୍ମୃତି...

କିଏ ଏହି କୁନି କେଜରିଓ୍ୱାଲ? ଯିଏ କେଜରିଓ୍ୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ ହେବେ ଖାସ୍‌ ଅତିଥି

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୬ରେ କେଜରିଓ୍ୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ କୁନି କେଜରିଓ୍ୱାଲ। ଫେବ୍ରୁଆରି ୧୬ରେ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜରିଓ୍ୱାଲ। କେଜରିଓ୍ୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ...

ବ୍ରଜରାଜ ନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଉଠାଇ ନେଲା ଛତିଶଗଡ଼ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ା: ବ୍ରଜରାଜ ନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଉଠାଇ ନେଲା ଛତିଶଗଡ଼ ପୋଲିସ। ରାୟଗଡ଼ ଜିଲ୍ଲାର ଚକ୍ରଧର ନଗର ଥାନାରେ ଅଟକ ରଖି ପୋଲିସ ତାଙ୍କୁ ପଚରାଉଚରା କରୁଛି। ବିଳମ୍ବିତ...