ବଜେଟ୍ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତବର୍ଷର ବଜେଟ୍ ଅଧିବେଶନ ପୂର୍ବରୁ ବସିବ ସର୍ବଦଳୀୟ ବୈଠକ। କେମିତି ବଜେଟ ଅଧିବେଶନ ସୁରୁଖୁରୁରେ ଚାଲିବ, ଗୃହ କାର୍ଯ୍ୟ ସ୍ଵାଭାବିକ ଭାବେ ଚାଲିବ ସେନେଇ ସବୁ ଦଳର ବିଧାୟକଙ୍କ ସହଯୋଗ ଲୋଡ଼ିବେ...
ମୋକିମ୍ ଧରିବେ କି ପିସିସି ମଙ୍ଗ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦିଲ୍ଲୀରେ କଂଗ୍ରେସ ନେତା ମହମ୍ମଦ ମୋକିମ୍। ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଭେଟିଲେ।
ରାଜ୍ୟ କଂଗ୍ରେସର ହେବ ନବକଳେବର। ପିସିସି ସଭାପତି ହେବେ ବାରବାଟୀ-କଟକ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ୍। ଦିଲ୍ଲୀ...
ମୋଦୀଙ୍କ ପାଇଁ ବିପଦ ଆଣିବେ କେଜରିୱାଲ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦିଲ୍ଲୀରେ ବମ୍ପର ବିଜୟ ପରେ କୁହାଯାଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କର ଜାତୀୟ ରାଜନୀତିରେ ଦବଦବା ବଢ଼ିବ। ଏପରିକି ବିରୋଧୀ ଦଳର ସବୁଠାରୁ ବଡ଼ ଚେହେରା ଭାବରେ ସେ ଆବିର୍ଭାବ...
ଗଠନ ହେଲା ଓବିସି କମିସନ, ଜଷ୍ଟିସ ରଘୁନାଥ ବିଶ୍ୱାଳ ହେଲେ ଅଧ୍ୟକ୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଗଠନ ହେଲା ଓବିସି କମିସନ। ରାଜ୍ୟ ସରକାର ଏହି କମିସନ ଗଠନ କରିଛନ୍ତି। ଏହି କମିସନରେ ଜଣେ ଅଧ୍ୟକ୍ଷ, ୩ ଜଣ ସଦସ୍ୟ ଏବଂ ଜଣେ ସଦସ୍ୟ ସଚିବଙ୍କୁ ନିଯୁକ୍ତ...
କାହିଁକି ନବୀନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
ରାଜ୍ୟ ରାଜନୀତିରେ ଆଜି ଏକ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ...
ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଅ – ପଟିଆଲା ହାଉସ୍ କୋର୍ଟ ଆଗରେ ନାରାବାଜି କଲେ ନିର୍ଭୟାଙ୍କ ମା’, ବାପା
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଅ
ନିର୍ଭୟାଙ୍କୁ ନ୍ୟାୟ ଦିଅ
ଉଇ ୱାଣ୍ଟ ଜଷ୍ଟିସ୍
ପଟିଆଲା ହାଉସ୍ କୋର୍ଟ ଆଗରେ ବୁଧବାର ଏହି ନାରାବାଜି ଶୁଣିବାକୁ ମିଳିଥିଲା। ଏହି ନାରାବାଜି ଆଉ କେହି ନୁହେଁ ନିର୍ଭୟାଙ୍କ ମା’...
ଆମ୍ବୁଲାନ୍ସର ବାଟ ଓଗାଳିବା ଠିକ୍ ନୁହେଁ – ପରିବହନ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ଟ୍ରାଫିକ୍ ପୋଷ୍ଟରେ ଆମ୍ବୁଲାନ୍ସର ବାଟ ଓଗାଳିବା ଠିକ୍ ନୁହେଁ। ଆମ୍ବୁଲାନ୍ସ ସାଇରନ୍ ଶୁଣିବା ମାତ୍ରେ ଲୋକେ ପ୍ରଥମେ ଆମ୍ବୁଲାନ୍ସକୁ ବାଟ ଛାଡ଼ିଦେବା ଦରକାର’’, ଏହା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।
ଗତ...
ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମାଓବାଦୀ ଜିପ୍ରୋ ହବିକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁର୍ଦ୍ଦାନ୍ତ ମାଓବାଦୀ ଜିପ୍ରୋ ହବିକାର ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ମାଓ କ୍ୟାମ୍ପରେ ନିର୍ଯାତନାର ଅଭିଯୋଗ ଆଣି ହବିକାର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।
ଆନ୍ଧ୍ର-ଓଡ଼ିଶା ଜୋନାଲ କମିଟିରେ ହବିକାର...
ଭୁବନେଶ୍ୱରର ପରିମଳ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରର ପରିମଳ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ନିଜେ ଅପରାଜିତା ଷଡ଼ଙ୍ଗୀ।
ସ୍ୱଚ୍ଛ ଭୂବନେଶ୍ୱର...
ଦିଲ୍ଲୀରେ ଆପ୍ ବିଧାୟକଙ୍କ ଉପରକୁ ଗୁଳିମାଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀରେ ଆପ୍ ବିଧାୟକ ନରେଶ ଯାଦବଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ମଙ୍ଗଳବାର ନିର୍ବାଚନରେ ଜିତିବା ପରେ ହନୁମାନ ମନ୍ଦିର ଯାଇ ରୋଡ ସୋ’ରେ ଫେରିବା ବେଳେ କିଷାନଗଡ଼ ନିକଟରେ ଦୁର୍ବୃତ୍ତ...




















