ପ୍ରକାଶ ପାଇଲା ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା: ମୁଖ୍ୟମନ୍ତ୍ରୀ ସବୁଠୁ ଧନୀ, କ୍ରୀଡ଼ାମନ୍ତ୍ରୀ ସବୁଠୁ ଗରିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ମନ୍ତ୍ରୀମଣ୍ଡଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠୁ ଧନୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମ୍ପତ୍ତି ପରିମାଣ ବର୍ଷକ ମଧ୍ୟରେ ପ୍ରାୟ ୧୫ କୋଟି ଟଙ୍କା ବଢ଼ିଛି। ଆଇଟି ଓ କ୍ରୀଡ଼ା ମନ୍ତ୍ରୀ...
୧୬ରେ କେଜ୍ରିଓ୍ୱାଲଙ୍କ ଶପଥ ଗ୍ରହଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୧୬ରେ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜରିଓ୍ୱାଲ। ଗତ ଥର ଭଳି ଏଥର ବି କେଜରିଓ୍ୱାଲଙ୍କ ଶପଥ ଗ୍ରହଣ ଉତ୍ସବ ରାମଳୀଳା ମଇଦାନରେ...
ମୋ’ ସରକାରରେ ସାମିଲ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋ’ ସରକାରରେ ସାମିଲ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବିଭାଗ ସାମିଲ ହୋଇଛି। ଏଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି...
ମୋଦୀଙ୍କ ଶୁଭେଚ୍ଛାର ଉତ୍ତର ଦେଲେ କେଜରିୱାଲ – କହିଲେ, ‘‘ମିଳିମିଶି ଦିଲ୍ଲୀକୁ କରିବା ୱାର୍ଲ୍ଡ କ୍ଲାସ୍ ସିଟି’’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୬୨ ଆସନ ପାଇ ଦିଲ୍ଲୀକୁ ପୁଣିଥରେ ଦଖଲ କରିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ। ଆପ୍ର ଏହି ଐତିହାସିକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଜରିୱାଲଙ୍କୁ ଅଭିନନ୍ଦନ ଜଣାଇଥିଲେ।...
ଦିଲ୍ଲୀରେ ଆପ୍ର ହାଟ୍ରିକ, ପଛରେ ପଡ଼ିଲେ ବିଜେପି-କଂଗ୍ରେସ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୬୨ଟି ଆସନ ପାଇ ଦିଲ୍ଲୀରେ ଆପ୍ ଆଗରେ। ବିଜେପି, କଂଗ୍ରେସ ପଛରେ।
ଦିଲ୍ଲୀରେ ହାଟ୍ରିକ ବିଜୟ ହାସଲ କରିଛି ଆମ୍ ଆଦ୍ମୀ ପାର୍ଟି। ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆପ୍ ଦିଲ୍ଲୀବାସୀଙ୍କ ଦିଲ୍...
କଂଗ୍ରେସର ଗୋଡ଼ ତଳକୁ ତଳକୁ – ୧୯୯୮ରେ ‘୫୨’, ୨୦୨୦ରେ ‘ଶୂନ’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦିଲ୍ଲୀରେ କଂଗ୍ରେସ ଏଥର ବି ଖାତା ଖୋଲି ପାରିଲାନି। ୨୦୧୫ ଭଳି ଏଥର ମଧ୍ୟ ଦିଲ୍ଲୀବାସୀ କଂଗ୍ରେସକୁ ନିରାଶ କରିଛନ୍ତି। ୨୦୧୫ ଭଳି କଂଗ୍ରେସ ଚଳିତ ନିର୍ବାଚନରେ ଶୂନ ପାଇଛି।...
ଦିଲ୍ଲୀ ନିର୍ବାଚନ ଫଳାଫଳ, ୧୫ଟି ନିହାତି ଜାଣିବା କଥା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ଆପ୍ ମୁଖ୍ୟ ଅରବିନ୍ଦ କେଜରିଓ୍ଵାଲ। ଭୋଟ ବାକ୍ସରେ ଯେତେ ଭୋଟ ପଡ଼ିଥିଲା ତାହାର ପଚାଶ ପ୍ରତିଶତରୁ ଅଧିକ ଭୋଟ ପାଇ ଆମ୍ ଆଦ୍ମୀ ପାର୍ଟି...
କାହିଁକି ୪୯ ଦିନରେ ଭାଙ୍ଗିଥିଲା କେଜରିୱାଲଙ୍କ ପ୍ରଥମ ସରକାର?
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବାଜିମାରିଛି ଆମ୍ ଆଦମୀ ପାର୍ଟି। ପୁଣିଥରେ କେଜରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିବାକୁ ପ୍ରସ୍ତୁତ ହେଲେଣି ଆପ୍ କର୍ମୀମାନେ। ଦିନେ ଜନ ଲୋକପାଳ ବିଲ୍ ପାଇଁ ଆନ୍ଦୋଳନ...
ଦିଲ୍ଲୀ ପତପଡ଼ଗଞ୍ଜ ଆସନରୁ ଜିତିଲେ ମନିଷ ସିସୋଦିଆ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦିଲ୍ଲୀ ପତପଡ଼ଗଞ୍ଜ ବିଧାନସଭା ଆସନରେ ଆମ୍ ଆଦ୍ମୀ ପାର୍ଟି ପ୍ରାର୍ଥୀ ମନିଷ ସିସୋଦିଆ ଏବଂ ବିଜେପି ପ୍ରାର୍ଥୀ ରବିନ୍ଦ୍ର ସିଂ ନେଗିଙ୍କ ଭିତରେ କାଣ୍ଟେ କା ଟକ୍କର ଚାଲିଥିଲା। କେତେବେଳେ...
ବିଜେପି ପାଇଁ ଦିଲ୍ଲୀ ଏବେ ବହୁ ଦୂର…
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦିଲ୍ଲୀ ନିର୍ବାଚନରେ ଅରବିନ୍ଦ କେଜରିୱାଲ ବିଜେପି ଓ କଂଗ୍ରେସ ଉପରେ ପୂରା ଝାଡୁ ମାରିଦେଇଛନ୍ତି। ଭୋଟ ବାକ୍ସରେ ଯେତେ ଭୋଟ ପଡ଼ିଥିଲା ତାହାର ପଚାଶ ପ୍ରତିଶତରୁ ଅଧିକ ଭୋଟ ପାଇ...




















