ତାମିଲନାଡୁରେ ଚୀନ ରାଷ୍ଟ୍ରପତି – ବୁଲିଲେ ମନ୍ଦିର, ଉପଭୋଗ କଲେ ଲୋକନୃତ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଜିନ୍‌ପିଙ୍ଗ୍‌ ତାମିଲନାଡୁ ଆସିଛନ୍ତି। ଜିନ୍‌ପିଙ୍ଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭବ୍ୟ ସ୍ୱାଗତ କରିବା ସହ ମହାବଳିପୁରର ସୋର ମନ୍ଦିର...

ଜାନୁଆରୀରେ ସମବାୟ ସମିତି ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସମବାୟ ନିର୍ବାଚନ କମିଶନ ପକ୍ଷରୁ ସମବାୟ ସମିତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ସମବାୟ ସମିତି ପରିଚାଳନା ପାଇଁ ଏହି ନିର୍ବାଚନ ହେବ। ଜାନୁଆରୀରେ ବର୍ତ୍ତମାନର...

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ – କାହିଁକି ଛାଡ଼ିଲ ବିଜେପୁର?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପୁରରେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପୁରରେ କ’ଣ ପାଇଁ ହେଉଛି ଉପନିର୍ବାଚନ? ନବୀନ ବାବୁ ହିଞ୍ଜିଳି ନଛାଡ଼ି କାହିଁକି ବିଜେପୁର ଛାଡ଼ିଲେ? ବିଜେପୁର ପ୍ରଚାର...

ଚେନ୍ନାଇରେ ରହିବେ ଚୀନ୍ ରାଷ୍ଟ୍ରପତି, ଡିନରରେ ଖାଇବେ ଦକ୍ଷିଣ ଭାରତୀୟ ଖାଦ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍। ଏହି ଗସ୍ତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ। ଏହି ଗସ୍ତ ସମୟରେ ଚୀନର ରାଷ୍ଟ୍ରପତି ଦକ୍ଷିଣ...

ଆହାର କେନ୍ଦ୍ରରେ ‘ଆହାର’ ଖାଇଲେ 5-T ସଚିବ ପାଣ୍ଡିଆନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆହାର କେନ୍ଦ୍ରରେ ଲୋକଙ୍କୁ କେମିତି ମିଳୁଛି ‘ଆହାର’? ୫ ଟଙ୍କାରେ ମିଳୁଥିବା ଭାତ, ଡାଲ୍‌ମାର ମାନ କେମିତି ଅଛି? ଆହାର କେନ୍ଦ୍ରକୁ ଯାଇ ଏହାର ତଦାରଖ କରିଛନ୍ତି ମୁଖ୍ୟ ଶାସନ ସଚିବ...

ପହଞ୍ଚିଲେ ଜିନପିଙ୍ଗ୍‌, ଚେନ୍ନାଇରେ ହେଲା ଭବ୍ୟ ସ୍ୱାଗତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚେନ୍ନାଇରେ ପହଞ୍ଚିଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍‌। ଚେନ୍ନାଇରୁ ସେ ସିଧା ମାମଲ୍ଲାପୁରମ ଯିବେ। ଜିନପିଙ୍ଗ୍‌ଙ୍କୁ ସ୍ୱାଗତ କରିବା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଜିନିପିଙ୍ଗ୍‌ ଚେନ୍ନାଇରେ ପହଞ୍ଚିବା ପୂର୍ବରୁ ପ୍ରଧାନମନ୍ତ୍ରୀ...

ଆସୁଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ୫୦୦ କଳାକାର କରିବେ ସ୍ୱାଗତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଚେନ୍ନାଇର ମହାବଳୀପୁରମରେ ହେବାକୁ ଥିବା ମୋଦୀ-ଜିନପିଙ୍ଗଙ୍କ ସମ୍ମିଳନୀ ପୂର୍ବରୁ ସ୍ୱାଗତ ପାଇଁ ବଡ଼ ଆୟୋଜନ କରାଯାଇଛି। ଜିନପିଙ୍ଗ...

ସଂଘ ପରିବାର ନଜରରେ ଓଡ଼ିଶା! ଆପଣାଇବ କି ତ୍ରିପୁରା ଫର୍ମୁଲା?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ୯ ଦିନିଆ ଏବଂ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ୪ ଦିନିଆ ଗସ୍ତକୁ ନେଇ ଚର୍ଚ୍ଚା ଜୋର୍‌। ୯ ଦିନିଆ ଓଡ଼ିଶା ଗସ୍ତରେ...

ତେଜିଲା ‘ଆବାସ’ କଳି – ରାଜଭବନ ଆଗରେ ବିଜେପିର ଧାରଣା, ମନ୍ତ୍ରୀ କହିଲେ ଓଡ଼ିଶାକୁ ମିଳୁନି ହକ୍

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ତେଜିଲା ଆବାସ କଳି। ପ୍ରଧାନମନ୍ତ୍ରୀ ଆବାସରେ ଚଞ୍ଚକତା ଅଭିଯୋଗ ଆଣି ବିଜେପି ରାଜଭବନ ସମ୍ମୁଖରେ ଧାରଣା ଦେଇଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନା ଏହାର ଦୃଢ଼ ଜବାବ ଦେଇଛନ୍ତି। କେନ୍ଦ୍ର...

ବିଜେପୁର ପ୍ରଚାର ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଗାଇସିଲାଟ, ବିଜେପୁର ଏବଂ ବରପାଲି ବ୍ଲକରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପୁରରେ ଜମିଲାଣି ପ୍ରଚାର ମାହୋଲ। ପ୍ରାର୍ଥୀମାନେ ଗାଁ ଗାଁ ବୁଲି ଭୋଟ ମାଗୁଥିବା ବେଳେ ବିଭିନ୍ନ ଦଳର ତୁଙ୍ଗ...