ରାହୁଲଙ୍କୁ ଭେଟିଲେ ଚନ୍ଦ୍ରବାବୁ, ମହାମେଣ୍ଟ ନେଇ ବଢ଼ିଲା ଚର୍ଚ୍ଚା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ରେ ବିଜେପିକୁ ଚେକ୍ ଦେବା ପାଇଁ ଅଣ୍ଟା ଭିଡ଼ିଲେ ଚନ୍ଦ୍ରବାବୁ ନାଇଡ଼ୁ। ୨୦୧୯ରେ ବିଜେପିକୁ ଚେକ୍ ଦେବା ପାଇଁ ମହାମେଣ୍ଟ ଗଠନ କରିବା ଉପରେ କଂଗ୍ରେସ ଗୁରୁତ୍ୱ ଦେଉଛି। ଏଥିପାଇଁ ବିଜେପି ବିରୋଧୀ...

ନୂଆ ଟିମକୁ ଦାୟିତ୍ୱ ଦେଲେ ନିରଞ୍ଜନ, ଯୁବକଙ୍କ ଉପରେ ଭରସା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏବଂ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ନୂଆ ଟିମ ଗଠନ କରିଛନ୍ତି। ଏହି ଟିମରେ ଯୁବକମାନଙ୍କୁ...

ଓକିଲ-ପୋଲିସ ବିବାଦ: ୯ ତାରିଖ ପୂର୍ବରୁ ତଦନ୍ତ ଶେଷ କରିବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଠୋର ହେଲେ ଓଡ଼ିଶା ହାଇକୋର୍ଟ ଜଷ୍ଟିସ୍ ସି ଆର୍ ଦାଶଙ୍କ ତତ୍ତ୍ୱାବଧାନରେ ଚାଲିବ ତଦନ୍ତ ୫ ଦିନ ଭିତରେ ତଦନ୍ତ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଓକିଲ-ପୋଲିସ ବିବାଦରେ ହାଇକୋର୍ଟ କଠୋର...

କଂଗ୍ରେସ ଓ ବିଜେପିର ‘ବାର୍ଣ୍ଣିସ ରଙ୍ଗ’ ତଳେ ପକାଉଛି ଭାରତର ମର୍ଯ୍ୟାଦା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନିର୍ବାଚନ ପ୍ରଚାରର ଗୋଟିଏ ବଡ଼ କଥା ହେଲା ସରକାରମାନଙ୍କ ପାରଦର୍ଶିତାକୁ ମାପିବା। ଭୋଟରମାନଙ୍କୁ ଏହା ଏକ ସୁଯୋଗ ବି ଦେଇଥାଏ। ତାହା ହେଉଛି ରାଜନୀତିକ ଦଳମାନେ କେତେ ଦୂର ସେମାନଙ୍କ...

କଂଗ୍ରେସ ଗଠନ କଲା ମିଡିଆ ଓ ଯୋଗାଯୋଗ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ନିର୍ବାଚନ ମୁକାବିଲା କରିବା ପାଇଁ ରାଜ୍ୟ କଂଗ୍ରେସ ଜୋରଦାର ପ୍ରସ୍ତୁତି ଚଳାଇଛି। ନିକଟରେ ୪୪ଟି ଆସନରେ ଆଗୁଆ ପ୍ରାର୍ଥୀ ଚୂଡ଼ାନ୍ତ କରିଥିବା କଂଗ୍ରେସ ଶନିବାର ମିଡିଆ ଏବଂ ଯୋଗାଯୋଗ ବିଭାଗ...

ହାତୀ ମୃତ୍ୟୁ ପାଇଁ କିଏ ଦାୟୀ? ସେସୁକୁ ଦାୟୀ କଲେ ଜଙ୍ଗଲ ବିଭାଗ ମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏକକାଳୀନ ୭ଟି ହାତୀର ଜୀବନ ଯିବାକୁ ନେଇ ସେସୁ ଏବଂ ଜଙ୍ଗଲ ବିଭାଗ ଭିତରେ ଲାଗିଛି ଟଣାଓଟରା। ବିପଦରେ ଗଜରାଜ। କେତେବେଳେ ଟ୍ରେନ ଲାଇନରେ ଜୀବନ ଯାଉଛି ତ ପୁଣି କେତେବେଳେ ବିଦ୍ୟୁତ...

ବୈଜୟନ୍ତଙ୍କ ହେଲିକପ୍ଟର ଅଡ଼ୁଆ ତୁଟୁନି, ଡିଜିସିଏ ରିପୋର୍ଟକୁ ମାନୁନି ପୁରୀ ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିଜିସିଏ ରିପୋର୍ଟକୁ ଗ୍ରହଣ କରୁନି ପୁରୀ ପୋଲିସ। ବୈଜୟନ୍ତଙ୍କ ହେଲିକପ୍ଟର ଉଡ଼ାଣ ବିବାଦ ନୂଆ ମୋଡ଼ ନେଇଛି। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡ଼ାଣ ବିବାଦରେ ଆସିଲା ନୂଆ ଟୁଇଷ୍ଟ। ଡିଜିସିଏ...

ସିବିଆଇ ଅଫିସ ଘେରିଲା କଂଗ୍ରେସ – ଦିଲ୍ଲୀରେ ରାହୁଲଙ୍କ ପଦଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶବ୍ୟାପୀ କଂଗ୍ରେସ ସିବିଆଇ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇକୁ ନେଇ ରାଜନୀତିରେ ଝଡ଼। ସିବିଆଇ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗ ଆସିବା ପରେ କଂଗ୍ରେସ...

ୱାଇଏସ୍ଆର୍ କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡିଙ୍କୁ ଛୁରାମାଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶାଖାପାଟଣା ବିମାନବନ୍ଦରରେ ଘଟିଛି ଏକ ଅଭାବନୀୟ ଘଟଣା। ୱାଇଏସ୍‌ଆର୍ କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡିଙ୍କୁ ଛୁରାମାଡ଼ ଘଟଣା ଆନ୍ଧ୍ରପ୍ରଦେଶ ରାଜନୀତିକୁ ସରଗରମ କରିଛି। ଆଜି ଅପରାହ୍ଣରେ ଘଟିଛି ଏହି ଘଟଣା। ଛୁରାମାଡ଼ରେ...

ସ୍ୱାଭିମାନ ସଙ୍କଳ୍ପ ସମାବେଶ – କଂଗ୍ରେସ ଖେଳିଲା ମହିଳା କାର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ୱାଭିମାନ ସଙ୍କଳ୍ପ ସମାବେଶ ଆୟୋଜନ କରି ମହିଳା କଂଗ୍ରେସ ଆଜି ଶକ୍ତି ପ୍ରଦର୍ଶନ କରିଛି। ବିଜେଡି ଏବଂ ବିଜେପି ପରେ କଂଗ୍ରେସ ଆଜି ମହିଳା କାର୍ଡ ଖେଳିଛି। ଭୁବନେଶ୍ୱର କଂଗ୍ରେସ ଭବନରେ...