‘ହାତ’ ଆଉ ‘ହାତୀ’ଠୁ ଅଲଗା ହୋଇ ନିର୍ବାଚନ ଲଢ଼ିବେ ଅଖିଳେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ ସମାଜବାଦୀ ପାର୍ଟି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆହୁରି ୧୪ ମାସରୁ ଅଧିକ ସମୟ ବାକି। ହେଲେ ଏବେଠୁ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ହାତ...

‘ସ୍କିଲ୍‍‍ ଇଣ୍ଡିଆ’କୁ ଝଟକା: ୨ ଦିନିଆ ନିଯୁକ୍ତି ମେଳାରେ ୨୦ ଜଣଙ୍କୁ ମିଳିଲା ନିଯୁକ୍ତି

ଓଡ଼ିଶାଲାଇଭ୍‍ ବ୍ୟୁରୋ ଯୁବପିଢ଼ିଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିଲେ ‘ସ୍କିଲ୍‍‍ ଇଣ୍ଡିଆ’ ଯୋଜନା। ହେଲେ ଏହି ଯୋଜନା  ବିହାରର ଛପରା ଜିଲ୍ଲାରେ ଫେଲ୍‌ ମାରିଥିବା ଆୟୋଜିତ ନିଯୁକ୍ତି ମେଳାରୁ ସ୍ପଷ୍ଟ...

‘ସିମ୍‌ଲା ରାଜିନାମା’ ଉପରେ ଅଟକିଛି ବିରୋଧୀ ମହାମେଣ୍ଟର ଭବିଷ୍ୟତ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ପାଟଣାରେ ଏକାଠି ବସିଲେ, କିନ୍ତୁ ରାଜିନାମା ହେବ ସିମ୍‌ଲାରେ। ବିରୋଧୀ ମହାମେଣ୍ଟର ପରବର୍ତ୍ତୀ ସିମ୍‌ଲା ବୈଠକ ଉପରେ ପୂରା ଦେଶବାସୀଙ୍କ ନଜର। ପାଟଣାରେ ବିରୋଧୀ ଏକାଠି ବସିଲେ। ଜୁନ ୨୩ ତାରିଖରେ...

‘ସିଏଏ’କୁ ନେଇ ନୀତିଶ କୁମାର କହିଲେ – ‘‘ଏନ୍‌ଡିଏର ତୁରନ୍ତ ବୈଠକ ଡାକନ୍ତୁ ମୋଦୀ’’

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ସାରା ଦେଶରେ ବୋବାଲ୍‌ ଚାଲିଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୋଦୀ ସରକାରଙ୍କୁ ଛନ୍ଦିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଏଏ ଆଇନ୍‌...

‘ସିଏଏ-ଏନ୍‌ଆର୍‌ସି’ ବିରୋଧରେ ରଣହୁଙ୍କାର ଦେଲେ ବିରୋଧୀ – ଦିଲ୍ଲୀରେ ୧୪ ଦଳ ଏକାଠି, ଆସିଲେନି ବଡ଼ ନେତା

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ବିରୋଧୀ ରଣହୁଙ୍କାର ଦେଇଛନ୍ତି। କଂଗ୍ରେସ ନେତୃତ୍ୱରେ ୧୪ ରାଜନୀତିକ ଦଳ ସୋମବାର ଦିନ ଦିଲ୍ଲୀରେ ଏକାଠି ହୋଇଛନ୍ତି। ହେଲେ ଏହି ବୈଠକରେ ବଡ଼ ରାଜନୀତିକ...

‘ସଂସଦ ମହାରତ୍ନ’ ସମ୍ମାନରେ ସମ୍ମାନିତ ହେବେ ଭର୍ତ୍ତୃହରି ମହତାବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ସଂସଦ ମହାରତ୍ନ’ ସମ୍ମାନରେ ସମ୍ମାନିତ ହେବେ କଟକ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ୧୭ତମ ଲୋକସଭାର ପ୍ରଥମ ବର୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ତାଙ୍କୁ ସମ୍ମାନିତ କରାଯିବ।  ପ୍ରାଇମ୍ ପଏଣ୍ଟ ଫାଉଣ୍ଡେସନ୍‌...

‘ସମଦୂରତା’ରୁ ‘ସମର୍ଥନ’ କାହିଁକି ବଦଳିଲା ନବୀନଙ୍କ ଷ୍ଟ୍ରାଟେଜୀ?

ଓଡ଼ିଶାଲାଇଭ୍ ପଲିଟାକାଲ୍ ବ୍ୟୁରୋ  ଏନଡିଏ ଓ ୟୁପିଏଠାରୁ ସମଦୂରତା ନୀତି ଧରିଚାଲୁଥିବା ବିଜେଡି ଏବେ କାହାକୁ ବି ସମର୍ଥନ ଦେବାକୁ ପ୍ରସ୍ତୁତ ଏହା କେବଳ ରାଜ୍ୟର ସ୍ୱାର୍ଥ ନା ଏକ ରାଜନୈତିକ ବାଧ୍ୟବାଧକତା? “କେନ୍ଦ୍ରରେ ଯେଉଁ...

‘ଶିଶୁ ଓ ମହିଳା ଅନୁକୂଳ ଗ୍ରାମପଞ୍ଚାୟତ ଗଠନ’ ସମ୍ପର୍କୀତ ଜାତୀୟ କର୍ମଶାଳା: ପଞ୍ଚାୟତଗୁଡ଼ିକରେ ମହିଳା ପ୍ରତିନିଧିଙ୍କ ନେତୃତ୍ଵ ସ୍ଵାଗତଯୋଗ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ “ଓଡ଼ିଶାରେ ମହିଳାଙ୍କ ନେତୃତ୍ଵକୁ ସମ୍ମାନ ଦିଆଯିବାର ପରମ୍ପରା ମୂଳରୁ ରହିଆସିଛି। ବର୍ତ୍ତମାନ ପଞ୍ଚାୟତଗୁଡ଼ିକରେ ମହିଳା ପ୍ରତିନିଧିମାନେ ଯେଉଁଭଳି ଭାବେ ନେତୃତ୍ଵ ନେଉଛନ୍ତି ତାହା ସ୍ଵାଗତଯୋଗ୍ୟ। ମହିଳା ପ୍ରତିନିଧିମାନେ ତୃଣମୂଳସ୍ତରରେ ସକ୍ରିୟ ନଥିଲେ...

‘ରାକ୍ଷୀ’ ବଜାର ଗରମ – ପଶ୍ଚିମବଙ୍ଗରେ ମୋଦି, ମମତା ରାକ୍ଷୀକୁ ନେଇ ରାଜନୀତି ଜୋର୍

ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ ଶେଷ ହେଲାଣି ନିର୍ବାଚନ। ଆଉ ରାଲି ନାହିଁ କି ସଭାସମିତି ନାହିଁ। କିନ୍ତୁ ପଶ୍ଚିମବଙ୍ଗର ରାଜନୀତି ମାହୋଲ ପୂରା ଗରମ ରହିଛି। ପଶ୍ଚିମବଙ୍ଗରେ ମମତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

‘ମ୍ୟାନ ଭର୍ସେସ୍‌ ୱାଇଲ୍ଡ’ ସୋ’ ରେ ମୋଦି – ‘‘ବନ୍ୟଜନ୍ତୁଙ୍କୁ ମାରିବା ଆମ ସଂସ୍କୃତି ନୁହେଁ’’

ଓଡ଼ିଶାଲାଇଭ୍ ବ୍ୟୁରୋ ଡିସ୍‌କୋଭରି ଚ୍ୟାନେଲରେ ପ୍ରସାରିତ ‘ମ୍ୟାନ ଭର୍ସେସ୍‌ ୱାଇଲ୍ଡ’ ସୋ’ରେ ବିୟର ଗ୍ରୀଲ୍ସଙ୍କ ସହ ନଜର ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜିମ୍‌ କାର୍ବେଟ ଜାତୀୟ ଉଦ୍ୟାନରେ ପରିବେଶ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା...