ବିବାଦ-ସମର୍ଥନ ମଝିରେ ‘ଦ କେରଳ ଷ୍ଟୋରି’

ଓଡ଼ିଶାଲାଇଭ୍ ବ୍ୟୁରୋ ରିଲିଜ ପୂର୍ବରୁ ବିବାଦରେ ରହିଥିବା ହିନ୍ଦୀ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ ଏବେ ବିବାଦ-ସମର୍ଥନ ମଧ୍ୟରେ ଆଗକୁ ବଢ଼ିବାକୁ ଲାଗିଛି। ‘ଦ କେରଳ ଷ୍ଟୋରି’କୁ କେଉଁଠି ସମର୍ଥନ ମିଳୁଛି ତ କେଉଁଠି ବିରୋଧ...

ଆଧାରକାର୍ଡ ନଥିଲେ ବି ସ୍କୁଲରେ ହୋଇପାରିବ ପିଲାଙ୍କ ନାମଲେଖା

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ଆଧାରକାର୍ଡ ନଥିଲେ ମଧ୍ୟ ପିଲାମାନେ ବିଦ୍ୟାଳୟରେ ନାମ ଲେଖାଇ ପାରିବେ। ଏନେଇ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର କମିଶନର ତଥା ସଚିବ ରୂପାରୋଶନ ସାହୁ ସବୁ...

ନବୀନ ନିବାସରେ ପହଞ୍ଚିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଦିନ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଦିନ ୧୨ଟା ୩୦ରେ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ...

ସରିଲା ପ୍ରଚାର, ଦିନକ ପରେ ଝାରସୁଗୁଡ଼ା ଉପନିର୍ବାଚନ ଲାଗି ପଡ଼ିବ ଭୋଟ

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ। ଆଉ ଦିନକ ପରେ ଉପନିର୍ବାଚନ ଲାଗି ହେବ ମତଦାନ। ଉପନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଝାରସୁଗୁଡ଼ା। ଆସନ୍ତା ୧୦ ତାରିଖରେ ମତଦାନ କରିବେ...

ଝାରସୁଗୁଡ଼ା ଉପନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର, ଭୋଟରଙ୍କୁ ମନେଇବାକୁ ପ୍ରାର୍ଥୀ କରୁଛନ୍ତି ଶେଷ ପ୍ରୟାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ସୋମବାର ହେଉଛି ପ୍ରଚାରର ଶେଷ ଦିନ। ଶେଷ ଦିନରେ ଭୋଟରଙ୍କୁ ମନେଇବାକୁ ପ୍ରାର୍ଥୀ କରୁଛନ୍ତି ଶେଷ ପ୍ରୟାସ। ଆଜି ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପୁଛି...

ଝାରସୁଗୁଡ଼ା ଉପନିର୍ବାଚନ: ଦୀପାଳିଙ୍କ ପାଇଁ ପ୍ରଚାର କଲେ ନବୀନ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ା ଉପନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ଜୋର ଧରିଛି ପ୍ରଚାର। ଏହି ପରିପ୍ରେକ୍ଷୀରେ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଗସ୍ତ କରି ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ...

ବ୍ରିଟେନର ରାଜ ସିଂହାସନ ଆରୋହଣ କଲେ କିଙ୍ଗ୍ ଚାର୍ଲସ ତୃତୀୟ

ଓଡ଼ିଶାଲାଇଭ୍ ବ୍ୟୁରୋ   ଏବେ କିଙ୍ଗ୍ ଚାର୍ଲସ ତୃତୀୟ ବିଧିବଦ୍ଧ ଭାବେ ବ୍ରିଟେନର ରାଜ ହୋଇଛନ୍ତି। ଶନିବାର ଦିନ ତାଙ୍କର ରାଜ୍ୟାଭିଷେକ କରାଯାଇଛି। ଏନେଇ ଇଂଲଣ୍ଡର ୱେଷ୍ଟ ମିନିଷ୍ଟର ଆବିରେ ଭବ୍ୟ ସମାରୋହର ଆୟୋଜନ କରଯାଇଥିଲା...

କମ୍ପୁଛି ଝାରସୁଗୁଡ଼ା: ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଭୋଜପୁରୀ ଅଭିନେତା ମନୋଜ ତିଓ୍ଵାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ବାଚନ ପ୍ରଚାରରେ କମ୍ପୁଛି ଝାରସୁଗୁଡ଼ା। ପ୍ରଚାରରେ ଲାଗିପଡ଼ିଛନ୍ତି ଷ୍ଟାର କାମ୍ପେନର। ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇଛନ୍ତି ବିଜେପି ସାଂସଦ ତଥା ଭୋଜପୁରୀ ଅଭିନେତା ମନୋଜ...

ପାଓ୍ଵାରଙ୍କ ଇସ୍ତଫା ଗ୍ରହଣ କଲାନି ଏନସିପି କୋର କମିଟି

ଓଡ଼ିଶାଲାଇଭ୍ ବ୍ୟୁରୋ ଏନସିପିର କୋର କମିଟି ଶରଦ ପାଓ୍ଵାରଙ୍କ ଇସ୍ତଫାକୁ ନାମଞ୍ଜୁର କରିଦେଇଛି। ଏନସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେବା ନେଇ ପାଓ୍ଵାରଙ୍କ ଘୋଷଣା ପରେ ମହାରାଷ୍ଟ୍ରର ରାଜନୈତିକ ପାଣିପାଗ ବଦଳି ଯାଇଥିଲା।...

ମହାରାଷ୍ଟ୍ର ପାଓ୍ଵାର ପଲିଟିକ୍ସ: ଶରଦଙ୍କ ପରେ ଝିଅ ନା ପୁତୁରା?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆହୁରି ବର୍ଷେରୁ ଅଧିକ ସମୟ ଅଛି। ତା’ ପୂର୍ବରୁ ପାଓ୍ଵାର ପରିବାରରେ ପାଓ୍ଵାର ପଲିଟିକ୍ସ ମହାରାଷ୍ଟ୍ର ସମେତ ଦିଲ୍ଲୀକୁ ବି ଆଲର୍ଟ କରିଦେଇଛି। ରାଜତନ୍ତ୍ର ହେଉ କି...