ପଶ୍ଚିମବଙ୍ଗରେ ଅମ୍ପନର ଧ୍ୱଂସଲୀଳା – ଉପୁଡ଼ିଲା ଗଛ, ଭାଙ୍ଗିଲା ଘର, ବୁଡ଼ିଲା ସହର

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ଅମ୍ପନର ପ୍ରଭାବ ପଶ୍ଚିମବଙ୍ଗ ଉପରେ ପଡ଼ିଛି। ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘର, ଗଛଲତା ଆଦି ଭାଙ୍ଗିଯାଇଛି। ପଶ୍ଚିମବଙ୍ଗରେ ଧ୍ୱଂସଲୀଳା ମଚାଇଲା ବାତ୍ୟା ଅମ୍ପନ। ଯେଉଁ କାରଣରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ...
Amphan animal health camp

ଅମ୍ପନ ପ୍ରଭାବ: ଚାନ୍ଦବାଲି ଓ ବାସୁଦେବପୁର ବ୍ଲକରେ ଚାଲିଛି ପଶୁ ଚିକିତ୍ସା ଶିବିର

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ଅମ୍ପନର ପ୍ରଭାବ ମଣିଷର ଧନଜୀବନ ସହ ପଶୁମାନଙ୍କ ଉପରେ ମଧ୍ୟ ପଡ଼ିଛି। ଏନେଇ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଏବଂ ବାସୁଦେବପୁର ବ୍ଲକ୍ ଅଧୀନରେ ଚାଲିଛି ପଶୁ ଚିକିତ୍ସା ଶିବିର। ଏହି...

କୋଲକାତାରେ ତାଣ୍ଡବ ରଚିଲା ବାତ୍ୟା ଅମ୍ପନ, ଏୟାରପୋର୍ଟ ଜଳବନ୍ଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଉପକୂଳରେ ନିଜର ଉଗ୍ରରୂପ ଦେଖାଇବା ପରେ କୋଲାକାତାରେ ମଧ୍ୟ ତାଣ୍ଡବ ରଚିଛି ବାତ୍ୟା ଅମ୍ପନ। ସହରର ବିଭିନ୍ନ ଅଞ୍ଚଳରେ ଭୀଷଣ ପବନ ବହିବା କାରଣରୁ ବିଭିନ୍ନ ଗଛବୃକ୍ଷ, କଚ୍ଚା ଘର...
bhadrak chandbali

ଅମ୍ପନ ପ୍ରଭାବ: ଚାନ୍ଦବାଲି ଏନ୍.ଏ.ସି ଅଞ୍ଚଳରେ ପିଇବା ପାଣି ଯୋଗାଇଲା ପ୍ରଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ଅମ୍ପନର ତାଣ୍ଡବଲୀଳା ଶେଷ ହୋଇଛି। ବର୍ତ୍ତମାନ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଯଥାସମ୍ଭବ ସାହାଯ୍ୟ କରିବା ଜିଲ୍ଲା ପ୍ରଶାସନଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି। ଏହି ବାତ୍ୟାର ଯୋଗୁଁ ଚାନ୍ଦବାଲି ଅଞ୍ଚଳର ଲୋକ ବିଶେଷ ଭାବରେ...

ବିପଦର ବନ୍ଧୁ ସାଜିଲା କେନ୍ଦ୍ରାପଡ଼ା ପୋଲିସ – ବାତ୍ୟା ବେଳେ ବିପନ୍ନଙ୍କୁ ସହାୟତାର ହାତ ବଢାଇଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ଅମ୍ପନ ବେଳେ ମଣିଷ ପଣିଆର ବାର୍ତ୍ତା ଦେଇଛି କେନ୍ଦ୍ରାପଡ଼ା ପୋଲିସ। (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଅନେକ ସମୟରେ ପୋଲିସର ନିଷ୍ଠୁରତା ପାଇଁ ପୋଲିସ ଉପରୁ ଲୋକେ ଭରସା ତୁଟାଇ ଦେବାର ନଜିର...

ପଶ୍ଚିମବଙ୍ଗରେ ତାଣ୍ଡବ କରୁଛି ଅମ୍ପନ – ଉପୁଡ଼ିଲା ଗଛ, ୨ ମହିଳା ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ପରେ ଏବେ ପଶ୍ଚିମବଙ୍ଗରେ ତାଣ୍ଡବ କରୁଛି ସାମୁଦ୍ରିକ ଝଡ଼ ଅମ୍ପନ। ଆଜି ସନ୍ଧ୍ୟାରେ ଏହି ଝଡ଼ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମବଙ୍ଗରେ ତାର କରାଳ ରୂପ ଦେଖାଇଛି। ବର୍ତ୍ତମାନ...

ସମୁଦ୍ରରୁ ସୁନ୍ଦରବନ – କେମିତି ଥିଲା ବାତ୍ୟା ‘ଅମ୍ପନ’ର ଯାତ୍ରା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲଘୁଚାପରୁ ଅବପାତ, ବାତ୍ୟା, ମହାବାତ୍ୟା ଓ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ସ୍ଥଳଭାଗ ଛୁଇଁଛି ‘ଅମ୍ପନ’। ସମୁଦ୍ରରେ କରାଳ ରୂପ ଧରି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହୋଇଥିବା ବାତ୍ୟା...

ଲ୍ୟାଣ୍ଡଫଲ୍ କଲା ଅମ୍ପନ, ଅତିକ୍ରମ କଲା ସୁନ୍ଦରବନ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରବନରେ ସ୍ଥଳଭାଗ ପାର ହେଲା ବାତ୍ୟା ଅମ୍ପନ। ବଙ୍ଗୋପାସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଏବେ ସ୍ଥଳଭାଗ ଛୁଇଁବା ସହ ସୁନ୍ଦରବନ ପାର କରିଛି। ସୁନ୍ଦରବନ ପାର୍ କରିବା ସମୟରେ ସେଠାରେ...

୪୮ ଘଣ୍ଟାରେ ଅମ୍ପନ କ୍ଷୟକ୍ଷତିର ରିପୋର୍ଟ ଦେବେ ଜିଲ୍ଲାପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ଅମ୍ପନ କ୍ଷୟକ୍ଷତି ନେଇ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ସରକାର। ୪୮ ଘଣ୍ଟା ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଥମିକ ରିପୋର୍ଟ ମିଳିବା ପରେ କ୍ଷୟକ୍ଷତିର ଆକଳନ...

ଓଡ଼ିଶାରେ ‘ଅମ୍ପନ’ ତାଣ୍ଡବ – ଉପାଡ଼ିଲା ଗଛ, ଭାଙ୍ଗିଲା କାନ୍ଥ, ଗାଁରେ ପଶିଲା ସମୁଦ୍ର ପାଣି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ଅମ୍ପନ ପ୍ରଭାବରେ ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି। ଓଡ଼ିଶା ଉପକୂଳ ଅତିକ୍ରମ କରିଛି ବାତ୍ୟା ‘ଅମ୍ପନ’। ଦୀଘା ଓ ହାତୀଆ ଦ୍ୱୀପ ମଝିରେ ସୁନ୍ଦରବନରେ ସ୍ଥଳଭାଗ...