ବୁଲ୍‌ବୁଲ୍‌ ପ୍ରଭାବରେ ଆସନ୍ତା ୪ରୁ ୫ ଘଣ୍ଟା ଯାଏଁ ଲାଗି ରହିବ ବର୍ଷା, ପବନ – ଏସ୍‌ଆର୍‌ସି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=UXhLvpcCJNw] ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଆସନ୍ତା ୪ରୁ ୫ ଘଣ୍ଟା ଯାଏଁ ବର୍ଷା, ପବନ ଲାଗି ରହିବ। ‘‘ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ବାତ୍ୟା ବୁଲ୍‌ବୁଲ୍‌ ବର୍ତ୍ତମାନ ପାରାଦୀପର ପୂର୍ବ ଓ...

ବୁଲ୍‌ବୁଲ୍‌ ଅପ୍‌ଡେଟ୍‌ @11 AM

ଓଡ଼ିଶାଲାଇଭ୍ ବ୍ୟୁରୋ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା। ଶନିବାର ମଧ୍ୟ ରାତ୍ରୀ ସୁଦ୍ଧା ବାତ୍ୟା ସୁନ୍ଦରବନର ଡେଲ୍‌ଟା ଅଞ୍ଚଳରେ ଲ୍ୟାଣ୍ଡଫଲ କରିବ। ପାରାଦୀପଠାରୁ ୧୧୦ କିଲୋମିଟର...

ବୁଲ୍‌ବୁଲ୍‌ ପ୍ରଭାବରେ ରାଜନଗରରେ ସର୍ବାଧିକ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ପାରାଦୀପଠାରୁ ୧୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହେଉଛି ବାତ୍ୟା ବୁଲ୍‌ବୁଲ୍‌। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର ଦିଗକୁ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଗତି କରୁଛି। ଶନିବାର ମଧ୍ୟ ରାତ୍ରୀ ସୁଦ୍ଧା...

‘ବୁଲ୍‌ବୁଲ୍‌’ ଅପଡେଟ୍ @12AM

ଓଡ଼ିଶାଲାଇଭ୍ ବ୍ୟୁରୋ ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା। ଶନିବାର ମଧ୍ୟ ରାତ୍ରୀ ସୁଦ୍ଧା ବାତ୍ୟା ଲ୍ୟାଣ୍ଡଫଲ କରିବ। ତେବେ ପଶ୍ଚିମବଙ୍ଗ-ବାଂଲାଦେଶର ସୁନ୍ଦରବନରେ 'ବୁଲବୁଲ' ସ୍ଥଳଭାଗକୁ ଛୁଇଁବ...

‘ବୁଲ୍‌ବୁଲ୍‌’ ଅପଡେଟ୍ @10PM

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ‘ବୁଲ୍‌ବୁଲ୍‌’ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହୋଇଛି। ତେବେ ଓଡ଼ିଶାରେ ଏହାର କ’ଣ ପ୍ରଭାବ ରହିବ ତାକୁ ନେଇ ଓଡ଼ିଶାଲାଇଭ୍‌ରେ ପଢ଼ନ୍ତୁ ବାତ୍ୟା ସମ୍ପର୍କରେ ତାଜା ଖବର। ପାରାଦୀପଠାରୁ ୨୨୦ କିଲୋମିଟର...

ବାତ୍ୟା ‘ବୁଲ୍‌ବୁଲ୍‌’ ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ ପାଇଁ ଆଗୁଆ ସଚେତନ ହୋଇଛନ୍ତି ଓଡ଼ିଶା ସରକାର। ଏନେଇ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତୀୟ ପାଣିପାଗ ବିଭାଗଙ୍କ ସୂଚନା ଅନୁଯାୟୀ ବଙ୍ଗୋପସାଗରରେ...

‘ବୁଲ୍‌ବୁଲ୍‌ ଅପଡେଟ୍‌’ @8PM

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ‘ବୁଲ୍‌ବୁଲ୍‌’ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହୋଇଛି। ତେବେ ଓଡ଼ିଶାରେ ଏହାର କ’ଣ ପ୍ରଭାବ ରହିବ ତାକୁ ନେଇ ଓଡ଼ିଶାଲାଇଭ୍‌ରେ ପଢ଼ନ୍ତୁ ବାତ୍ୟା ସମ୍ପର୍କରେ ତାଜା ଖବର। ତୀବ୍ର ହେଲା ବାତ୍ୟା...

‘ବୁଲ୍‌ବୁଲ୍‌’ ପାଇଁ ପୁରୀରେ ୩ ନମ୍ଵର ସତର୍କ ସୂଚନା, ଆବଶ୍ୟକ ପଡ଼ିଲେ ହବିଷ୍ୟାଳି ହେବେ ସ୍ଥାନାନ୍ତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ: ବୁଲ୍‌ବୁଲ୍ ଆଶଙ୍କାରେ ପୁରୀ ସହରରେ ହାଇଆର୍ଲଟ ଜାରି କରାଯିବା ସହ ୱେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ଓ ଆସନ୍ତାକାଲି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ଘୋଷଣା କରାଯାଇଛି। ଆବଶ୍ୟକ...

 ‘ବୁଲ୍‌ବୁଲ୍‌’କୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଲା ବାଲେଶ୍ଵର ଜିଲ୍ଲା ପ୍ରଶାସନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବ୍ଲକ ଅଧିକାରୀଙ୍କ ସହ କଥା ହେଲେ ଜିଲ୍ଲାପାଳ ୮ ଓ ୯ ତାରିଖରେ ଆଶ୍ରୟସ୍ଥଳୀ ଭାବେ ୨୪...

‘ବୁଲ୍‌ବୁଲ୍‌’ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨ଟି ଓଡ୍ରାଫ, ୧ଟି ଏନଡିଆରଏଫ୍ ଟିମ୍‌ ଓ ୩ଟି ଅଗ୍ନିଶମ ବାହିନୀ ମୁତୟନ ୨ଦିନ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ପ୍ରତି ବ୍ଲକରେ ରିଲିଫ୍ ସାମଗ୍ରୀ ମହଜୁଦ ଜିଲ୍ଲାରେ ୯୦ଟି...