୨୦ ତାରିଖରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଅମ୍ଫାନ! ୧୮ ତାରିଖରୁ ଓଡ଼ିଶାରେ ବର୍ଷା ସମ୍ଭାବନା

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇସାରିଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ଏହା ସାମୁଦ୍ରିକ ଝଡ଼ର ରୂପ ନେବ। ତେବେ ସାମୁଦ୍ରିକ ଝଡ଼ର ରୂପ ନେବା ପରେ...

ବୁଲବୁଲ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ବୁଲୁବୁଲର କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍। ଗୁରୁବାର ସହେଲି ଘୋଷ ରୟଙ୍କ ନେତୃତ୍ୱରେ ୭ ଜଣିଆ କେନ୍ଦ୍ରୀୟ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବାତ୍ୟା ବୁଲବୁଲ ପ୍ରଭାବରେ ନଭେମ୍ବର...

ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ୧୪ରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ୧୪ ତାରିଖରେ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍। ବାତ୍ୟା ବୁଲବୁଲର କ୍ଷୟକ୍ଷତି ଆକଳନ ସହ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବ କେନ୍ଦ୍ରୀୟ ଟିମ୍। ସୋମବାର ଏନେଇ ସୂଚନା ଦେଇଛନ୍ତି ଏସ୍ଆରସି...

ଭଦ୍ରକ ଓ ବାଲେଶ୍ଵର ବୁଲ୍‌ବୁଲ୍‌ ପ୍ରଭାବ – ଉପୁଡ଼ିଲା ଗଛ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉପକୂଳ ଓଡ଼ିଶାରେ ପଡ଼ିଛି ବୁଲ୍‌ବୁଲ୍‌ର ପ୍ରଭାବ। ଓଡ଼ିଶାକୁ ନଛୁଇଁ ମଧ୍ୟ ଛାପ ଛାଡ଼ିଦେଇଛି ବୁଲ୍‌ବୁଲ୍‌। ଏହାର ପ୍ରଭାବରେ ଅଧିକ ପ୍ରଭାବିତ ହୋଇଛନ୍ତି ଭଦ୍ରକ ଓ ବାଲେଶ୍ଵର ଜିଲ୍ଲା। ଏହି ଦୁଇ ଜିଲ୍ଲାରେ...

ଉପକୂଳ ଓଡ଼ିଶାରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଲା ବୁଲ୍‌ବୁଲ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ବୁଲ୍‌ବୁଲ୍‌ ମାଡ଼ ହୋଇ ନଥିଲେ ମଧ୍ୟ ଏହାର ଆଂଶିକ ପ୍ରଭାବ ଉପକୂଳ ଓଡ଼ିଶା ଉପରେ ପଡ଼ିଛି। ଫଳରେ ଚାଷୀମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଛି। ଜଗତସିଂହପୁର, କୋନ୍ଦ୍ରାପଡ଼ା, ବାଲେଶ୍ଵର ଓ...

ବଙ୍ଗରେ ତାଣ୍ଡବ ରଚି ଦୁର୍ବଳ ହେଲା ବୁଲ୍‌ବୁଲ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁର୍ବଳ ହେଲା ଭୀଷଣ ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌। ଶନିବାର ରାତି ସାଢେ ୯ଟାରେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରିଥିଲା। ପରେ ରବିବାର ଭୋର୍‌ ୫ଟା.୩୦ରୁ ଦୁର୍ବଳ...

ସ୍ଥଳଭାଗ ଛୁଇଁଲା ବୁଲ୍‌ବୁଲ୍‌ – ୧୧୫ରୁ ୧୨୫ କିଲୋମିଟର ବେଗରେ ପବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୩ ଘଣ୍ଟା ଧରି ରଚିବ ତାଣ୍ଡବ ମଝିରେ ମଝିରେ ପବନର ବେଗ ୧୪୦କିମି ବାଂଲାଦେଶରେ ୩ ଲକ୍ଷ ଲୋକ ସ୍ଥାନାନ୍ତର ଆରମ୍ଭ ହୋଇଛି ବାତ୍ୟା ବୁଲ୍‌ବୁଲ୍‌ର ଲ୍ୟାଣ୍ଡଫଲ ପ୍ରକ୍ରିୟା। ସାଗରଦୀପ ଓ...

ବୁଲ୍‌ବୁଲ୍‌ ପ୍ରଭାବରେ ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ହୋଇଛି ବର୍ଷା?

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ବୁଲବୁଲ୍ ଏବେ ପଶ୍ଚିମବଙ୍ଗ ଉପକୂଳ ନିକଟବର୍ତ୍ତୀ ମୁହଁ ହେଉଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ସହ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି। ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ,...

ଧାମରାରରେ ଓଲଟିଲା ଡଙ୍ଗା, ପହଁରି ପହଁରି କୂଳରେ ଲାଗିଲେ ୮ ମତ୍ସ୍ୟଜୀବୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧାମରା କାଳିନାଳି ଜଙ୍ଗଲ ସମୁଦ୍ର ନିକଟରେ ଓଲଟିଲା ଡଙ୍ଗା। ଡଙ୍ଗାରେ ଥିବା ୮ ମତ୍ସ୍ୟଜୀବୀ ପହଁରି ପହଁରି ଆସି କୂଳରେ ଲାଗିଛନ୍ତି। ସେମାନଙ୍କୁ ଓଡ୍ରାଫ ଟିମ୍‌ ଦ୍ଵାରା ଉଦ୍ଧାର କରାଯାଇଛି। ବର୍ତ୍ତମାନ...

ବୁଲ୍‌ବୁଲ୍‌ ଅପ୍‌ଡେଟ୍‌ @2 PM

ଓଡ଼ିଶାଲାଇଭ୍ ବ୍ୟୁରୋ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ବୁଲ୍‌ବୁଲ୍‌। ବୁଲ୍‌ବୁଲ୍‌ ପ୍ରଭାବରେ ଆସନ୍ତା ୪ରୁ ୫ ଘଣ୍ଟା ଯାଏଁ ଲାଗି ରହିବ ବର୍ଷା, ପବନ – ଏସ୍‌ଆର୍‌ସି ‘‘ପାଣିପାଗ...