ଗଭୀର ସମୁଦ୍ରରେ ଫସିଛି ପଶ୍ଚିମବଙ୍ଗର ୪୩ଟି ବୋଟ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ବୁଲ୍‌ବୁଲ୍‌ ପାଇଁ ସମୁଦ୍ରରେ ଫସିଛି ପଶ୍ଚିମବଙ୍ଗର ୪୩ ବୋଟ୍‌। ଏନେଇ ଓଡ଼ିଶା ସରକାରଙ୍କୁ ସହାୟତା ମାଗିଲା ପଶ୍ଚିମବଙ୍ଗ ସରକାର। ବାତ୍ୟା ବୁଲ୍‌ବୁଲ୍‌ ଯୋଗୁଁ ଗଭୀର ସମୁଦ୍ରରେ ଫସିଛି ପଶ୍ଚିମବଙ୍ଗର ୪୩ଟି ବୋଟ୍‌।...

ବିଜୟା ଦଶମୀରେ ଜମିଲା ସିନ୍ଦୂର ଖେଳ, ଦହିପଖାଳ ଭୋଗ ପାଇଁ ଭକ୍ତଙ୍କ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ (କଟକରୁ ଜୟ ମହାନ୍ତି): ଆଜି ବିଜୟାଦଶମୀ। ଆସନ୍ତାକାଲି ମା’ ବିଦାୟ ନେବେ। କଟକି ଦଶହରାରେ ବେଶ ଗୁରୁତ୍ୱ ବହନ କରେ ଏହି ବିଦାୟ ବେଳର ଦୃଶ୍ୟ। ଦହି ପଖାଳ ବାସ୍ନାରେ ମହକେ...

ଜମିଲାଣି ଦଶହରା ମାହୋଲ – ଶ୍ରୀକାକୁଲମ୍, ବ୍ରହ୍ମପୁର ବ୍ୟାଣ୍ଡର ଡିମାଣ୍ଡ୍

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ : କଟକ ଦଶହରା ନିଆରା। ସେହିପରି ଭସାଣ ଉତ୍ସବ ବି ଏଠି ବେଶ୍ ସ୍ୱତନ୍ତ୍ର। ଧାଡିକୁ ଧାଡି ମେଢ ସାଙ୍ଗକୁ ଲାଇଟ୍, ବାଜାର ପଟୁଆର। ତେବେ ଭସାଣ ଉତ୍ସବର ଏହି...

ଶାଶୂ ହେବ ତ ଏମିତି – ବିଧବା ବୋହୂର ପୁନର୍ବିବାହ କରି ଝିଅ ଭଳି କଲେ ବିଦା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୩ ବର୍ଷ ତଳେ ବିଧବା ହୋଇଯାଇଥିବା ବୋହୂର ପୁନର୍ବିବାହ କରି ଉଦାହରଣ ସୃଷ୍ଟି କଲେ ଶାଶୂ। ୬ ବର୍ଷ ପୂର୍ବରୁ ଯେଉଁ ଝିଅକୁ ବୋହୂ କରି ଆଣିଥିଲେ ଆଜି ସେହି ବୋହୂକୁ ନିଜ...

ଖଲ୍ଲିକୋଟ ଛକରେ ‘ମାଗୁଣିର ଶଗଡ଼’

କପିଳାସ ଭୂୟାଁ ଦିନ ତ ଦିନ ରାତିରେ ବି ହାଇମାଷ୍ଟ ଆଲୋକରୁ ବିଚ୍ଛୁରିତ ନିୟନ ଆଲୋକରେ ଆଲୋକିତ ହୋଇ ଦେଖାଯାଏ କାଳିଆ ଆଉ କଷରା ରଙ୍ଗର ଦୁଇଟି ବଳଦଙ୍କ କାନ୍ଧରେ ଯୋଚା ହୋଇ ଧାବମାନ...
corona A to Z

କରୋନା ଭାଇରସ ସଂପର୍କରେ ଜାଣନ୍ତୁ ଅ’ରୁ କ୍ଷ’

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=fadTtV9l8N4?list=PLI0zWE2pkn8BdYXmTpXdiiOyud0GAGNXL] କରୋନା ଭାଇରସ (COVID – 19), ଏହାର ସଂକ୍ରମଣ, ଚିକିତ୍ସା ଓ ଏହାକୁ ମୁକାବିଲା କରିବାର ବାଟ ସଂପର୍କରେ ଆପଣଙ୍କ ମନକୁ ଆସୁଥିବା ବିଭିନ୍ନ ପ୍ରଶ୍ନର ଉତ୍ତର… (ପ୍ରସ୍ତୁତି: ସ୍ଵାସ୍ଥ୍ୟ...
srk

ବଲିଉଡରେ ଶାହାରୁଖଙ୍କ ୨୮ ବର୍ଷ, ‘ଦିଓ୍ୱାନା’ ଫିଲ୍ମରୁ କରିଥିଲେ ଡେବ୍ୟୁ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ବାଦଶାହ ଶାହାରୁଖ ଖାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ୨୮ ବର୍ଷ ପୂରା କରିଛନ୍ତି। ୧୯୯୨ ମସିହା ଜୁନ୍ ୨୫ ତାରିଖରେ ରିଲିଜ୍ ହୋଇଥିଲା ତାଙ୍କର ଡେବ୍ୟୁ ଫିଲ୍ମ ‘ଦିୱାନା’।...

କଟକରେ ହେବନି ସାର୍ବଜନୀନ ଦୁର୍ଗା ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ କଟକରେ ହେବନି ସାର୍ବଜନୀନ ଦୁର୍ଗା ପୂଜା। ପୂଜାକୁ ବାରଣ କରିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। ଏଥର ଘରେ ରହି ପୂଜାକରିବେ ଲୋକେ। କରୋନା କଟକଣାରେ ମଣ୍ଡପ କିମ୍ଵା...

କହିପାରିବେ କି କଟକରେ କେଉଁଠି ଥିଲା ମଧୁବାବୁଙ୍କ ଉତ୍କଳ ଟ୍ୟାନେରୀ?

ଓଡ଼ିଶାଲାଇଭ ବ୍ୟୁରୋ [youtube https://www.youtube.com/watch?v=BJOGVYU8-XI] ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଓଡ଼ିଶାଲାଇଭ୍‌ର ଗଭୀର ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ମଧୁ ବାବୁଙ୍କ ଜୀବନୀ ଓ ଦର୍ଶନ ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ଓଡ଼ିଶାଲାଇଭ୍‌ର ଏକ...
Trunadapi

ବିଶ୍ୱାସେ ସମ୍ଭବ

ପ୍ରଫେସର ସଞ୍ଜୟ ଶତପଥୀ ‘ତୃଣାଦପି’ – ‘ବିନମ୍ରତାର ବିଭବ’ ପ୍ରଫେସର ସଞ୍ଜୟ ଶତପଥୀଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ପ୍ରଫେସର ଶତପଥୀ ତାଙ୍କ ଜୀବନର ବିଭିନ୍ନ ସ୍ମୃତି ଉପସ୍ଥାପନ କରୁଛନ୍ତି। (ଭାଗ – ୭) ବିଶ୍ୱାସରେ ବହୁଛି ନିଃଶ୍ୱାସ। ବିଶ୍ୱାସରେ ବନ୍ଧା ଗ୍ରହ ନକ୍ଷତ୍ର। ବିଶ୍ୱାସରେ ବହୁଛି ପବନ, ଖେଳୁଛି ସାଗର ରଲହରୀ। ଗୋଟେ ଅଲିଖିତ ଶୃଙ୍ଖଳାରେ ଗୁନ୍ଥା ହେଇଛି ସୃଷ୍ଟି। ସମ୍ଭବ-ଅସମ୍ଭବର...