ଦିଲ୍ଲୀ ପ୍ରଚାର ମଇଦାନରେ ଓଡ଼ିଶା ବିଜେପି ନେତା – ଲୋକଙ୍କୁ ଭେଟିଲେ, ଭୋଟ ମାଗିଲେ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଏବେ ସମସ୍ତଙ୍କ ନଜରରେ ରହିଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଦିଲ୍ଲୀ ଦଖଲ କରିବା ପାଇଁ ସବୁ ଦଳ ପକ୍ଷରୁ ଚାଲିଛି ହାଇଭୋଲ୍ଟେଜ ପ୍ରଚାର। ବିଜେପି, ଆମ୍ ଆଦ୍ମୀ ପାର୍ଟି ଏବଂ...
ଦିଲ୍ଲୀରେ ବଡ଼ ପରୀକ୍ଷା ଦେବ ବିଜେପି!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଜେପି ହାତରୁ ଖସିଯିବା ପରେ ଦିଲ୍ଲୀକୁ ନେଇ ଚାଲେଞ୍ଜ ବଢ଼ିଛି।
ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ହାତରୁ ଖସିଯିବା ପରେ ଏବେ ଦିଲ୍ଲୀ ଦଖଲ ପାଇଁ ବଳ ଗୋଟାଉଛି...
ମୋ ସରକାର ମାଧ୍ୟମ କେନ୍ଦ୍ରାପଡ଼ାବାସୀଙ୍କୁ ଉତ୍ତମ ସେବା ପ୍ରଦାନ କରୁଛି ଜିଲ୍ଲା ପ୍ରଶାସନ – ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
“ଆମ ରାଜ୍ୟ ଦେଶରେ ବିକାଶ ଧାରାକୁ ଜାରି ରଖିଛି। ବିକାଶ କ୍ଷେତ୍ରରେ ଆମ ରାଜ୍ୟ ଆଦର୍ଶ ମୁଖ୍ୟମନ୍ତ୍ରୀ, ବେଷ୍ଟ ଆଉଟଲୁକ୍ ଓ କୃଷି କର୍ମଣ ପୁରସ୍କାର ପାଇ ଅଗ୍ରଣୀ ରାଜ୍ୟର ମାନ୍ୟତା...
ରାୟଗଡ଼ାରେ ଜାତୀୟ ପତାକା ଉଡ଼ାଇଲେ ମନ୍ତ୍ରୀ ଟୁକୁନି ସାହୁ, ଭାଗନେଲେ ୪୦ରୁ ଅଧିକ ପରେଡ୍ ଗ୍ରୁପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିସିଡି ପଡ଼ିଆଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁକଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନି...
ମୟୂରଭଞ୍ଜରେ ପାଳିତ ହେଲା ୭୧ତମ ସାଧାରଣତନ୍ତ୍ର ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଦେଶରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରିପଦା ପରେଡ ପଡ଼ିଆଠାରେ ପାଳିତ ହୋଇଯାଇଛି ସାଧାରଣତନ୍ତ୍ର ଦିବସ। ଓଡିଶା...
ଗାନ୍ଧୀମାର୍ଗରେ ଶୋଭାପାଇଲା ପୁରୀ ଶ୍ରୀମନ୍ଦିର ପ୍ରଜ୍ଞାପନ ମେଢ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସ୍ତରୀୟ ପରେଡରେ ଶୋଭାପାଇଲା ପୁରୀ ଶ୍ରୀମନ୍ଦିର ପ୍ରଜ୍ଞାପନ ମେଢ଼। ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯାଇଥିଲା। ଏଥିରେ ରାଜ୍ୟସରକାରଙ୍କ ପରିକଳ୍ପିତ ବିଶ୍ଵସ୍ତରୀୟ ପୁରୀ ଶ୍ରୀମନ୍ଦିରକୁ ସ୍ଥାନ...
ଦିଲ୍ଲୀ ରାଜପଥରେ ଗଡ଼ିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଣତନ୍ତ୍ର ଦିବସ ପରେଡ ଅବସରରେ ନୂଆଦିଲ୍ଲୀ ରାଜପଥରେ ଗଡ଼ିଲା ଲିଙ୍ଗରାଜଙ୍କ ରୁକୁଣା ରଥ। ଏହି ପ୍ରଜ୍ଞାପନ ମେଢ଼ରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସହ ରୁକୁଣା ରଥର ଝଲକ ଦେଖିବାକୁ ମିଳିଛି।
ନୂଆଦିଲ୍ଲୀରେ ଗଡ଼ିଲା...
ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଡ଼ିଲା ୩୦ ଫୁଟ୍ ଲମ୍ବର ଜାତୀୟ ପତାକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଡ଼ିଲା ୩୦ ଫୁଟ୍ ଲମ୍ବର ଜାତୀୟ ପତାକା। ରବିବାର ଗଣତନ୍ତ୍ର ଦିବସ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏହି ବିଶାଳ ପତାକାକୁ ଉତ୍ତୋଳନ କରିଛନ୍ତି କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ...
ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ, ଅତିଥି ଭାବେ ଯୋଗଦେଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ପାଳନ ହେଲା ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପତାକା ଉତ୍ତୋଳନ କରିଛନ୍ତି।ସାରା ଦେଶରେ ଆଜି ୭୧...
ଦେଶ ପାଳୁଛି ୭୧ତମ ଗଣତନ୍ତ୍ର ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶ ପାଳନ କରୁଛି ୭୧ତମ ଗଣତନ୍ତ୍ର ଦିବସ। ଏଥିପାଇଁ ସବୁ ରାଜ୍ୟର ରାଜଧାନୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଯବାନଙ୍କ ଚମତ୍କାର ପରେଡରେ କମ୍ପିବ ଦେଶର ରାଜଧାନୀ ଦିଲ୍ଲୀ, ହେଲେ ଆପଣ ଜାଣନ୍ତି କି...





















