୭ ଘଣ୍ଟାର ଅପେକ୍ଷା ପରେ ପ୍ରାର୍ଥିପତ୍ର ଦାଖଲ କଲେ କେଜରିୱାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୭ ଘଣ୍ଟାର ଅପେକ୍ଷା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବିଧାନସଭା ନିର୍ବାଚନ ପାଇଁ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମଙ୍ଗଳବାର ସେ ଦିଲ୍ଲୀ ଜାମନଗର ହାଉସରେ ନିଜର ପ୍ରାର୍ଥିପତ୍ର...

ଆଜି ବି ଭିଡ଼ରେ ଫସିଲେ କେଜିରଓ୍ୱାଲ, ପ୍ରାର୍ଥିପତ୍ର ଦାଖଲ କରିବାକୁ ୩ଘଣ୍ଟା ଅପେକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରାର୍ଥିପତ୍ର ଦାଖଲ କରିବାକୁ ୩ଘଣ୍ଟାରୁ ଅଧିକ ସମୟ ହେଲା ଅପେକ୍ଷା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜିରଓ୍ୱାଲ। ତଥାପି ତାଙ୍କ ପାଳି ଆସିନି। ଆଜି ପ୍ରାର୍ଥିପତ୍ର ଦାଖଲ...

ଉଠୁଛି ପଡୁଛି ଦିଲ୍ଲୀ – କେଜରିଓ୍ଵାଲଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ସ୍ତ୍ରୀ-ଝିଅ-ପୁଅ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଅରବିନ୍ଦ କେଜରିଓ୍ଵାଲଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ, ପୁଅ ଓ ଝିଅ। ଦିଲ୍ଲୀ ନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର। ବିଭିନ୍ନ ଦଳ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ...

ଜେ ପି ନଡ୍ଡା କହିଲେ – “ଆମର ଗୋଟିଏ ଲକ୍ଷ୍ୟ, ସାରା ଦେଶରେ ଫୁଟିବ ପଦ୍ମ”

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପିର ନୂଆ ଅଧ୍ୟକ୍ଷ ହେଲେ ଜେ ପି ନଡ୍ଡା। “ସାରା ଦେଶରେ ପଦ୍ମ ଫୁଲ ଫୁଟିବ। ଯେଉଁ ରାଜ୍ୟଗୁଡ଼ିକରେ ବିଜେପିର ସରକାର ନାହିଁ ଆଗାମୀ  ଦିନରେ ସେହି ରାଜ୍ୟରେ ବିଜେପି ସରକାର ଗଠନ...

ରାଲି କରୁ କରୁ ଡେରି ହେଇଗଲା, ପ୍ରାର୍ଥିପତ୍ର ଦାଖଲ କରିପାରିଲେନି କେଜରିୱାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଲିରେ ଭିଡ଼ ହେତୁ ସୋମବାର ନିଜର ପ୍ରାର୍ଥିପତ୍ର ଦାଖଲ କରିପାରିନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ରାଲି କରିବାକୁ ଏତେ ସମୟ ନେଲେ ଯେ ନିଜେ ନିର୍ବାଚନ ପାଇଁ ପାର୍ଥିପତ୍ର ଦାଖଲ କରିପାରିଲେନି।...

ନେତାଜୀ ଜୟନ୍ତୀ ପାଇଁ ସଜେଇ ହେଉଛି ସଂଗ୍ରହାଳୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ଥାନ ପାଇଲା ରାମକୃଷ୍ଣ କୁଟୀର, ମହାମାୟା ସ୍କୁଲ୍ ଫଟୋଚିତ୍ର ଜୀବନକ୍ରମକୁ ନେଇ ହେବ କାନ୍ଥଚିତ୍ର କଟକ: ଜାନୁଆରି ୨୩ରେ ନେତାଜୀ ଜୟନ୍ତୀ ପାଇଁ ଓଡ଼ିଆ ବଜାରସ୍ଥିତ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟରେ...

ଶ୍ରେଷ୍ଠ ନାୟକ ନେତାଜୀ – ଯାହାଙ୍କ ସ୍ୱପ୍ନ ଥିଲା ସ୍ୱାଧୀନତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମସ୍ତଙ୍କ ପ୍ରିୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଭାରତ ଇତିହାସରେ ଜଣେ ପ୍ରଖର ସ୍ୱାଧୀନତା ସଂଗ୍ରାମୀ, ବିଚକ୍ଷଣ ଜନନେତା ଭାବେ ମନେ ପଡ଼ନ୍ତି। ସେ ଏମିତି ଜଣେ ଭାରତର ବୀରପୁତ୍ର ଥିଲେ...

ଆଗକୁ ନେତାଜୀ ଜୟନ୍ତୀ, ନେତାଜୀ ବ୍ୟାଖ୍ୟାନ କେନ୍ଦ୍ର ତାଲା ଫିଟୁନି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ଜନ୍ମସ୍ଥାନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତିକୁ ଅଧିକ ଜୀବନ୍ତ କରିବାକୁ ଓଡ଼ିଆ ବଜାରଠାରେ ଇଣ୍ଟର ପ୍ରିଟେସନ୍ ସେଣ୍ଟର ବା ବ୍ୟାଖ୍ୟାନ କେନ୍ଦ୍ର ଯୋଜନା କରାଯାଇଥିଲା। ପର୍ଯ୍ୟଟନ ବିଭାଗ ଯୋଜନାରେ...

ଆଜି ଜାତୀୟ ଯୁବ ଦିବସ – ଜାଣନ୍ତୁ, ବିବେକାନନ୍ଦଙ୍କ ବିଷୟରେ କିଛି ଅଜଣା କଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତି ବର୍ଷ ଜାନୁଆରି ୧୨କୁ ଦେଶବ୍ୟାପି ଯୁବ ଦିବସ ଭାବେ ପାଳନ କରାଯାଏ। ଆଧୁନିକ ଭାରତର ନିର୍ମାତା କୁହାଯାଉଥିବା ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ମନେ ପକାଇବା ପାଇଁ ଏହି ଦିବସ...

ଖାକି ପୋଷାକ ଛାଡ଼ି କୋଲକାତା ପୋଲିସ୍ ପିନ୍ଧନ୍ତି ଧଳାରଙ୍ଗର ୟୁନିଫର୍ମ – ଜାଣନ୍ତୁ, ଏହା ପଛର କାରଣ କ’ଣ?

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ଦେଶରେ ପୋଲିସ ଖାକି ପୋଷାକ ପିନ୍ଧୁଥିଲାବେଳେ, କାହିଁକି କୋଲକାତା ପୋଲିସ୍ ପିନ୍ଧନ୍ତି ଧଳା ରଙ୍ଗର ପୋଷାକ? ସାରାଦେଶରେ ଆପଣ ପୋଲିସମାନଙ୍କୁ ଖାକି ପୋଷାକରେ ଦେଖିଥିବେ। ଏମାନେ ସବୁବେଳେ ଏହି ଖାକି ପୋଷାକ...