ଆଜି ପୁଣି ବର୍ଷା ହେଲେ ଫାଇନାଲକୁ ଯିବ ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱକପ୍‌କୁ ନେଇ ବଢ଼ୁଛି ହୃଦ୍‌ସ୍ପନ୍ଦନ। ମଙ୍ଗଳବାର ପ୍ରଥମ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିଥିବା ବେଳେ ରୋମଞ୍ଚଳକର ସ୍ଥିତିରେ ବର୍ଷା ପାଇଁ ମ୍ୟାଚ୍‌ ଅଧାରେ ଅଟକିଛି। ଆଇସିସି ମୂତାବିକ, ବୁଧବାର ଦିନ ୩ଟାରେ...

ବିଶ୍ୱକପ୍‌ରେ କେମିତି ଥିଲା ଭାରତ ପାଇଁ ସେମିଫାଇନାଲ ରାସ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି ବିଶ୍ୱକପ୍‌ ୨୦୧୯ରେ ଭାରତ ବର୍ତ୍ତମାନ ସେମିଫାଇନାଲରେ ପହଞ୍ଚିସାରିଛି ଏବଂ ଫାଇନାଲ ପାଇଁ ରଣନୀତି ପ୍ରସ୍ତୁତ କରୁଛି। ତେବେ ଚଳିତ ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣରେ ଟିମ୍‌ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ କରିଛି।...

ଅଧାରେ ଅଟକିଛି ସେମି – ଆଜି ସେଇଠୁ ଆରମ୍ଭ ହେବ

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରିକେଟ୍‌ ମହାସମରରେ ବର୍ଷାର ଖେଳ। ଲିଗ୍‌ ମ୍ୟାଚ୍‌କୁ ଧୋଇବା ପରେ ବର୍ତ୍ତମାନ ସେମିଫାଇନାଲକୁ ଧୋଇବାକୁ ବସିଛି ବର୍ଷା। ମଙ୍ଗଳବାର ପ୍ରଥମ ସେମିଫାଇନାଲରେ ଲଣ୍ଡନର ମାଞ୍ଚେଷ୍ଟରଠାରେ ଭାରତ ଭେଟିଥିଲା ନ୍ୟୁଜିଲାଣ୍ଡକୁ। ତେବେ ବର୍ଷା...

ଆଜିର ମୁଖ୍ୟ ଖବର @11 AM (୧୦ ଜୁଲାଇ ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର। ଅଧାରେ ଅଟକିଛି ସେମି – ଆଜି ସେଇଠୁ ଆରମ୍ଭ ହେବ କ୍ରିକେଟ୍‌ ମହାସମରରେ ବର୍ଷାର ଖେଳ। ଲିଗ୍‌ ମ୍ୟାଚ୍‌କୁ ଧୋଇବା ପରେ ବର୍ତ୍ତମାନ ସେମିଫାଇନାଲକୁ ଧୋଇବାକୁ ବସିଛି...

ବିଶ୍ଵକପ ବିଜେତା ଟିମ୍‌କୁ ମିଳିବ ଏପର୍ଯ୍ୟନ୍ତର ସବୁଠୁ ଅଧିକ ପୁରସ୍କାର ରାଶି

ଓଡ଼ିଶାଲାଇଭ ବ୍ୟୁରୋ ଇଂଲଣ୍ଡ ଓ ୱେଲ୍ସରେ ଖେଳାଯାଉଥିବା ୨୦୧୯ କ୍ରିକେଟ୍‌ ବିଶ୍ୱକପ୍‌ରେ ବିଶ୍ଵବିଜେତା ଟିମ୍‌କୁ ମିଳିବ ଏପର୍ଯ୍ୟନ୍ତର ସବୁଠୁ ଅଧିକ ପୁରସ୍କାର ରାଶି। ସେମିଫାଇନାଲ ପାଇଁ ୪ଟି ଟିମ୍‌ ଚୂଡ଼ାନ୍ତ ହେବା ପରେ ମଙ୍ଗଳବାର...

ମାଞ୍ଚେଷ୍ଟରରେ ବର୍ଷା, ଅଧାରୁ ଅଟକିଲା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱକପରେ ପୁଣି ବାଧକ ସାଜିଲା ବର୍ଷା। ଲିଗ୍‌ ମ୍ୟାଚ୍‌ ପରେ ଏବେ ସେମିଫାଇନାଲ ବି ବର୍ଷା ଯୋଗୁଁ ବନ୍ଦ ହୋଇଛି। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ସେମିଫାଇନାଲ ନକ୍‌-ଆଉଟ୍‌ ମ୍ୟାଚ୍‌ ବର୍ଷା...

ଭାରତକୁ ବଡ଼ ସଫଳତା ଦେଲେ ଚହଲ – ଓ୍ଵିଲିୟମସନ ଆଉଟ୍‌!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟିମ୍‌ ଇଣ୍ଡିଆକୁ ବଡ଼ ସଫଳତା ମିଳିଛି। ନ୍ୟୁଜିଲାଣ୍ଡର ଅଧିନାୟକ ତଥା ଘାତକ ବ୍ୟାଟ୍ସମ୍ୟାନ୍‌ କେନ୍‌ ଓ୍ଵିଲିୟମସନ ଅଉଟ୍‌ ହୋଇ ପାଭିଲିୟନ୍‌ ଫେରିଛନ୍ତି। ଭାରତକୁ ଏହି ସଫଳତା ଦେଇଛନ୍ତି ଜୁଜୁବେନ୍ଦ୍ର ଚହଲ। ଚହଲଙ୍କ ବଲ୍‌କୁ...

ନ୍ୟୁଜିଲାଣ୍ଡର ଦ୍ୱିତୀୟ ୱିକେଟ୍ ପତ୍ତନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନ୍ୟୁଜିଲାଣ୍ଡର ଦ୍ୱିତୀୟ ୱିକେଟ୍ ପତ୍ତନ। ହେନରୀ ନିକୋଲ୍‌ସଙ୍କ ବୋଲ୍ଡ କରି ଭାରତ ପାଇଁ ଆଉ ଏକ ସଫଳତା ଆଣିଛନ୍ତି ରବିନ୍ଦ୍ର ଜାଡେଜା। ହେନରୀ ନିକୋଲ୍‌ସ ୫୧ ବଲ୍‌ରେ ୨୮ରନ୍‌ (୨ଟି ଚୌକା)...

ନ୍ୟୁଜିଲାଣ୍ଡକୁ ପ୍ରଥମ ଝଟକା, ୧ ରନ୍‌ରେ ଗୁପ୍ଟିଲ୍‌ ଆଉଟ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରିକେଟ୍‌ ବିଶ୍ୱକପ୍‌ରେ ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମହାମୁକାବିଲା ଆରମ୍ଭ ହୋଇଯାଇଛି। ଇତି ମଧ୍ୟରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡକୁ ପ୍ରଥମ ଝଟକା ଲାଗିଛି। ଟଇମ୍‌ ଇଣ୍ଡିଆର ଜସପ୍ରିତ୍‌ ବୁମ୍‌ରାଙ୍କ...

ଟସ୍‌ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି – ଟିମ୍‌ ଇଣ୍ଡିଆ ପ୍ରସ୍ତୁତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଜିଲା ସେମିଫାଇନାଲ ବିଗୁଲ। କ୍ରିକେଟ୍ ବିଶ୍ୱକପ୍‌ ୨୦୧୯ ପ୍ରଥମ ସେମିଫାଇନାଲ ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଛନ୍ତି। ଲଣ୍ଡନର ମାଞ୍ଚେଷ୍ଟରଠାରେ ଦିନ ୩ଟା ବେଳେ ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଖେଳାଯିବ। ଏହାରି ମଧ୍ୟରେ ଟସ୍‌...