କିଏ ହେବ ଆଇସିସିର ନୂଆ ଅଧ୍ୟକ୍ଷ?

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ରିକେଟ ଜଗତର ସର୍ବୋଚ୍ଚ ସଂସ୍ଥାକୁ ଖୁବଶୀଘ୍ର ମିଳିବ ନୂଆ ମୁଖିଆ। ଆଇସିସି ନିଜର ନୂଆ ଅଧ୍ୟକ୍ଷ ବାଛିବା ପକ୍ରିୟାକୁ ତରାନ୍ୱିତ କରିଛି। ଏଥିପାଇଁ ଅକ୍ଟୋବର ୧୮ ଆବେଦନର ଶେଷ ତାରିଖ ରଖାଯାଇଛି।...

ବିଦ୍ୟାଳୟରୁ ହଟିନି କୋଭିଡ କେୟାର ସେଣ୍ଟର, ତଥାପି ପ୍ରବେଶ କରୁଛନ୍ତି ଶିକ୍ଷକ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନା ପାଇଁ କଟକଣା କାହିଁରେ କେତେ। ରୋଗୀଙ୍କ ନିକଟକୁ ଯିବା ମଧ୍ୟ ମନା। ରୋଗୀମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଆଉ ନର୍ସମାନେ ପିପିଇ କିଟସ୍ ପିନ୍ଧିବା ବାଧ୍ୟତାମୂଳକ।...

କଟକଣା ଭିତରେ ହେବ ବିରଜାଙ୍କ ରଥଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ କଟକଣା ଭିତରେ ଅନୁଷ୍ଠିତ ହେବ ଯାଜପୁର ପ୍ରସିଦ୍ଧ ମା' ବିରଜାଙ୍କ ରଥଯାତ୍ରା। ଆସନ୍ତା ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବ ରଥଯାତ୍ରା। ତେବେ ଯାତ୍ରରେ ଗହଳିକୁ ଏଡ଼ାଇବା...
bihar election

ବିହାର ନିର୍ବାଚନ: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ଭିତରେ ବୟସର ତାରତମ୍ୟ, ଦ୍ୱନ୍ଦ୍ୱରେ ଯୁବ ଭୋଟର

ଓଡ଼ିଶାଲାଇଭ୍ ବ୍ୟୁରୋ   ବିହାର ନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଚୂଡ଼ାନ୍ତ ହୋଇପାରିନି। କିନ୍ତୁ କାହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ତାହା ସ୍ଥିର ହୋଇସାରିଛି। ଏଥର ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚା ପରିସରକୁ ଆସିଥିବା...
rashi fala

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୧୩ ଅକ୍ଟୋବର ୨୦୨୦, ମଙ୍ଗଳବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ମଙ୍ଗଳବାର ଆଶ୍ୱିନ ମଳ କୃଷ୍ଣପକ୍ଷ ଏକାଦଶୀ ଦିବା ୦୨:୩୬:୧୩ ଗତେ ଦ୍ୱାଦଶୀ...

ଅକ୍ଟୋବର ୧୬ରୁ ସାଓମିର ଦିପାବଳୀ ସେଲ୍ – ମିଳିବ ଆକର୍ଷଣୀୟ ରିହାତି ସାଙ୍ଗକୁ କ୍ୟାସ୍‌ବ୍ୟାକ୍ ଅଫର

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନି ସାଓମି ପକ୍ଷରୁ ‘ଦିଓ୍ଵାଲି ଓ୍ଵିଥ୍ ମି’ ସେଲ୍ ଘୋଷଣା କରାଯାଇଛି। ଅକ୍ଟୋବର ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି ସେଲ୍ ଚାଲିବ। ସାଓମିର ଅଫିସିଆଲ ଓ୍ଵେବ୍‌ସାଇଟ୍‌ରେ ଏହି...

ଭୁବନେଶ୍ଵରରେ ହେବ ଆଉ ଦୁଇଟି ଶ୍ମଶାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସତ୍ୟନଗର ଶ୍ମଶାନରେ ବଢୁଛି ଶବଦାହ ସଂଖ୍ୟା ଭୁବନେଶ୍ଵର ପାଇଁ ଆଉ ୨ ଶ୍ମଶାନ ପଟିଆରେ ଗ୍ୟାସ୍‌ ଜରିଆରେ ଶବଦାହ ବ୍ୟବସ୍ଥା ଖଣ୍ଡଗିରିରେ ବିଦ୍ୟୁତ୍ ଜରିଆରେ ଶବଦାହ ବ୍ୟବସ୍ଥା ରାଜଧାନୀ ଭୁବନେଶ୍ଵର ପାଇଁ...

କ୍ରିକେଟର ରସିଦ ଖାନଙ୍କ ସ୍ତ୍ରୀଙ୍କ ନାଁ ଗୁଗଲ ସର୍ଚ୍ଚ କଲେ ଆସୁଛି ଅନୁଷ୍କାଙ୍କ ନାଁ, କିନ୍ତୁ କାହିଁକି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସବୁବେଳେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ତେବେ ଏଥରର ଚର୍ଚ୍ଚାର କାରଣ ହେଉଛି ଆଫଗାନିସ୍ତାନ କ୍ରିକେଟର ରସିଦ ଖାନଙ୍କ ସ୍ତ୍ରୀଙ୍କ ନାଁ...

ଲଘୁଚାପ ବର୍ଷା ନେଇ ସତର୍କ କରାଇଲେ ଏସ୍ଆରସି – ଆଲର୍ଟ ରହିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ କିଛି ଦିନ ଧରି ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶା। ଏନେଇ ଆଜି ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ତା ସହିତ ମତ୍ସ୍ୟଜୀବୀମାନଙ୍କୁ...

ବିଜେଡି, ବିଜେପିର ଅନୁକମ୍ପା ଭୋଟ୍ ଫର୍ମୁଲା – ବାଲେଶ୍ୱରରୁ ଲଢ଼ିବେ ମାନସ, ତିର୍ତ୍ତୋଲରୁ ବିଜୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ରାଜନୀତି ମଇଦାନରେ ଯେତେସବୁ ଉପନିର୍ବାଚନ ହୋଇଛି, ସେଥିରେ ନିର୍ଣ୍ଣାୟକ ଭୂମିକା ନେଇଛି ଅନୁକମ୍ପା ଭୋଟ୍। ଦିବଂଗତ ବିଧାୟକ କିମ୍ବା ଏମ୍‌ପିଙ୍କ ପୁଅ ଅବା ସ୍ତ୍ରୀଙ୍କୁ ପ୍ରାର୍ଥୀ କରି ନିର୍ବାଚନ ଲଢ଼େଇରେ...