ଦାମ-ବିଷ୍ଣୁ କଳି: ବହିଷ୍କାର ପରେ ବି ସରୁନି ଗୋଇ ଖୋଳାଖୋଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=Zh545EVnHIk] ବିଜେଡିରୁ ବହିଷ୍କାର ହେବା ପରେ ବି ଦାମ-ବିଷ୍ଣୁ କଳି ଥମୁନି। ଦାମ ବିଷ୍ଣୁଙ୍କୁ ନଷ୍ଟ ଚରିତ୍ର କହିଥିବା ବେଳେ ବିଷ୍ଣୁ ଦାମଙ୍କ ଚରିତ୍ର ଉପରେ ଆଙ୍ଗୁଠି ଉଠାଇଛନ୍ତି। ଜଗତ୍‌ସିଂହପୁରର ଦୁଇ ପ୍ରଭାବଶାଳୀ...

ବଢ଼ିଲା ବସ୍ ଭଡ଼ା – କିଲୋମିଟର ପିଛା ବଢ଼ିଲା ୨ରୁ ୪ ପଇସା

ଓଡ଼ିଶାଲାଇଭ୍‌ ବ୍ୟୁରୋ ତେଲ ଦର ବଢ଼ିବା ପରେ ରାଜ୍ୟ ସରକାର ଆଜି ବସ୍‌ ଭଡ଼ା ବୃଦ୍ଧି କରିଛନ୍ତି। କିଲୋମିଟର ପିଛା ୨ରୁ ୪ ପଇସା ଲେଖାଏଁ ଭଡ଼ା ବଢ଼ାଇଛନ୍ତି ସରକାର। ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍‌...

କେଉଁ ଦୁଇଟି ଅର୍ଚ୍ଚିତାଙ୍କ ସବୁଠାରୁ ବଡ଼ ବ୍ଲକବଷ୍ଟର ସିନେମା?

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡର ଚୁଲୁବୁଲି ନାୟିକା ଅର୍ଚ୍ଚିତା ତାଙ୍କର କ୍ୟାରିଅର ଭିତରେ ଏଯାଏଁ ଯେଉଁ ଦୁଇଟି ବ୍ଲକବଷ୍ଟର ମୁଭି ଦେଇଛନ୍ତି; ସେ ସମ୍ପର୍କରେ ଆସନ୍ତୁ ଜାଣିବା… ଓଲିଉଡର ଲୋକପ୍ରିୟ ନାୟିକା ଅର୍ଚ୍ଚିତା ୨୦୦୫ରେ ରିଲିଜ୍‌...

୨୦୧୯ ପାଇଁ ବିଜେଡିର ରଣନୀତି, ବରିଷ୍ଠ ନେତାଙ୍କୁ ସଙ୍ଗଠନ ଦାୟିତ୍ୱ ଦେଲେ ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ପାଇଁ ପାଗ ଭିଡ଼ିଲା ବିଜେଡି। ସଙ୍ଗଠନ ସଜାଡ଼ିବା ପାଇଁ ବରିଷ୍ଠ ନେତାଙ୍କୁ ମିଳିଲା ଦାୟିତ୍ୱ। ନୃସିଂହ ସାହୁ ହେଲେ ବିଜେଡି ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ମଲ୍ଲିକ ହେଲେ ଢେଙ୍କାନାଳ ଜିଲ୍ଲା...

ମୟୂରଭଞ୍ଜରେ ହାଇକୋର୍ଟର ସ୍ଥାୟୀ ଵେଞ୍ଚ ପ୍ରତିଷ୍ଠା ଦାବିରେ ଜେଏମ୍‌ଏମ୍‌ର ଆନ୍ଦୋଳନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ: ବିଭିନ୍ନ ଦାବି ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଥିଲା। ଏହି ଆନ୍ଦୋଳନକୁ ଜିଲ୍ଲା ଓକିଲ ସଂଘ ସମର୍ଥନ କରିଥିଲା। ଫଳରେ...

ମାଲକାନଗିରିରେ ସିଡିଏମ୍‌ଓ ଅଫିସ ଘେରିଲେ ଆଶା କର୍ମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଲକାନଗିରି: ଚାରି ଦଫା ଦାବି ନେଇ ଆଜି ଆଶା କର୍ମୀମାନେ ସିଡିଏମଓ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମାଲକାନଗିରି ଜିଲ୍ଲା ଆଶାକର୍ମୀ ୟୁନିୟନର ସମସ୍ତ ସଦସ୍ୟାମାନେ ଏହି ବିକ୍ଷୋଭରେ ସାମିଲ...

ଭୁବନେଶ୍ୱରରେ ଖୋଲିଲା ମାର୍କସ୍‌ ଆଣ୍ଡ ସ୍ପେନ୍‌ସରର ପ୍ରଥମ ଷ୍ଟୋର

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=y8iVFByalio] ଭୁବନେଶ୍ୱରସ୍ଥିତ ଏସ୍‌ପ୍ଲାନେଡରେ ମାର୍କସ୍‌ ଆଣ୍ଡ ସ୍ପେନ୍‌ସର (ଏମ୍‌ ଆଣ୍ଡ ଏସ୍‌)ର ପ୍ରଥମ ଷ୍ଟୋର ଖୋଲିଛି। ଏହାକୁ ବଲିଉଡ ସେଲିବ୍ରିଟି ଦିଶା ପଟ୍ଟାନୀ ଉଦଘାଟନ କରିଛନ୍ତି। ୬, ୭୦୦ ବର୍ଗଫୁଟ ଜାଗରେ ଏହି...

ଲସି ପିଅନ୍ତୁ, ଫିଟ୍ ରୁହନ୍ତୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଆମେ ଆପଣଙ୍କୁ ଜଣାଉଛୁ, ଲସି ପିଇଲେ କ’ଣ ସବୁ ଫାଇଦା ମିଳିଥାଏ? ଶରୀର ତାପମାତ୍ରାକୁ ନିୟନ୍ତ୍ରଣ କରେ ଲସିରେ ଥିବା ଇଲେକ୍ଟ୍ରେଲାଇଟ୍ ଏବଂ ପାଣିର ମାତ୍ରା ଶରୀରର ନମନିୟତାକୁ ବଜାଇ ରଖିଥାଏ। ଯାହାଦ୍ୱାରା...

ପ୍ରସ୍ତୁତ କରନ୍ତୁ ଓଡ଼ିଆ ଇଲିସି ମାଛ ବେସର

ଓଡ଼ିଶାଲାଇଭ୍ ବ୍ୟୁରୋ ଇଲିସି ମାଛ ବେସର ଖାଇବାକୁ ହେଲେ କ’ଣ ପ୍ରସ୍ତୁତି କରିବାକୁ ପଡ଼ିବ, ଆସନ୍ତୁ ସେ ବିଷୟରେ ଜାଣିବା... ଆବଶ୍ୟକୀୟ ସାମଗ୍ରୀ – ୧ କେଜି ଇଲିସି ମାଛ, ୨ଟି କଟା ପିଆଜ, ୨ଟି...

ଆଙ୍କରିଂରୁ ଫିଲ୍ମ ପରଦା: ଜାଣନ୍ତୁ ଗୁନ୍‌ଗୁନ୍‌ – ପୁପୁଲଙ୍କର କେମିତି ଥିଲା ଏହି ଯାତ୍ରା?

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡରେ ଏମିତି କିଛି ନାୟିକା ଅଛନ୍ତି, ଯେଉଁମାନେ ଆଙ୍କରିଂ ଲାଇନରୁ ହିରୋଇନ ହୋଇଛନ୍ତି। ଗୁନ୍‌ଗୁନ୍‌:- କୁହାଯାଏ ଗୁନ୍‌ଗୁନ୍‌ ହେଉଛନ୍ତି ଓଡ଼ିଶାର ନମ୍ବର ୱାନ୍ ଆଙ୍କର୍। ସେ ବହୁ ରିଆଲିଟି ସୋ, କାର୍ଯ୍ୟକ୍ରମରେ...