ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ସାହୁ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ଶେରଗଡ଼ ଥାନା ପୋଲିସଙ୍କ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ସାହୁ ଗୁରୁତର।
ଗଞ୍ଜାମରେ ପୁଣିଥରେ ପୋଲିସ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟର ହିଞ୍ଜିଳି - ଶେରଗଡ଼ ରାସ୍ତାର ଡେଙ୍ଗାପଦର ଛକ ନିକଟରେ ହୋଇଛି।...
ବିଧାୟକ ପଦରୁ ଇସ୍ତଫା ଦେଲେ କୃଷ୍ଣ ଚନ୍ଦ୍ର ଶଗରିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ମଙ୍ଗଳବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି।
ନିଜ ଇସ୍ତଫାପତ୍ର ସେ ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି କୃଷ୍ଣ ଶଗରିଆ।
"ମୋ ବିବେକ ମତେ ଇସ୍ତଫା...
ରାଉରକେଲାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ – ୪ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଲହୁଣିପଡ଼ା ପୋଲିସ ୪ ଜଣଙ୍କୁ ଗିରଫ କରିଛି।
ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅନ୍ତର୍ଗତ ଲହୁଣିପଡ଼ାର ଜଣେ କର୍ମଜୀବୀ ନାବାଳିକାଙ୍କୁ...
ପୁଣି କମିଲା ତୈଳ ଦର
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରମାଗତ ଭାବେ ପୁଣି କମିଛି ପେଟ୍ରୋଲ ଏବଂ ଡିଜେଲର ଦର।
ମଙ୍ଗଳବାର ପୁଣି କ୍ରମାଗତ ଭାବେ କମିଛି ପେଟ୍ରୋଲ ଏବଂ ଡିଜେଲର ଦର। ଅନ୍ତଃରାଷ୍ଟ୍ରୀୟ ବଜାରରେ କଞ୍ଚାତେଲର ଦାମ କମୁଥିବାରୁ ତୈଳ ଦରରେ ହ୍ରାସ କ୍ରମାଗତ ଭାବେ...
ମା’ ହେଲେ ଟେନିସ୍ ତାରକା ସାନିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟେନିସ୍ ତାରକା ସାନିଆ ମିର୍ଜା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ବିବାହର ପ୍ରାୟ ୮ବର୍ଷ ପରେ ମଙ୍ଗଳବାର ସକାଳେ ସୋଏବ-ସାନିଆଙ୍କ ପ୍ରଥମ ସନ୍ତାନ ଜନ୍ମ ନେଇଛି।
ଟେନିସ୍ ତାରକା ସାନିଆ ମିର୍ଜା...
ନୂଆ ଅବତାରରେ ପରଦାକୁ ଫେରୁଛନ୍ତି ପପୁ ପମ୍ପମ୍
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଓଲିଉଡର କମେଡି କିଙ୍ଗ୍ ପପୁ ପମ୍ପମ୍ ଏବେ ପୁଣି ଓଲିଉଡ ପରଦାକୁ ଫେରୁଛନ୍ତି। ଏଥର ସେ ଆସୁଛନ୍ତି ‘ଶଙ୍କରା’ ନାଁରେ...
ପପୁ ପମ୍ପମ୍ ନାଁଟି ମନୋରଞ୍ଜନ ଜଗତର ଏକ ଚର୍ଚ୍ଚିତ ନାମ।...
‘ଭାରତୀୟ ଭାଷା ସାମ୍ବାଦିକତା’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି) ନୂଆଦିଲ୍ଲୀରେ ସୋମଠାରୁ ଆରମ୍ଭ ହୋଇଛି ‘ଭାରତୀୟ ଭାଷା ସାମ୍ବାଦିକତା’ ଶୀର୍ଷକ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର। ବିଭିନ୍ନ ପ୍ରକାର ଗଣମାଧ୍ୟମରେ ଭାରତୀୟ ଭାଷାର ବ୍ୟବହାର ତଥା...
ମଙ୍ଗଳବାର ୬ ଘଣ୍ଟିଆ ଭାରତ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତି ଭିତ୍ତିକ ଆରକ୍ଷଣ ଆଇନ ପ୍ରତ୍ୟାହାର ଦାବିରେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଆରକ୍ଷଣ ବିରୋଧୀ ସଂଗଠନମାନଙ୍କ ସହିତ ଓବିସି ଓ ସାଧାରଣ ବର୍ଗ ସଙ୍ଗଠନମାନଙ୍କ ପକ୍ଷରୁ ଏହି ବନ୍ଦ...
ଜାପାନ-ଭାରତ ମଧ୍ୟରେ ସ୍ୱାକ୍ଷର ହେଲା ୬ଟି ଚୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ଦିନିଆ ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାରଠାରୁ ଜାପାନ ଗସ୍ତରେ ଯାଇଥିବା ମୋଦି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଦୁଇ ପାକ୍ଷିକ ଆଲୋଚନା କରିଥିଲେ।
ଏହି ଆଲୋଚନା ପରେ...
ଇଣ୍ଡୋନେସିଆରେ ବଡ଼ ବିମାନ ଦୁର୍ଘଟଣା – ୧୮୯ ଯାତ୍ରୀଙ୍କ ପତ୍ତା ମିଳୁନି, ଭାରତୀୟ ପାଇଲଟ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଣ୍ଡୋନେସିଆରେ ସୋମବାର ଦିନ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଜାଭା ସୁମଦ୍ରରେ ଲାୟର ଏୟାରର ବିମାନ ଖସିପଡ଼ିବାରୁ ଏଯାଏଁ ୧୮୯ ଯାତ୍ରୀଙ୍କର ପତ୍ତା ମିଳୁନି। ଏହି ବିମାନରେ ଥିବା ଭାରତୀୟ...





















