ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣା – ସେସୁ ଉପରେ ଲାଗିଲା ୧ ହଜାର କୋଟି ଟଙ୍କାର ଜରିମାନା
ଓଡ଼ିଶାଲାଇଭ୍ ବ୍ୟୁରୋ
ସେସୁକୁ ଏନଜିଟି ଝଟ୍କା। ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣାରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ୧ ହଜାର କୋଟି ଟଙ୍କାର ଜରିମାନା ଲଗାଇଛନ୍ତି। ଏହାସହ ଏହି ଘଟଣାରେ ଗଣମାଧ୍ୟମ ରିପୋର୍ଟ ଆଧାରରେ ନିଜ...
ଫାଟିଲା ଗ୍ୟାସ୍ ସିଲିଣ୍ଡର, ଜଳିଗଲା ବସ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ୟାସ୍ ସିଲିଣ୍ଡର ଫାଟି ମୁମ୍ବାଇର ବାନ୍ଦ୍ରାସ୍ଥିତ ନାଗରଦାସ ରୋଡ ନିକଟରେ ଥିବା ନର୍ଗିସ୍ ଦତ୍ତ ନଗର ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଫଳରେ ବସ୍ତିଟି ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି।
ଏହାଛଡ଼ା...
କର୍କଟ ରୋଗୀଙ୍କ ସହ ଆଲୋଚନା କଲେ ବିଶିଷ୍ଟ ବିଶେଷଜ୍ଞ, ୧୦୦ରୁ ଅଧିକ ରୋଗୀ ଉପକୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର: ନବରଙ୍ଗପୁର ସଦର ମହକୁମାର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ମାତୃ ଓ ଶିଶୁ ଚିକିତ୍ସା ବିଭାଗ (ଏମ ସି ଏଚ)ଠାରେ ଜିଲ୍ଲା ସ୍ଥରୀୟ କର୍କଟ ରୋଗୀ ପରାମର୍ଶ ଶିବିର...
ଓକିଲ-ପୋଲିସ ବିବାଦ: ୯ ତାରିଖ ପୂର୍ବରୁ ତଦନ୍ତ ଶେଷ କରିବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
କଠୋର ହେଲେ ଓଡ଼ିଶା ହାଇକୋର୍ଟ
ଜଷ୍ଟିସ୍ ସି ଆର୍ ଦାଶଙ୍କ ତତ୍ତ୍ୱାବଧାନରେ ଚାଲିବ ତଦନ୍ତ
୫ ଦିନ ଭିତରେ ତଦନ୍ତ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଓକିଲ-ପୋଲିସ ବିବାଦରେ ହାଇକୋର୍ଟ କଠୋର...
ବଢ଼ିଲା ଶ୍ରମିକଙ୍କ ମଜୁରି – କେଉଁ ଶ୍ରମିକଙ୍କର କେତେ ବଢ଼ିଲା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଣକୁଶଳୀ ଶ୍ରମିକଙ୍କ ମଜୁରି ହେଲା ୨୮୦ ଟଙ୍କା
ଅର୍ଦ୍ଧକୁଶଳୀଙ୍କ ମଜୁରି ୩୨୦ ଟଙ୍କା
କୁଶଳୀ ଶ୍ରମିକଙ୍କ ମଜୁରି ହେଲା ୩୭୦ ଟଙ୍କା
ଉଚ୍ଚକୁଶଳୀ ଶ୍ରମିକଙ୍କ ମଜୁରି ୪୩୦ ଟଙ୍କା
ଶ୍ରମିକମାନଙ୍କ ପାଇଁ...
‘ସୌର ଜଳନିଧି’ ଯୋଜନା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କୃଷକଙ୍କ ପାଇଁ ଆରମ୍ଭ ହେଲା 'ସୌର ଜଳନିଧି' ଯୋଜନା। ମଙ୍ଗଳବାର ସଚିବାଳୟରେ 'ସୌର ଜଳନିଧି' ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ।
ଏହି ଯୋଜନା ଅତିରିକ୍ତ, ୨୫୦୦ ଏକର ଅଣଜଳସେଚିତ ଜମିରେ...
ନୀଳଗିରିରେ ଝାଡ଼ଖଣ୍ଡୀ ହାତୀଙ୍କ ଆତଙ୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଗୋପାଳପୁର ଜଙ୍ଗଲରେ ହାତୀପଲ ବିଶୃଙ୍ଖଳା ମଚାଇଛନ୍ତି। ଏହି ହାତୀପଲ ଝାଡ଼ଖଣ୍ଡରୁ ଆସିଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ୨ଟି ଶାବକ ସମେତ ୩୨ଟି ହାତୀ ଅଛନ୍ତି।
ମଙ୍ଗଳବାର...
ଓଲଟିଲା ଯାତ୍ରା ପାର୍ଟି ଟ୍ରକ – ୭ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାର ଅପରାହ୍ଣରେ କେନ୍ଦୁଝର ଜିଲ୍ଲା ବାମେବାରୀର କଳାମାଟି ଶିବ ମନ୍ଦିର ନିକଟରେ ଏକ ଯାତ୍ରା ପାର୍ଟି ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି।
କେନ୍ଦୁଝର ଜିଲ୍ଲା ବାମେବାରୀର କଳାମାଟି ଶିବ ମନ୍ଦିର...
କଂଗ୍ରେସ ଓ ବିଜେପିର ‘ବାର୍ଣ୍ଣିସ ରଙ୍ଗ’ ତଳେ ପକାଉଛି ଭାରତର ମର୍ଯ୍ୟାଦା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ପ୍ରଚାରର ଗୋଟିଏ ବଡ଼ କଥା ହେଲା ସରକାରମାନଙ୍କ ପାରଦର୍ଶିତାକୁ ମାପିବା। ଭୋଟରମାନଙ୍କୁ ଏହା ଏକ ସୁଯୋଗ ବି ଦେଇଥାଏ। ତାହା ହେଉଛି ରାଜନୀତିକ ଦଳମାନେ କେତେ ଦୂର ସେମାନଙ୍କ...
ଦୂରଦର୍ଶନ କ୍ୟାମେରାମ୍ୟାନଙ୍କୁ ହତ୍ୟା କଲେ ନକ୍ସଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୂରଦର୍ଶନର ନ୍ୟୁଜ କ୍ୟାମେରାମ୍ୟାନଙ୍କୁ ନକ୍ସଲ ଗୁଳି କରି ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମଙ୍ଗଳବାର ଛତିଶଗଡ଼ ଦାନ୍ତେୱାଡାରେ ଦୂରଦର୍ଶନ ଟିମକୁ ଆକ୍ରମଣ କରିଛନ୍ତି ନକ୍ସଲ।
ଏଥିରେ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନଙ୍କ...





















